ମୁଖ୍ୟ ସଂଗୀତଜ୍ଞଙ୍କୁ

1. ଦାଉଦଙ୍କର ଏକ ଗୀତ।<br> ପ୍ରଭୁଙ୍କ ପରିତ୍ରାଣ ଉପରେ ବିଶ୍ୱାସ କର

2. ମୁଁ ଶାନ୍ତ ଅଟେ, ମାରେ ପ୍ରାଣ ଧୀର ଅଟେ।

3. ଏକ ଶିଶୁ ତା'ର ମା କୋଳରେ ଥିବାପରି ମୁଁ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।

4. ହେ ଇଶ୍ରାୟେଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖ।

5. ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି। ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।

6. ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି। କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।

Bibles

Books

Chapters