ମୁଖ୍ୟ ସଂଗୀତଜ୍ଞଙ୍କୁ

1. ବାଦ୍ୟଯନ୍ତ୍ର ସହିତ

2. ହେ ପରମେଶ୍ବର, ମାରେ ପ୍ରାର୍ଥନା ଶୁଣ। ମାହେର ଗୁହାରି ଶୁଣ।

3. ଅପରିଚିତ ଲୋକମାନେ କହେି ପରମେଶ୍ବରଙ୍କୁ ଉପାସନା କରନ୍ତି ନାହିଁ। ପରାକ୍ରମଶାଳୀ ଲୋକମାନେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛନ୍ତି।

4. ଦେଖ, ପରମେଶ୍ବର ମାେତେ ସାହାୟ୍ଯ କରିବେ, ମାରେ ପ୍ରଭୁ ମାରେ ସମର୍ଥନ କରିବେ।

5. ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର।

6. ମୁଁ ସ୍ବଇଚ୍ଛାରେ ନବୈେଦ୍ଯ ନଇେ ତୁମ୍ଭ ଉଦ୍ଦେଶ୍ଯରେ ଦବେି। ସଦାପଭ୍ରୁ ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

7. ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି।

Bibles

Books

Chapters