ମୁଖ୍ୟ ସଂଗୀତଜ୍ଞଙ୍କୁ

1. ଦାଉଦଙ୍କର ଏକ ଗୀତ।<br> ଦୁଷ୍ଟମାନଙ୍କ ଦ୍ୱାରା ଦଳିତ କିନ୍ତୁ ପ୍ରଭୁଙ୍କଠାରେ ଆନନ୍ଦିତ

2. ମାେ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ, ମାେତେ ରକ୍ଷା କର। ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମାେତେ ଲୁଚାଇ ରଖ।

3. ସମାନେେ ସମାନଙ୍କେର ଜିହ୍ବାକୁ କ୍ଷୁରପରି ଶାଣିତ କରନ୍ତି, ସମାନେେ ସମାନଙ୍କେର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ଯ ନିକ୍ଷପେ କରନ୍ତି।

4. ହଠାତ୍ ଭାବରେ ସମାନଙ୍କେର ଲୁଚିବା ସ୍ଥାନରୁ ସମାନେେ ସମାନଙ୍କେର ତୀରଗୁଡ଼ିକ ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷପେ କରନ୍ତି।

5. ସମାନେେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସମାନେେ ଏହା କହି ଫାନ୍ଦ ବସାଇବା ବିଷଯରେ କଥାବାର୍ତ୍ତା ହୁଅନ୍ତି, କହେି ଏଠାରେ ସଗେୁଡ଼ିକୁ ଦେଖି ପାରିବେ ନାହିଁ।

6. କହେି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ। କିଏ ଦୋଷକୁ ଅନୁସନ୍ଧାନ କରିବ ? ଆମ୍ଭମାନଙ୍କର ସଂପୂର୍ଣ୍ଣ ଯୋଜନା ଅଛି। ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।

7. କିନ୍ତୁ ହଠାତ୍ ଭାବରେ ପରମେଶ୍ବର ତାଙ୍କର ତୀର ନିକ୍ଷପେ କରିବେ ଏବଂ ଦୁଷ୍ଟମାନେ ଆଘାତ ହବେେ।

8. ସମାନଙ୍କେ ନିଜ ଜିହ୍ବା ସମାନଙ୍କେୁ ଧ୍ବଂସର ବିଷଯ ଆଣିବ। ସମାନଙ୍କେୁ ୟିଏ ଦେଖିବେ ସମାନେେ ଦୁଃଖରେ ମୁଣ୍ଡ ହଲାଇବେ।

9. ତା' ହେଲେ ପ୍ରେତ୍ୟକକ ବ୍ଯକ୍ତି ଭୟଭୀତ ହବେେ। ସମାନେେ ପରମେଶ୍ବରଙ୍କର କାର୍ୟ୍ଯ ବିଷଯରେ କହିବେ ଏବଂ ସେ ୟାହା କରିଛନ୍ତି ସମାନେେ ତାହା ଶିକ୍ଷା କରିବେ।

10. ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସବୋରେ ଆନନ୍ଦ କରିବେ। ସମାନେେ ତାହାଙ୍କର ଶରଣାଗତ ହବେେ। ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପାଳନ କରିବେ।

Bibles

Books

Chapters