ଯୀଶୁ ପ୍ରକୃତ ମେଷପାଳକ

1.

2. କିନ୍ତୁ ଯେଉଁ ଲୋକ ମଷେମାନଙ୍କର ଯତ୍ନ ନିଏ, ସେ ଫାଟକ ଭିତର ଦଇେ ଯାଏ। ସେ ହିଁ ମଷେପାଳକ।

3. ଫାଟକ ଜଗୁଆଳୀ ମଷେପାଳକ ପାଇଁ ଫାଟକ ଖୋଲେ। ମଷେମାନେ ମଷେପାଳକର କଥା ଶୁଣନ୍ତି। ମଷେପାଳକ ତା'ର ମେଣ୍ଢାକୁ ନାମଧରି ଡାକେ ଓ ବାହା ରେ ଚରାଏ।

4. ସେ ସବୁ ମଷେମାନଙ୍କୁ ବାହାରକୁ ଆଣେ, ସମାନଙ୍କେ ଆଗେ ଆଗେ ଚାଲେ ଓ ମଷେମାନେ ତାହାର ଅନୁସରଣ କରନ୍ତି, କାରଣ ମଷେମାନେ ତା'ର ସ୍ବର ଜାଣନ୍ତି।

5. କିନ୍ତୁ ମଷେମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସମାନେେ ତା ପାଖରୁ ଦୌଡି ପଳାନ୍ତି, କାରଣ ସମାନେେ ଅପରିଚିତ ଲୋକର ସ୍ବର ଚିହ୍ନନ୍ତି ନାହିଁ।

6. ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ। କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝିପାରିଲେ ନାହିଁ।

ଯୀଶୁ ଉତ୍ତମ ମେଷପାଳକ

7.

8. ମାେ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସମାନେେ ଚୋର ଓ ଡକାୟତ। ମଷେମାନେ ସମାନଙ୍କେ କଥା ଶୁଣିଲେ ନାହିଁ।

9. ମୁଁ ଫାଟକ। ଯେଉଁ ବ୍ଯକ୍ତି ମାେ (ଫାଟକ) ଦଇେ ପ୍ରବେଶ କରେ, ସେ ରକ୍ଷା ପାଇବ। ସହେି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।

10. ଜଣେ ଚୋର ଚୋରି, ହତ୍ଯା ଓ ନଷ୍ଟ କରିବା ପାଇଁ ଆ ସେ। କିନ୍ତୁ ମୁଁ ସମାନଙ୍କେୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦବୋ ପାଇଁ ଆସିଛି।

11. ମୁଁ ଉତ୍ତମ ମଷେପାଳକ। ଉତ୍ତମ ମଷେପାଳକ ମଷେମାନଙ୍କ ପାଇଁ ତା'ର ଜୀବନ ଦିଏ।

12. ମଷେ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମଷେପାଳକ ଠାରୁ ଭିନ୍ନ। ମଷଗେୁଡିକ ମୂଲିଆର ନୁହଁନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମଷେମାନଙ୍କୁ ଏକୁଟିଆ ଛାଡି ଦୌଡି ପଳାଏ। ତା'ପରେ ଗଧିଆ ମଷେମାନଙ୍କ ଉପରକୁ କୁଦାମା ରେ ଓ ସମାନଙ୍କେୁ ଛିନ୍ନଭିନ୍ନ କରି ଦିଏ।

13. ସେ ଲୋକଟି ଦୌଡି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତ ରେ ମଷେମାନଙ୍କର ଯତ୍ନ ନିଏ ନାହିଁ।

14. ମୁଁ ମଷେପାଳକ ୟିଏ କି ମଷେମାନଙ୍କର ଯତ୍ନ ନିଏ। ମୁଁ ମାରେ ମେଣ୍ଢାକୁ ଜାଣେ ଯେପରି ପରମପିତା ମାେତେ ଜାଣନ୍ତି।

