ଖାଲି କବର

1.

2. ତେଣୁ ମରିୟମ, ଶିମାନେ ପିତର ଓ ଅନ୍ୟ ଜଣେ ଶିଷ୍ଯ ଯାହାଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସମାନଙ୍କେ ନିକଟକୁ ଦୌଡିଗଲେ ଓ ସେ ସମାନଙ୍କେୁ କହିଲେ, ସମାନେେ ପ୍ରଭୁଙ୍କର ମୃତଦହକେୁ କବର ଭିତରୁ ନଇଯାେଇଛନ୍ତି। ସମାନେେ ତାହାଙ୍କୁ କେଉଁଠା ରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।

3. ତେଣୁ ପିତର ଓ ଅନ୍ୟଶିଷ୍ଯ କବର ନିକଟକୁ ୟିବାକୁ ବାହାରିଲେ।

4. ସମାନେେ ଦୁ ହେଁ ଦୌଡୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ଯଜଣକ ଜୋର୍ ରେ ଦୌଡୁଥିଲେ। ତେଣୁ ସେ ପ୍ରଥମେ କବର ପାଖ ରେ ପହନ୍ଚିଲେ।

5. ସେ ନଇଁପଡି ଭିତରକୁ ଚାହିଁ ପତଳା ଆଚ୍ଛାଦନ ବସ୍ତ୍ର ସଠାେରେ ପଡିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।

6. ତା'ପର ତାହାଙ୍କ ପଛ ରେ ଶିମାନେ ପିତର ଆସି ପହନ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ଯ ସଠାେରେ ପତଳା ଆଚ୍ଛାଦନ ବସ୍ତ୍ର ପଡିଥିବାର ଦେଖିଲେ।

7. ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡ ରେ ଗୁଡା ହାଇେଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖ ରେ ନଥାଇ ଅଲଗା ଜାଗା ରେ ଗୁଡଇେ ହାଇେ ପଡିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡି ନଥିଲା।

8. ଏହାପରେ ଅନ୍ୟଶିଷ୍ଯ ଜଣକ ମଧ୍ଯ ଭିତରକୁ ଗଲେ, ସହେି ଶିଷ୍ଯ ଜଣକ କବର ପାଖ ରେ ଆଗ ପହନ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ବାସ କଲେ।

9. ଧର୍ମଶାସ୍ତ୍ର ଅନୁସାରେ 'ଯୀଶୁ ମୃତ୍ଯୁରୁ ଅବଶ୍ଯ ପୁନର୍ଜୀବିତ ହବେେ', ଏହାର ଅର୍ଥ ସହେି ଶିଷ୍ଯମାନେ ଏପର୍ୟ୍ଯନ୍ତ ବୁଝି ପାରି ନଥିଲେ।

10. ତା'ପରେ ଶିଷ୍ଯମାନେ ଘରକୁ ଫରେିଗଲେ।

ମରିୟମ ମାଗଡାଲେନ ପୁନରୁତ୍ଥିତ ପ୍ରଭୁଙ୍କୁ ଦେଖନ୍ତି

11.

12. ସେ ଦୁଇ ଜଣ ସ୍ବର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠା ରେ ଥିଲା, ତାହା ପାଖ ରେ ବସିବାର ଦେଖିଲେ। ଜଣେ ସ୍ବର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗା ରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗା ରେ ବସିଥିଲେ।

13. ସମାନେେ ମରିୟମଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?

14. ସେ ଏହା କହି ବୁଲି ପଡିଲେ। ସେ ଯୀଶୁଙ୍କୁ ସଠାେରେ ଠିଆ ହାଇେଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ।

15. ଯୀଶୁ ତାହାଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖାଜେୁଛ?

16. ଯୀଶୁ ତାହାଙ୍କୁ କହିଲେ, ମରିୟମ,।

17. ଯୀଶୁ ତାହାଙ୍କୁ କହିଲେ, ମାେତେ ଧର ନାହିଁ। ମୁଁ ଏ ପର୍ୟ୍ଯନ୍ତ ପରମପିତାଙ୍କ ପାଖକୁ ଯାଇନାହିଁ। କିନ୍ତୁ ତୁମ୍ଭେ ଯାଇ ମାରେ ଭାଇମାନଙ୍କୁ କୁହ ଯେ, ମୁଁ ମାରେ ଓ ତୁମ୍ଭର ପରମପିତାଙ୍କ ପାଖକୁ ଫରେିଯାଉଛି। ମୁଁ ମାରେ ଓ ତୁମ୍ଭର ପରମେଶ୍ବରଙ୍କ ପାଖକୁ ଯାଉଅଛି।

18. ମଗ୍ଦଲୀନୀ ମରିୟମ ଶିଷ୍ଯମାନଙ୍କ ପାଖକୁ ଗଲେ ଓ ସମାନଙ୍କେୁ କହିଲେ, ମୁଁ ପ୍ରଭୁଙ୍କୁ ଦେଖିଲି। ସେ ସମାନଙ୍କେୁ ଯୀଶୁ କରିଥିବା କଥା ଶୁଣାଇଲେ।

ପ୍ରେରିତମାନେ କମିଶନ କଲେ

19.

