ସ di ନିକମାନେ ଯୀଶୁଙ୍କୁ ପରିହାସ କଲେ

1.

2. ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ। ତା'ପରେ ସମାନେେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ।

3. ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, ହେ! ଯିହୂଦୀମାନଙ୍କ ରାଜା। ସମାନେେ ଯୀଶୁଙ୍କୁ ଚାପୁଡା ମାରିଲେ।

4. ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦବୋକୁ ଚା ହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧ ରେ କୌଣସି ଅଭିଯୋଗ ପାଉ ନାହିଁ।

ପୀଲାତଙ୍କ ନିଷ୍ପତ୍ତି

5. ତାପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, ଦେଖ, ସହେି ଲୋକ।

6. ତାହାଙ୍କୁ ଦେଖିଲା ମାତ୍ ରେ ପ୍ରଧାନ ଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, ତାକୁ କୃଶ ରେ ଚଢାଇ ମାର, ତାକୁ କୃଶ ରେ ଚଢାଇ ମାର।

7. ୟିଦୂଦୀମାନେ ଉତ୍ତର ଦେଲେ, ଆମ୍ଭର ବ୍ଯବସ୍ଥା ଅନୁସାରେ ସେ ମୃତ୍ଯୁଦଣ୍ଡ ପାଇବା ଉଚିତ କାରଣ ସେ ନିଜକୁ ପରମେଶ୍ବରଙ୍କର ପୁତ୍ର ବୋଲି କହିଅଛି।

8. ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ।

9. ସେ ପ୍ରାସାଦ ଭିତରକୁ ଫରେିଗଲେ ଓ ଯୀଶୁଙ୍କ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଛ? ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ।

10. ପୀଲାତ କହିଲେ, ତୁମ୍ଭେ କ'ଣ ମାେ ସହିତ କଥା କହିବ ନାହିଁ? ମନରେଖ, ତୁମ୍ଭକୁ ମୁକ୍ତି ଦବୋକୁ କି କୃଶ ରେ ଚଢାଇବାକୁ ମଧ୍ଯ ଆମ୍ଭର କ୍ଷମତା ଅଛି।

11. ଯୀଶୁ ଉତ୍ତର ଦେଲେ, ମାେ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କବଳେ ସହେି କ୍ଷମତା ପରମେଶ୍ବର ଆପଣଙ୍କୁ ଦଇେଛନ୍ତି। ତେଣୁ ୟିଏ ମାେତେ ଆପଣଙ୍କ ପାଖ ରେ ସମର୍ପଣ କରିଛି, ତା'ର ପାପ ଆହୁରି ଗୁରୁତର।

12. ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।

13. ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ 'ପ୍ରସ୍ତରମଣ୍ଡପ' ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷା ରେ ଏହାର ନାମ 'ଗବ୍ବଥା' ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଚାରସନ ରେ ବସିଲେ।

14. ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।

15. ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।

16. ତେଣୁ ପୀଲାତ ଯୀଶୁଙ୍କୁ କୃଶ ରେ ମାରିବା ପାଇଁ ସମାନଙ୍କେ ହାତ ରେ ସମର୍ପି ଦେଲେ।

ଏକ କ୍ରୁଶରେ ରାଜା

17.

18. ସହେି 'ଗଲଗଥା' ରେ ସମାନେେ ଯୀଶୁଙ୍କୁ କୃଶବିଦ୍ଧ କଲେ। ଯୀଶୁଙ୍କୁ ମଝି ରେ ରଖି ତାହାଙ୍କର ଦୁଇ ପାଶର୍‌ବ ରେ ଆଉ ଦୁଇଜଣଙ୍କୁ ମଧ୍ଯ କୃଶବିଦ୍ଧ କଲେ।

19. ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।

20. ଯୀଶୁଙ୍କର କୃଶବିଦ୍ଧ ହବୋ ସ୍ଥାନ ନଗରର ନିକଟବର୍ତ୍ତୀ ହାଇେଥିବା କାରଣରୁ ଅନକେ ଯିହୂଦୀ ସହେି ସଙ୍କତେ ପଢିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷା ରେ ଲଖାେ ହାଇେଥିଲା।

21. ମୁଖ୍ଯ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୂଦୀମାନଙ୍କ ରାଜା, ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ 'ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା' ବୋଲି ଲେଖନ୍ତୁ।

22. ପୀଲାତ ଉତ୍ତର ଦେଲେ, ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।

23. ଯୀଶୁଙ୍କୁ କୃଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନଇଗେଲେ। ସମାନେେ ତାହାଙ୍କର ବସ୍ତ୍ର ଚାରି ଭାଗ କଲେ। ପ୍ରେତ୍ୟକକ ସୈନିକ ଗୋଟିଏ ଭାଗ ରଖିଲେ। ସମାନେେ ତାହାଙ୍କର ପିନ୍ଧା ପୋଷାକ ମଧ୍ଯ ନଇଗେଲେ। ଏହା ତଳୁ ଉପର ପର୍ୟ୍ଯନ୍ତ ବିନା ସିଲଇେ ରେ ଗୋଟିଏ ପୋଷାକ ଥିଲା।

24. ତେଣୁ ସମାନେେ ପରସ୍ପର କଥା ହେଲେ, ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଳାବାଣ୍ଟ କରିବା ଉଚିତ। ଏହାଦ୍ବାରା ଧର୍ମଶାସ୍ତ୍ରର ଉକ୍ତି ସତ୍ଯ ହେଲା:

ତୁମ ମାତାଙ୍କୁ ଦେଖ

25.

