ଇସ୍ରାଏଲର ମୁକ୍ତିରେ God ଶ୍ବରଙ୍କ ଶକ୍ତି

1.

2. ସହେି ସମଯରେ ଯିହୁଦା ପରମେଶ୍ବରଙ୍କର ବିଶଷେ ଲୋକ ହେଲେ। ଇଶ୍ରାୟେଲ ତାଙ୍କର ରାଜ୍ଯ ହେଲା।

3. ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।

4. ପର୍ବତଗଣ ମଷେପରି ଡ଼ଇେଁଲେ। ମଷେ ଛୁଆପରି ଉପପର୍ବତଗଣ ଡ଼ିଆଁ ମାରିଲେ।

5. ହେ ସୁଫ ସମୁଦ୍ର, ତୁମ୍ଭେ କାହିଁକି ଘୁଞ୍ଚିଗଲ ? ହେ ୟର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ ?

6. ହେ ପର୍ବତଗଣ, ତୁମ୍ଭେ କାହିଁକି ମଷେମାନଙ୍କ ପରି ଡଇେଁଲ ? ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମଷେ ଶାବକଙ୍କ ପରି ଡ଼ଇେଁଲ ?

7. ହେ ପୃଥିବୀ, ୟାକୁବର ପରମେଶ୍ବରଙ୍କ ସମ୍ମୁଖରେ କମ୍ପିତ ହୁଅ।

8. ପରମେଶ୍ବର ହେଉଛନ୍ତି ସହେି ୟାହାଙ୍କ ୟୋଗୁ ପର୍ବତରୁ ଝରଣା ବୁହାଇଲେ ଓ ପରମେଶ୍ବର ଚକ୍ମକି ପଥରକୁ ନିର୍ଝର ବୁହାଇଲେ।

Bibles

Books

Chapters