ଆରୋହଣର ଏକ ଗୀତ

1. ଦାଉଦଙ୍କ ବିଷୟରେ<br> ପ୍ରଭୁଙ୍କ ଉପରେ ସରଳ ବିଶ୍ୱାସ

2. ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ। ଏକ ଶିଶୁ ତା’ର ମା କୋଳରେ ଥିବାପରି ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।

3. ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।

Bibles

Books

Chapters