26. ଯୀଶୁ ତାହାଙ୍କ ମାଆଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ଯକୁ ମଧ୍ଯ ତାହାଙ୍କ ପାଖ ରେ ଠିଆ ହାଇେଥିବା ଦେଖିଲେ। ତାହାଙ୍କ ମାଆଙ୍କୁ କହିଲେ, ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!

27. ତାପରେ ଯୀଶୁ ତାହାଙ୍କର ସହେି ଶିଷ୍ଯଙ୍କୁ କହିଲେ, ଦେଖ, ଏଠା ରେ ତୁମ୍ଭର ମାଆ। ତେଣୁ ଏହି ଶିଷ୍ଯ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନଇଗେଲେ।

ଏହା ସମାପ୍ତ ହୋଇଛି

28.

29. ସଠାେରେ ଗୋଟିଏ ପାତ୍ର ରେ ଭର୍ତ୍ତି ଖଟାପିତା ସ୍ବାଦୟୁକ୍ତ ରସ ରଖାଯାଇଥିଲା। ସମାନେେ ଖଣ୍ଡେ ସ୍ପଞ୍ଜକୁ ରସ ରେ ବୁଡଇେ ଏଜୋପ ନଳ ରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢାଇଲେ।

30. ଯୀଶୁ ତାହା ପାନ କରି କହିଲେ, ସମାପ୍ତ ହେଲା। ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ଯାଗ କଲେ।

ଯୀଶୁଙ୍କ ପାର୍ଶ୍ୱ ବିଦ୍ଧ ହୋଇଛି

31.

32. ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ ଭାଙ୍ଗି ଦେଲେ। ତା'ପରେ ସମାନେେ ଅନ୍ୟ ଲୋକଟିର ଗୋଡ ଭାଙ୍ଗି ଦେଲେ।

33. କିନ୍ତୁ ସମାନେେ ଯେତବେେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତବେେଳେ ସମାନେେ ଦେଖିଲେ ଯେ, ସେ ମରି ସାରିଲଣେି। ତେଣୁ ସମାନେେ ତାହାଙ୍କ ଗୋଡ ଭାଙ୍ଗିଲେ ନାହିଁ।

34. କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ବାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା।

35. ୟିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ୟଦ୍ବାରା ତୁମ୍ଭେ ମଧ୍ଯ ଶୁଣି ବିଶ୍ବାସ କରିବ। ସେ ଯାହା କହନ୍ତି, ତାହା ସତ୍ଯ। ସେ ଜାଣନ୍ତି ଯେ, ସେ ସତ୍ଯ କହନ୍ତି।

36. ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ର ରେ ଯାହା ଲଖାେ ଅଛି, ତାହା ସତ୍ଯ ହବେ, ତାହାଙ୍କର ଗୋଟିଏ ହାଡ ମଧ୍ଯ ଭାଙ୍ଗି ୟିବ ନାହିଁ।

37. ଅନ୍ୟ ସ୍ଥାନ ରେ ଧର୍ମଶାସ୍ତ୍ର ରେ ଲଖାେଅଛି: ସମାନେେ ଯାହାଙ୍କୁ ବର୍ଚ୍ଛା ଦ୍ବାରା ଆଘାତ କଲେ, ତାହାଙ୍କୁ ଲୋକମାନେ ଦେଖିବେ।

ଯୀଶୁ ଯୋଷେଫଙ୍କ ସମାଧିରେ ସମାଧି ଦେଲେ

38.

39. ନୀକଦୀମ ମଧ୍ଯ ଯୋଷଫଙ୍କେ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରି ରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହାଇେଥିଲେ। ସେ ଯୀଶୁଙ୍କ ଦହେ ରେ ଲଗାଇବା ପାଇଁ ପ୍ରାୟ ପ୍ରଚାଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁର ଘନେି ଆସିଲେ।

40. ଯିହୂଦୀମାନଙ୍କର ସମାଧି ଦବୋ ପ୍ରଥାନୁସା ରେ ସମାନେେ ଦୁ ହେଁ ଯୀଶୁଙ୍କର ମୃତ ଦହକେୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗା ରେ ଗୁଡଇେ ଦେଲେ।

41. ଯୀଶୁଙ୍କୁ ଯେଉଁଠା ରେ କୃଶବିଦ୍ଧ କରାଯାଇଥିଲା, ସହେି ସ୍ଥାନ ପାଖ ରେ ଗୋଟିଏ ବଗିଚା ଥିଲା। ସହେି ବଗିଚା ରେ ଗୋଟିଏ ନୂଆ କବର ଥିଲା, ଯେଉଁଥି ରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନଥିଲା,

42. ବିଶ୍ରାମବାର ଆରମ୍ଭ ହବୋ ପୂର୍ବରୁ ତାହାର ପ୍ରସ୍ତୁତି କାର୍ୟ୍ଯ ଶଷେ କରିବା ପାଇଁ ସମାନେେ ଯୀଶୁଙ୍କୁ ସଠାେରେ ସମାଧିସ୍ଥ କଲେ, କାରଣ ସହେି ସମାଧିଟି ପାଖ ରେ ଥିଲା।

Bibles

Books

Chapters