15. ମୁଁ ଯେପରି ପରମପିତାଙ୍କୁ ଜାଣେ, ସହେିପରି ମାରେ ମଷେମାନେ ମାେତେ ଜାଣନ୍ତି। ମୁଁ ଏ ମଷେମାନଙ୍କ ପାଇଁ ଜୀବନ ଦିଏ।

16. ମାରେ ଅନ୍ୟ ମଷେମାନେ ମଧ୍ଯ ଅଛନ୍ତି। ସମାନେେ ଏହି ପଲ ରେ ନାହାଁନ୍ତି। ମୁଁ ସମାନଙ୍କେୁ ମଧ୍ଯ ଆଣିବି। ସମାନେେ ମାରେ ସ୍ବର ଶୁଣିବେ। ଭବିଷ୍ଯତ ରେ ଗୋଟିଏ ପଲ ହବେ ଓ ସେ ପଲର ଜଣେ ମଷେପାଳକ ହବେେ।

17. ପରମପିତା ମାେତେ ପ୍ ରମେ କରନ୍ତି କାରଣ ମୁଁ ମାେ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେ ହତେୁ ମୁଁ ପୁନର୍ବାର ସହେି ଜୀବନ ଲାଭ କରିପା ରେ।

18. ମାେ'ଠାରୁ କହେି ମାେ ଜୀବନ ନଇେ ପାରିବ ନାହିଁ। ମୁଁ ସ୍ବେଚ୍ଛା ରେ ମାେ ଜୀବନ ଦିଏ। ମାରଜେୀବନ ଦବୋର ଅଧିକାର ଅଛି। ଏବଂ ମାରେ ପୁନର୍ବାର ଜୀବନ ଫରେି ପାଇବାର ମଧ୍ଯ ଅଧିକାର ରହିଛି। ଏହି କଥା ମାେତେ ପରମପିତା କହିଛନ୍ତି।

19. ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧିଅରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା।

20. ସମାନଙ୍କେ ମଧ୍ଯରୁ ଅନକେ ଯିହୂଦୀ କହିଲେ, ଜଣେ ଭୂତ ତା ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦଇେଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।

21. କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, ନିଜ ଭିତ ରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କ ହେ ନାହିଁ। ଗୋଟିଏ ଭୂତ କ'ଣ କବେେ ଅନ୍ଧ ଲୋକର ଆଖି ଭଲ କରି ଦଇେ ପାରିବ? ନା!

ମେଷପାଳକ ତାଙ୍କର ମେଷ ଜାଣନ୍ତି

22.

23. ଯୀଶୁ ମନ୍ଦିର ରେ ଶ ଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ।

24. ଯିହୂଦୀମାନେ ଯୀଶୁଙ୍କ ଚାରିପାଖେ ଘରେିଗଲେ। ସମାନେେ ପଚାରିଲେ, ତୁମ୍ଭେ କେତେ ସମୟ ପର୍ୟ୍ଯନ୍ତ ନିଜ ବିଷୟ ରେ ଆମ୍ଭକୁ ସନ୍ଦହେ ରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ ତବେେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।

25. ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ବାସ କରୁ ନାହଁ। ମୁଁ ମାରେ ପରମପିତାଙ୍କ ନାମ ରେ ଅନକେ ଆଶ୍ଚର୍ୟ୍ଯକାର୍ୟ୍ଯ କରିଛି। ସହେି ଆଶ୍ଚର୍ୟ୍ଯକାର୍ୟ୍ଯ ସବୁ ଦର୍ଶାଏ ଯେ, ମୁଁ କିଏ।

26. କିନ୍ତୁ ତୁମ୍ଭେ ବିଶ୍ବାସ କରୁନାହଁ, କାରଣ ତୁମ୍ଭେ ମାରେ ମଷେ ନୁହଁ।

27. ମାେ ସ୍ବର ମାେ ମଷେମାନେ ଶୁଣନ୍ତି। ମୁଁ ସମାନଙ୍କେୁ ଜାଣେ ଓ ସମାନେେ ମାେତେ ଅନୁସରଣ କରନ୍ତି।

28. ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।

29. ମାେ ପରମପିତା ମାେତେ ମାରେ ମଷେମାନଙ୍କୁ ଦଇେଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମାେ' ପରମପିତାଙ୍କ ହାତରୁ କୌଣସି ଲୋକ ମାେ ମଷେ ଚୋରି କରିପାରିବ ନାହିଁ।

30. ପରମପିତା ଓ ମୁଁ ଏକ।

ଯୀଶୁଙ୍କୁ ପଥର କରିବା ପାଇଁ ନୂତନ ପ୍ରୟାସ

31.

32. କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ସାରିଛି। ତୁମ୍ଭେ ସେସବୁ ଦେଖିଛ। ତବେେ କେଉଁ ଭଲ କାର୍ୟ୍ଯ ହତେୁ ତୁମ୍ଭେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ?

33. ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥର ରେ ମାରି ଦବୋପାଇଁ ଚାହୁଁଛୁ।

34. ଯୀଶୁ ଉତ୍ତର ଦେଲେ, ତୁମ୍ଭ ବ୍ଯବସ୍ଥା ରେ ଏହା ଲଖାେ ଅଛି, 'ଆମ୍ଭେ କହିଲୁ, ତୁମ୍ଭମାନେେ ଈଶ୍ବରଗଣ।'

35. ଏହି ଧର୍ମଶାସ୍ତ୍ର କୁ ହେ ଯେ ଯେଉଁମାନେ ପରମେଶ୍ବରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସମାନେେ ଇଶ୍ବରଗଣ। ଆଉ ଶାସ୍ତ୍ରର ବାକ୍ଯ ସର୍ବଦା ସତ୍ଯ।

36. ତବେେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛି। କାରଣ ମୁଁ କହିଛି, 'ମୁଁ ପରମେଶ୍ବରଙ୍କର ପୁତ୍ର।' ମାେତେ ପରମେଶ୍ବର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।'

37. ମାରେ ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତବେେ ମୁଁ ଯାହା କୁ ହେ ତାହା ବିଶ୍ବାସ କର ନାହିଁ।

38. କିନ୍ତୁ ଯଦି ମାରେ ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତବେେ ତୁମ୍ଭେ ମାେ କାର୍ୟ୍ଯଗୁଡିକରେ ବିଶ୍ବାସ ରଖିବା ଉଚିତ। ତୁମ୍ଭେ ମାଠାେ ରେ ବିଶ୍ବାସ ନ କଲେ ମଧ୍ଯ ମାେ କାର୍ୟ୍ଯ ରେ ବିଶ୍ବାସ କରିବା ଉଚିତ। ତବେେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମାଠାେ ରେ ଅଛନ୍ତି ଓ ମୁଁ ତାହାଙ୍କଠା ରେ ଅଛି।

39. ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ମେ ସମାନଙ୍କେ ହାତରୁ ଖସିଗଲେ।

ବିଶ୍ Jordan ାସୀମାନେ ଜୋର୍ଡାନ ବାହାରେ

40.

41. ତାହାଙ୍କ ପାଖକୁ ଅନକେ ଲୋକ ଆସିଲେ। ଲୋକମାନେ କହିଲେ, ଯୋହନ ୟଦ୍ଯପି କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିନଥିଲେ, କିନ୍ତୁ ସେ ଏହି ଲୋକ ବିଷୟ ରେ ଯାହା କହିଥିଲେ, ତାହା ସବୁ ସତ୍ଯ।

42. ସଠାେରେ ଯୀଶୁଙ୍କୁ ଅନକେ ଲୋକ ବିଶ୍ବାସ କଲେ।

Bibles

Books

Chapters