ତାଙ୍କର ପରିତ୍ରାଣ ଏବଂ ବିଚାର ପାଇଁ God ଶ୍ବରଙ୍କୁ ପ୍ରଶଂସା କର
1.
2. ଇଶ୍ରାୟେଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର। ସିୟୋନର ଲୋକମାନେ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
3. ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।
4. ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।
5. ପରମେଶ୍ବରଙ୍କ ଅନୁସରଣକାରୀ ତୁମ୍ଭମାନେେ ଗୌରବରେ ଆନନ୍ଦ କର !ଆପଣା ଶୟ୍ଯା ଉପରେ ମଧ୍ଯ ଆନନ୍ଦର ସହ ଗାନ କର।
6. ସହେି ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଉଚ୍ଚ ସ୍ବରରେ କରନ୍ତୁ ଏବଂ ସମାନଙ୍କେ ନିଜ ହସ୍ତରେ ନିଜର ଖଡ୍ଗମାନ ଧରନ୍ତୁ।
7. ସମାନଙ୍କେୁ ଅନ୍ୟ ଗୋଷ୍ଠୀଯମାନଙ୍କୁ ଦଣ୍ଡିତ କରିବାକୁ ୟାଆନ୍ତୁ। ସମାନଙ୍କେୁ ୟିବାକୁ ଓ ଦଣ୍ଡ ଦବୋକୁ ଦିଅ।
8. ପରମେଶ୍ବରଙ୍କର ଲୋକମାନେ ତାଙ୍କର ରାଜା ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
9. ପରମେଶ୍ବରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସମାନଙ୍କେର ଶତ୍ରୁମାନଙ୍କୁ ଦଣ୍ଡ ଦବେେ। ଏହା ପରମେଶ୍ବରଙ୍କର ସମସ୍ତ ବିଶସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।