ସମୁଦ୍ର କୂଳରେ ଜଳଖିଆ

1.

2. ଯୀଶୁଙ୍କର କେତକେ ଶିଷ୍ଯ ଏକତ୍ର ହାଇେଥିଲେ, ସମାନେେ ହେଲେ ଶିମାନେ ପିତର, ଥୋମା, (ଡାକନାମ ଦିଦୁମ)। ଗାଲୀଲୀର କାନ୍ନା ନିବାସୀ ନିଥନିଯଲେ, ଜବଦେିର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ଯ।

3. ଶିମାନେ ପିତର କହିଲେ, ମୁଁ ମାଛ ଧରିବାକୁ ଯାଉଛି। ଅନ୍ୟ ଶିଷ୍ଯମାନେ କହିଲେ, ଆମ୍ଭେ ତୁମ୍ଭ ସହିତ ୟିବୁ। ତେଣୁ ସବୁ ଶିଷ୍ଯମାନେ ଯାଇ ନେ ୗକା ରେ ବସିଲେ। ସମାନେେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରିପାରିଲେ ନାହିଁ.

4. ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳ ରେ ଠିଆ ହାଇେଥିଲେ। କିନ୍ତୁ ଶିଷ୍ଯମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନଥିଲେ।

5. ତା'ପରେ ଶିଷ୍ଯମାନଙ୍କୁ କହିଲେ, ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?

6. ଯୀଶୁ କହିଲେ, ତୁମ୍ଭର ଜାଲ ନେ ୗକାର ଡାହାଣ ପଟ ପାଣି ରେ ପକାଅ। ତୁମ୍ଭେ ସଠାେରେ ମାଛ ପାଇବ। ଶିଷ୍ଯମାନେ ସହେିପରି କଲେ। ସମାନେେ ଏତେ ମାଛ ଧରିଲେ ଯେ, ସମାନେେ ଜାଲକୁ ନେ ୗକା ପର୍ୟ୍ଯନ୍ତ ଟାଣି ପାରିଲେ ନାହିଁ।

7. ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା'ପରେ ସେ ପାଣିକୁ ଡଇେଁ ପଡିଲେ।

8. ଅନ୍ୟ ଶିଷ୍ଯମାନେ ନେ ୗକା ରେ କୂଳକୁ ଗଲେ। ସମାନେେ ମାଛ ରେ ଭର୍ତ୍ତି ହାଇେଥିବା ଜାଲ ଭିଡିଲେ। ସମାନେେ କୂଳରୁ ବେଶୀ ଦୂର ରେ ନଥିଲେ, ଦୂରତ୍ବ ପ୍ରାୟ ନବେ ମିଟର ଥିଲା।

9. ଶିଷ୍ଯମାନେ ଯେତବେେଳେ ନେ ୗକାରୁ ବାହାରି କୂଳ ରେ ପହନ୍ଚିଲେ, ସମାନେେ ସେତବେେଳେ ରଡନିଆଁ ଜଳୁଥିବାର ଦେଖିଲେ। ସଠାେରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ଯ ଥିଲା।

10. ତା'ପରେ ଯୀଶୁ କହିଲେ, ତୁମ୍ଭମାନେେ ଧରିଥିବା କିଛି ମାଛ ଆଣ।

11. ଶିମାନେ ପିତର ନେ ୗକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ ବଡ ମାଛ ରେ ପୂର୍ଣ୍ଣ ଥିଲା। ସେଥି ରେ ଟି ମାଛ ଥିଲା। ମାଛଗୁଡିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନଥିଲା।

12. ଯୀଶୁ ସମାନଙ୍କେୁ କହିଲେ, ଆସ ଓ ଖାଅ। ଶିଷ୍ଯମାନଙ୍କ ଭିତ ରେ କହେି ଜଣେ ହେଲେ ପଚାରିବା ପାଇଁ ସାହାସ କଲେ ନାହିଁ, ତୁମ୍ଭେ କିଏ? କାରଣ ସମାନେେ ଜାଣିଥିଲେ ଯେ, ସେ ପ୍ରଭୁ।

13. ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘନେି ସମାନଙ୍କେୁ ଦେଲେ। ସେ ସମାନଙ୍କେୁ ମାଛ ମଧ୍ଯ ଦେଲେ।

14. ଯୀଶୁ ମୃତ୍ଯୁରୁ ବଞ୍ଚି ଉଠିବା ପରେ ଶିଷ୍ଯମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ।

ଯୀଶୁ ପିତରଙ୍କୁ ପୁନ ores ସ୍ଥାପନ କଲେ

15.

