ଆରୋହଣର ଏକ ଗୀତ
1. <br> ସିୟୋନକୁ ଏକ ଆନନ୍ଦିତ ପ୍ରତ୍ୟାବର୍ତ୍ତନ
2. ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।
3. ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ, ତହିଁରେ ଆମ୍ଭମାନେେ ଖୁସି ଅଟୁ।
4. ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର, ୟପରେି ମରୁଭୂମିରେ ଝରଣାରୁ ଜଳଷୋର୍ତ ବ ହେ।
5. ଜଣେ ଲୋକ ବିହନ ବୁଣିବା ସମଯରେ ଦୁଃଖ ପାଇଥାଏ, କିନ୍ତୁ ସେ ଅମଳ ସମଯରେ ବହୁତ ଖୁସି ହୁଏ।
6. ୟଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷତକେୁ ନଇୟୋଏ, ତଥାପି ସେ ଅମଳ ଘରକୁ ଆଣିବା ସମଯରେ ଖୁସି ହୁଏ।