ମୁଖ୍ୟ ସଂଗୀତଜ୍ଞଙ୍କୁ

1. “ଲିଲିଜ୍” କୁ ସେଟ୍ କରନ୍ତୁ

2. ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ, ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ, ସେଥିପାଇଁ ପରମେଶ୍ବର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।

3. ହେ ବୀର ତୁମ୍ଭର ଖଡ୍ଗ ଧାରଣ କର, ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶାେଭା ପାଉ।

4. ତୁମ୍ଭେ ଆଶ୍ଚର୍ୟ୍ଯ ଦିଶୁଛ। ୟାଅ ନ୍ଯାଯ ଓ ଧର୍ମପାଇଁ ୟୁଦ୍ଧରେ ବିଜଯୀ ହୁଅ। ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅଦ୍ଭୁତ କାର୍ୟ୍ଯ କରିବାକୁ ପ୍ରଶିକ୍ଷିତ।

5. ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭଦେ କରିବାକୁ ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ।

6. ପରମେଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ବିରାଜମାନ କରିବ। ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।

7. ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ବର ତୁମ୍ଭର ବନ୍ଧୁମାନଙ୍କ ମଧ୍ଯରୁ ତୁମ୍ଭକୁ ରାଜ ହବୋକୁ ମନୋନୀତ କଲେ।

8. ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।

9. ତୁମ୍ଭ ବିବାହରେ ୟୋଗ ଦଇେଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି। ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାଶର୍‌ବରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ ଓ ପୋଷାକ ପିନ୍ଧି ଛିଡ଼ା ହାଇେଛନ୍ତି।

10. ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।

11. ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।

12. ସୋର ଦେଶର ଧନଶାଳୀ ବ୍ଯକ୍ତିମାନେ ତୁମ୍ଭକୁ ଉପହାର ଦବୋକୁ ଉପସ୍ଥିତ ହବେେ। ସମାନେେ ତୁମ୍ଭର ପକ୍ଷପାତ ଲୋଡ଼ିବେ।

13. ତା'ର ସମସ୍ତ ମହିମାରେ, ମୁକ୍ତା ସୁବର୍ଣ୍ଣରେ ଖଚିତ ହବୋପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦଖାୟୋନ୍ତି।

14. ସୌନ୍ଦର୍ୟ୍ଯରେ ମଣ୍ଡିତ ହାଇେ ସେ ରାଜାଙ୍କ ନିକଟକୁ ଆଗଇେ ୟାଏ ତା'ର ସଖିମାନେ ତା' ପଛରେ ଅନୁସରଣ କରନ୍ତି।

15. ସମାନେେ ଆନନ୍ଦ ଉଲ୍ଲାସରେ ଆସିବେ। ସମାନେେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।

16. ସମାନଙ୍କେର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହବେେ। ସାରା ଦେଶରେ ତୁମ୍ଭେ ସମାନଙ୍କେୁ ଶାସନ କରିବ।

17. ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ଯାତ ହବେ। ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।

Bibles

Books

Chapters