ମୁଖ୍ୟ ସଂଗୀତଜ୍ଞଙ୍କୁ

1. ଗାଥ୍ ର ଏକ ଯନ୍ତ୍ରରେ

2. ଗୀତ ଆରମ୍ଭ କର ଓ ଦାରା ବଜାଅ, ନବେଲ ସହିତ ସୁମଧୁର ବୀଣାରେ ସ୍ବର ବାହାର କର।

3. ଅମାବାସ୍ଯା ଦିନରେ ମେଣ୍ଢା ଶିଙ୍ଗା ବଜାଅ। ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।

4. କାରଣ ଏହା ଇଶ୍ରାୟେଲ ପାଇଁ ନିଯମ। ଏହା ୟାକୁବର ପରମେଶ୍ବରଙ୍କର ଆଦେଶ ଅଟେ।

5. ପରମେଶ୍ବର ୟୋଷଫଙ୍କେ ଲୋକମାନଙ୍କ ପାଇଁ ଏହି ନିଯମ କରିଥିଲେ। ଯେତବେେଳେ ପରମେଶ୍ବର ମିଶର ଭୂମି ବିରୁଦ୍ଧରେ ଗଲେ, ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ୟାହା ମୁଁ ବୁଝିପାରିଲି ନାହିଁ।

6. ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦଲେୁ। ତାହାର ହସ୍ତ ଟୋକଇରେୁ ମୁକ୍ତ ହେଲା।

7. ତୁମ୍ଭମାନେେ ଯେତବେେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାୟ୍ଯ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦଲେୁ। ଆମେ ମରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।

8. ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ। ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ। ହେ ଇଶ୍ରାୟେଲ, ଆମ୍ଭର କଥା ଶୁଣ !

9. ତୁମ୍ଭମାନେେ ଅନ୍ୟ କୌଣସି ଦବେତାକୁ ପୂଜା କରିବ ନାହିଁ। ୟାହାକୁ ବିଦେଶୀମାନେ ପୂଜା କରୁଛନ୍ତି।

10. ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ। ତୁମ୍ଭର ମୁଖ ବଡ଼ କରି ଖାେଲ, ଆମ୍ଭେ ଖୁଆଇ ଦବୋ।

11. କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।

12. ତଣେୁ ଆମ୍ଭେ ସମାନଙ୍କେୁ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯ କରିବାକୁ ଦଲେୁ। ଇଶ୍ରାୟେଲୀୟମାନେ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯମାନ କଲେ।

13. ଭଲହୁଅନ୍ତା, ୟଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥାନ୍ତେ ଓ ଇଶ୍ରାୟେଲବାସୀ ଆମ୍ଭେ ଚାହିଁଥିବା ଅନୁସାରେ ରହିଥାନ୍ତେ କି ?

14. ତବେେ, ଆମ୍ଭେ ସମାନଙ୍କେର ଶତ୍ରୁମାନଙ୍କୁ ପରାସ୍ତ କରିବା। ଆମ୍ଭେ ସମାନଙ୍କେର ଶତ୍ରୁଗଣକୁ ଦଣ୍ଡିତ କରିବା।

15. ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। ସମାନଙ୍କେର ଦଣ୍ଡ ଚିରଦିନ ଧରି ରହିବ ସର୍ବଦା ଦଣ୍ଡ ପାଇବେ।

16. ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦଇେ ସନ୍ତୁଷ୍ଟ କରିବା।ଗ୍ଦଗ୍ଦ

Bibles

Books

Chapters