ପଞ୍ଚମ ମହାମାରୀ: ପଶୁପାଳନ ରୋଗ

1. ଏହାପରେ ସଦାପ୍ରଭୁ ମାଶାଙ୍କେୁ ଫାରୋଙ୍କ ନିକଟକୁ ୟାଇ କହିବାକୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହନ୍ତି, ' ମାରେ ଲୋକମାନଙ୍କୁ ୟିବାକୁ ଦିଅ, ଯାହାଫଳ ରେ ସମାନେେ ମାେତେ ଉପାସନା କରି ପାରିବେ।

2. ଯଦି ତୁମ୍ଭେ ଏପରି କର ଓ ମାରେ ଲୋକମାନଙ୍କୁ ୟିବାକୁ ନଦିଅ।

3. ତବେେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରଯୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠା ରେ ମାହାମାରୀ ସୃଷ୍ଟି କରିବେ।

4. ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କର ପଶୁମାନଙ୍କ ପାଇଁ ଯେପରି ବ୍ଯବହାର କରିବେ, ସେ ପରି ମିଶର ମାନଙ୍କର ପଶୁମାନଙ୍କୁ ବ୍ଯବହାର କରିବେ ନାହିଁ। ଇଶ୍ରାୟେଲୀୟମାନଙ୍କର କୌଣସି ପଶୁ ମରିବେ ନାହିଁ।

5. ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶ ରେ ଏପରି କରିବାକୁ ଯାଉଛନ୍ତି।'

6. ତାପରଦିନ ସଦାପ୍ରଭୁ ଠିକ୍ ତାହା କଲେ। ମିଶରୀଯମାନଙ୍କର କୃଷି କ୍ଷେତ୍ର ରେ ପଶୁମାନଙ୍କର ମୃତ୍ଯୁ ହେଲା। କିନ୍ତୁ ଇଶ୍ରୀଯଲେୀଯମାନଙ୍କର ଗୋଟିଏ ବି ପଶୁ ମଲେ ନାହିଁ।

7. ଫାରୋ ଲୋକମାନଙ୍କୁ ପଠାଇଲେ ଦେଖିବା ପାଇଁ ଯେ ଇଶ୍ରାୟେଲର କୌଣସି ପଶୁ ମରିଛନ୍ତି କି ନାହିଁ? ମାତ୍ର ଇଶ୍ରାୟେଲର କୌଣସି ପଶୁ ମରି ନଥିଲେ। ତଥାପି ଫାରୋ ଜିଦ୍ଖୋର ହାଇେ ରହିଲେ ଓ ଲୋକମାନଙ୍କୁ ୟିବାକୁ ଦେଲେ ନାହିଁ।

ଷଷ୍ଠ ମହାମାରୀ: ଫୁଟିବା

8.

9. ତାହା ମିଶରର ଧୂଳି ହାଇେ ଚାରିଆଡେ ବ୍ଯାପିୟିବ। ଯେତବେେଳେ ସହେି ଧୂଳି ମିଶରର ଯେଉଁଠା ରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା'ର ଚମଡା ରେ ଦାହୟୁକ୍ତ ବଥମାନ ବ୍ଯାପିୟିବ।

10. ତେଣୁ ମାଶାେ ଓ ହାରୋଣ ଏକ ଭାଟିରୁ ଭସ୍ମ ନେଲେ। ଏବଂ ସମାନେେ ଫାରୋଙ୍କ ସମ୍ମୁଖ ରେ ଛିଡା ହାଇେ ଆକାଶକୁ ଉଡାଇ ଦେଲେ। ଏହାପରେ ୟନ୍ତ୍ରଣାଦାୟକ ଦାହୟୁକ୍ତ ବଥମାନ ମନୁଷ୍ଯ ଓ ପଶୁମାନଙ୍କଠା ରେ ଦଖାେ ଦଲୋ।

11. ସହେି ବଥ ସକାେଶ ମନ୍ତ୍ରଜ୍ଞମାନେ ମାଶାଙ୍କେ ସମ୍ମୁଖୀନ ହାଇେ ପାରିଲେ ନାହିଁ। ପ୍ରେତ୍ୟକକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ଯାପିଗଲା।

12. କିନ୍ତୁ ସଦାପ୍ରଭୁ ଫାରୋଙ୍କ ହୃଦଯକୁ ଆହୁରି କଠାେର କଲେ ଯେ, ସେ ମାଶାେ ଓ ହାରୋଣଙ୍କର କୌଣସି କଥା ଶୁଣିଲେ ନାହିଁ। ଏହିପରି ଘଟିଲା ଯେପରି ସଦାପ୍ରଭୁ କହିଥିଲେ।

ସପ୍ତମ ମହାମାରୀ: ନମସ୍କାର

13.

