ନମସ୍କାର
1. ଯୀଶୁ ଖ୍ରୀଷ୍ଟଙ୍କ ସବେକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶଷେ ସବେକମାନଙ୍କୁ ପତ୍ର।
2. ଆମ୍ଭ ପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଧନ୍ୟବାଦ ଏବଂ ପ୍ରାର୍ଥନା
3.
4. େସତେଥର ପରମେଶ୍ବରଙ୍କୁ ଆନନ୍ଦ ସହକା ରେ ପ୍ରାର୍ଥନା ରେ ଧନ୍ଯବାଦ ଦିଏ।
5. ଲୋକମାନଙ୍କୁ ସୁସମାଚାର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାୟ୍ଯ ପାଇଁ ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଏ। ବିଶ୍ବାସ କରିବା ପ୍ରଥମଦିନଠାରୁ ଏବେ ପର୍ୟ୍ଯନ୍ତ ତୁମ୍ଭେ ସାହାୟ୍ଯ କରି ଆସୁଛ।
6. ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ।
7. ତୁମ୍ଭମାନଙ୍କ ବିଷୟ ରେ ମାରେ ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମାେ ହୃଦୟ ରେ ସ୍ଥାନ ପାଇଛ। ତୁମ୍ଭମାନେେ ପରମେଶ୍ବରଙ୍କ କୃପା ରେ ମାରେ ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘ ରେ ଅଛି, ଯେତବେେଳେ ମୁଁ ସୁସମାଚାରର ପକ୍ଷ ସମର୍ଥନ କରୁଛି ଓ ଯେତବେେଳେ ମୁଁ ସୁସମାଚାରର ସତ୍ଯ ପ୍ରମାଣିତ କରୁଛି, ସେତବେେଳେ ମଧ୍ଯ ତୁମ୍ଭମାନେେ ମାେ ସହିତ ପରମେଶ୍ବରଙ୍କ ଅନୁଗ୍ରହର ସହଭାଗୀ ଅଟ।
8. ପରମେଶ୍ବର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟଯୀଶୁଙ୍କର ସ୍ନହପେୂର୍ଣ୍ଣ କରୁଣା ରେ ମୁଁ ତୁମ୍ଭମାନଙ୍କୁ ପ୍ ରମେ କରେ।
9. ତୁମ୍ଭମାନଙ୍କ ପାଇଁ ମାରେପ୍ରାର୍ଥନା ଏହି ଯେ :
10. ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ଯ ଦେଖିପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ଯ ହବେ ;
11. ତୁମ୍ଭେ ପରମେଶ୍ବରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ଯ ରେ ଯୀଶୁଖ୍ରୀଷ୍ଟଙ୍କ ସାହାୟ୍ଯ ରେ ଅନକେ ଉତ୍ତମ କାମ କରିବ।
ଖ୍ରୀଷ୍ଟ ପ୍ରଚାରିତ
12.
13. ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ବାସୀ ହାଇେଥିବାରୁ ବନ୍ଦୀଘ ରେ ରଖାଯାଇଛି।
14. ମୁଁ ଏବେ ମଧ୍ଯ ବନ୍ଦୀଘ ରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ବାସୀ ଭାଇମାନେ, ଅଧିକ ଉତ୍ସାହିତ ହାଇେ ସାହସ ପୂର୍ବକ ନିର୍ଭୟ ରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି।
15. ଏହା ସତ୍ଯ ଯେ ସମାନଙ୍କେ ଭିତରୁ କେତଜେଣ କଠାେର ଓ ଈର୍ଷାନ୍ବିତ ହାଇେ ବିବାଦ ମନୋଭାବ ନଇେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍ ଭାବରେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି।
16. ସମାନେେ ପ୍ ରମେ କରୁଥିବାରୁ ପ୍ରଚାର କରୁଛନ୍ତି। ସମାନେେ ଜାଣନ୍ତି ଯେ, ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ବର ମାେତେ ଦାଯିତ୍ବ ଦଇେଛନ୍ତି।
17. କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରଚାର କରୁଛନ୍ତି କାରଣ ସମାନେେ ସ୍ବାର୍ଥପର। ସମାନେେ ମନ୍ଦ ଅଭିପ୍ରାୟ ରେ ପ୍ରଚାର କରନ୍ତି। ସମାନେେ ବନ୍ଦୀଘ ରେ ମାେ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଚାହାଁନ୍ତି।
18. ଯଦି ସମାନେେ ମାେ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ଯ କଥା ହେଲା ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ କହୁଛନ୍ତି। ମୁଁ ମଧ୍ଯ ଚା ହେଁ ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକମାନଙ୍କୁ କୁହନ୍ତୁ। ସମାନେେ ଭଲ ଉଦ୍ଦେଶ୍ଯ ରଖି ସପରେି କରନ୍ତୁ। କିନ୍ତୁ ଉଦ୍ଦେଶ୍ଯ ଭଲ ହେଉ ବା ମନ୍ଦ, ପ୍ରଚାର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ ହେଉଥିବି ମଧ୍ଯ।
ବଞ୍ଚିବା ହେଉଛି ଖ୍ରୀଷ୍ଟ
19.
20. ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।
21. ମାରେ ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ଯୁ ମଧ୍ଯ ମାେ ପାଇଁ ଏକ ଲାଭ ଅଟେ।
22. ଯଦି ମୁଁ ଶରୀର ରେ ଜୀବିତ ରୁ ହେ, ତା ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ଯୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣନୋ ?
23. ଜୀବନ ଓ ମୁତ୍ଯୁ ମଧ୍ଯରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ।
24. କିନ୍ତୁ ତୁମ୍ଭ ପାଇଁ ମାରେ ଶରୀର ରେ ବଞ୍ଚି ରହିବା ଅଧିକ ଆବଶ୍ଯକ।
25. ମୁଁ ଜାଣେ ତୁମ୍ଭମାନେେ ମାେତେ ଚାହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ବାସ ରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାୟ୍ଯ କରିବି।
26. ଯଦି ମୁଁ ତୁମ୍ଭ ପାଖକୁ ଫରେିଯାଏ, ତବେେ ଏହା ଖ୍ରୀଷ୍ଟଯୀଶୁଙ୍କଠା ରେ ମାେ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହବେ।
ଖ୍ରୀଷ୍ଟଙ୍କ ପାଇଁ ଚେଷ୍ଟା ଏବଂ ଯନ୍ତ୍ରଣା
27.
28. ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅଛନ୍ତି ସମାନଙ୍କେୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ବରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭମାନେେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତୃମାନେ ବିନାଶ ହବେେ।
29. ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରିବା ନିମନ୍ତେ କବଳେ ପରମେଶ୍ବର ତୁମ୍ଭକୁ ସୁ ଯୋଗ ଦଇେଛନ୍ତିା ତାହା ୟଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ଯ ତୁମ୍ଭମାନଙ୍କୁ ସୁଯୋଗ ଦଇେଛନ୍ତି। ଏହି ଉଭୟ ବିଷୟ ଯୀଶୁଖ୍ରୀଷ୍ଟଙ୍କୁ ଗୌରବନ୍ବିତ କରେ।
30. ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭମାନେେ ମାେତେ ସୁସମାଚାର ବିରୁଦ୍ଧ ରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠା ରେ ସଂଘର୍ଷରତ। ତୁମ୍ଭମାନେେ ମଧ୍ଯ ସହେିଭଳି ଏବେ ସଂଘର୍ଷରତ ଅଛ।