ଆରୋହଣର ଏକ ଗୀତ

1. ଦାଉଦଙ୍କ ବିଷୟରେ<br> God ଶ୍ବରଙ୍କ ଲୋକମାନଙ୍କର ଆଶୀର୍ବାଦ ଏକତା

2. ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ଯ ତୈଳ ସ୍ବରୂପ ୟାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।

3. ଏହା ହର୍ମୋଣ ପର୍ବତରୁ ସିଯୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ଯ। ସହେିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦଇେଛନ୍ତି।

Bibles

Books

Chapters