16. ତା'ପରେ ଯୀଶୁ ପୁଣି ତାହାଙ୍କୁ କହିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ କ'ଣ ମାେତେ ପ୍ ରମେ କର?

17. ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?

18. ମୁଁ ତୁମ୍ଭକୁ ସତ୍ଯ କହୁଛି ତୁମ୍ଭେ ଯେତବେେଳେ ୟୁବକ ଥିଲ, ସେତବେେଳେ ତୁମ୍ଭେ ଅଣ୍ଟା ରେ ନିଜଲୁଗା ଭିଡି ଇଚ୍ଛାନୁସା ରେ ଯେ କୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସ ରେ ତୁମ୍ଭେ ହାତ ବଢାଇବ ଓ ଯେଉଁଆଡେ ତୁମ୍ଭର ୟିବାକୁ ଇଚ୍ଛା ନଥିବ, ସହେିଠାକୁ ଅନ୍ୟମାନେ ତୁମ୍ଭକୁ ନଇେଯିବେ।

19. ପରମେଶ୍ବରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ଯୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ଯ ରେ ଯୀଶୁ ସପରେି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, ମାରେଅନୁଗମନ କର।

ପ୍ରିୟ ଶିଷ୍ୟ ଏବଂ ତାଙ୍କ ପୁସ୍ତକ

20.

21. ସହେି ଶିଷ୍ଯଙ୍କୁ ପଛ ରେ ଆସୁଥିବା ଦେଖି ପିତର ପଚାରିଲେ, ପ୍ରଭୁ, ତାହାଙ୍କ ବିଷୟ ରେ କ'ଣ ହବେ?

22. ଯୀଶୁ ଉତ୍ତର ଦେଲେ, ମାରେ ପୁନରାଗମନ ସମୟ ପର୍ୟ୍ଯନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତବେେ ସେଥି ରେ ତୁମ୍ଭର କ'ଣ ଅଛି? ତୁମ୍ଭେ ମାରେ ଅନୁଗମନ କର।

23. ତେଣୁ ଭାଇମାନଙ୍କ ମଧିଅରେ ଗୋଟିଏ କଥେ ପ୍ରଚାରିତ ହେଲା। ସମାନେେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଛନ୍ତି, ସହେି ଶିଷ୍ଯ ମରିବେ ନାହିଁ। କିନ୍ତୁ ଯୀଶୁ ଏକଥା କହି ନଥିଲେ ଯେ, ସେ ମରିବ ନାହିଁ। ସେ କବଳେ କହିଲେ, ମାରେପୁନରାଗମନ ସମୟ ପର୍ୟ୍ଯନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତବେେ ସେଥିଲେ ତୁମ୍ଭର କ'ଣ ଅଛି?

24. ସହେି ଶିଷ୍ଯ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସହେି ବ୍ଯକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ଯ।

25. ଯୀଶୁ ଆହୁରି ଅନକେ କାର୍ୟ୍ଯ କରିଥିଲେ। ମୁଁ ମନେ କରେ ଯେ, ଯୀଶୁଙ୍କ ବିଷୟ ରେ ସମସ୍ତ ବିଷୟ ଯଦି ଲଖାେ ହାଇେ ଥାଆନ୍ତା, ତବେେ ସହେି ପୁସ୍ତକଗୁଡିକ ରଖିବା ପାଇଁ ସାରା ଜଗତ ରେ ସ୍ଥାନ ହୁଅନ୍ତା ନାହିଁ।

Bibles

Books

Chapters