20. ଯୀଶୁ ଏକଥା କହିବା ପରେ ଶିଷ୍ଯମାନଙ୍କୁ ତାହାଙ୍କ ହାତ ଗୋଡ ଦଖାଇେଲେ। ଶିଷ୍ଯମାନେ ପ୍ରଭୁଙ୍କୁ ଦେଖି ଅତ୍ଯନ୍ତ ଖୁସି ହେଲେ।

21. ଯୀଶୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ମାେତେ ପରମପିତା ଯେପରି ପଠାଇଥିଲେ, ମୁଁ ସହେିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।

22. ଯୀଶୁ ଏହି କଥା କହିବା ପରେ ଶିଷ୍ଯମାନଙ୍କ ଉପରେ ପ୍ରଶ୍ବାସ ଛାଡି ସେ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର।

23. ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତବେେ ସମାନଙ୍କେର ପାପ କ୍ଷମା କରା ହବେ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତବେେ ସମାନଙ୍କେର ପାପ କ୍ଷମା କରା ହବେ ନାହିଁ।

ଦେଖିବା ଏବଂ ବିଶ୍ୱାସ କରିବା

24.

25. ଅନ୍ୟ ଶିଷ୍ଯମାନେ ଥୋମାଙ୍କୁ କହିଲେ, ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ। ଥୋମା କହିଲେ, ମୁଁ ତାହାଙ୍କ ହାତ ରେ କଣ୍ଟାଦାଗ ନ ଦେଖିଲା ପର୍ୟ୍ଯନ୍ତ ବିଶ୍ବାସ କରିବି ନାହିଁ। ମୁଁ ମାରେ ଆଙ୍ଗୁଠି ସହେି କଣ୍ଟାର ଦାଗ ରେ ନରଖିବା ଓ ତାହାଙ୍କ କକ୍ଷଦେଶ ରେ ମାରେ ହାତ ନଦବୋ ପର୍ୟ୍ଯନ୍ତ, ମୁଁ ବିଶ୍ବାସ କରିବି ନାହିଁ।

26. ଗୋଟିଏ ସପ୍ତାହ ପରେ ଶିଷ୍ଯମାନେ ପୁଣି ଘର ଭିତ ରେ ଥିଲେ। ଥୋମା ସମାନଙ୍କେ ସହିତ ଥିଲେ। କବାଟରେ ତାଲା ପଡିଥିଲା। କିନ୍ତୁ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହେଲେ। ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।

27. ତା'ପରେ ଯୀଶୁ ଥୋମାଙ୍କୁ କହିଲେ, ଏଠା ରେ ତୁମ୍ଭର ଆଙ୍ଗୁଳି ରଖ। ମାେ ହାତକୁ ଦେଖ। ମାେ କକ୍ଷଦେଶ ରେ ତୁମ୍ଭ ହାତ ରଖ। ଅବିଶ୍ବାସ ନକରି ବିଶ୍ବାସ କର।

28. ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।

29. ଯୀଶୁ ଥୋମାଙ୍କୁ କହିଲେ, ତୁମ୍ଭେ ମାେତେ ଦେଖିବାରୁ ବିଶ୍ବାସ କରୁଛ। ମାତ୍ର ଯେଉଁ ଲୋକମାନେ ମାେତେ ନ ଦେଖି ବିଶ୍ବାସ କରନ୍ତି, ସମାନେେ ପ୍ରକୃତ ରେ ଆଶୀର୍ବାଦର ଯୋଗ୍ଯ।

ଯାହା ତୁମେ ବିଶ୍ୱାସ କରିପାରିବ

30.

31. କିନ୍ତୁ ଏହି ପୁସ୍ତକରେ ଏହି ସବୁ ଲଖାେ ହାଇେଛି ଯେପରି ତୁମ୍ଭେ ବିଶ୍ବାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍ଭମାନେେ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ ହବେ, ଏଥିନିମନ୍ତେ ଏ ସମସ୍ତ ଲଖାଯାେଇଛି।

Bibles

Books

Chapters