ଧନ୍ୟବାଦର ଏକ ଗୀତ

1. <br> ତାଙ୍କ ଲୋକମାନଙ୍କ ପ୍ରତି ପ୍ରଭୁଙ୍କର ବିଶ୍ୱସ୍ତତା ପାଇଁ ପ୍ରଶଂସା ଗୀତ

2. ଆନନ୍ଦରେ ସଦାପ୍ରଭୁଙ୍କର ସବୋ କର। ଆନନ୍ଦର ଜଯ ଗାନ କରି ତାଙ୍କ ଆଗକୁ ଆସ !

3. ତୁମ୍ଭମାନେେ ଜାଣ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମଷେ।

4. ଧନ୍ଯବାଦର ଗୀତ ଗାଇ ତାଙ୍କର ଦ୍ବାରକୁ ଆସ। ଓ ତାଙ୍କର ପ୍ରଶଂସାଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ଯବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।

5. ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

Bibles

Books

Chapters