14. ଏହି ସମୟରେ ମାରେ ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧ ରେ, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ। ଏହାପରେ ତୁମ୍ଭେ ଜାଣିବ ଯେ, ମାେ ପରି ଆଉ କୌଣସି ପରମେଶ୍ବର ପୃଥିବୀ ରେ ନାହାଁନ୍ତିା

15. ବର୍ତ୍ତମାନ ସୁଦ୍ଧା, ମାରେ ପରାକ୍ରମ ଦ୍ବାରା ଏକ ରୋଗଦ୍ବାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶଷେ କରିସାରନ୍ତିଣି।

16. କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।

17. ତଥାପି ମଧ୍ଯ ତୁମ୍ଭେ ମାରେ ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମାରେ ଲୋକମାନଙ୍କୁ ମୁକ୍ତ କରୁନାହଁ।

18. ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳା ବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶର ରେ କବେବେି ହାଇେ ନଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହାଇନେଥିବ।

19. ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନ ରେ ରଖ। ତୁମ୍ଭର ସମସ୍ତ ପଶୁଗୁଡିକ କ୍ଷତରେୁ ନିରାପଦ ସ୍ଥାନକୁ ନଇେଆସ। କାହିଁକି? କାରଣ ଯେଉଁମାନେ କ୍ଷତେ ରେ ରହିବେ ମନୁଷ୍ଯ ହେଉ କି ପଶୁ ହେଉ ସମାନେେ ମରିବେ। ଘର ବାହା ରେ ଥିବା ସମସ୍ତ ବସ୍ତୁ ଉପରେ ଶିଳା ବୃଷ୍ଟି ହବେ।'

20. କେତକେ କର୍ମଚାରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞା ରେ ଧ୍ଯାନ ଦେଲେ। ସହେି ଲୋକମାନେ ସମାନଙ୍କେର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦ ରେ ରଖିଲେ।

21. କିନ୍ତୁ କେତକେ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହଯେଜ୍ଞାନ ମଣିଲେ, ସହେି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷତେ ରେ ଛାଡି ଦେଲେ.

22. ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତ ଆକାଶ ଆଡେ ବିସ୍ତାର କର ଏବଂ ମିଶରର ଚାରିଆଡେ ଶିଳା ବୃଷ୍ଟି ଆରମ୍ଭ ହାଇଯେିବ। ଏହି ଶିଳାବୃଷ୍ଟି ମିଶରର ଚାରିଆଡେ ମନୁଷ୍ଯ, ପଶୁ ଓ ତୃଣାଦି ଉପରେ ପଡିବ।

23. ତେଣୁ ମାଶାେ ତାଙ୍କର ଆଶାବାଡିକୁ ଆକାଶ ଆଡେ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଚାରିଆଡେ ଶିଳାବୃଷ୍ଟି ହେଲା।

24. ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କବେବେି ହାଇେ ନଥିଲା।

25. ଏହି ଶିଳାବୃଷ୍ଟି ମିଶରର କ୍ଷତେ ମଧ୍ଯସ୍ଥ ସବୁକିଛି ନଷ୍ଟକଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦି ମାନଙ୍କୁ ଧ୍ବଂସ କଲା। ଏହି ଶିଳାବୃଷ୍ଟି ମଧ୍ଯ କ୍ଷତେ ମଧ୍ଯସ୍ଥ ବୃକ୍ଷମାନଙ୍କୁ ନଷ୍ଟ କରି ପକାଇଲା।

26. କବଳେ ଗୋଟିଏ ସ୍ଥାନ ଥିଲା ଯେଉଁଠା ରେ ଶିଳାବୃଷ୍ଟି ହେଉ ନଥିଲା। ତାହାଥିଲା ଗୋଶନ ଯେଉଁଠା ରେ ଇଶ୍ରାୟେଲୀୟମାନେ ବାସ କରୁଥିଲେ।

27. ଫାରୋ ମାଶାେ ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସମାନଙ୍କେୁ କହିଲେ, ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ଯ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମାରେ ଲୋକମାନେ ପାପ କରିଅଛୁ।

28. ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।

29. ମାଶାେ ଫାରୋଙ୍କୁ କିହିଲେ, ଯେତବେେଳେ ମୁଁ ଏ ନଗର ଛାଡିବି, ମୁଁ ସେତବେେଳେ ସଦାପ୍ରଭୁଙ୍କୁ ହାତଟକେି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଯେିବ। ସେତବେେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି।

30. କିନ୍ତୁ ମୁଁ ଜାଣେ ତୁମ୍ଭେ ଏବଂ ତୁମ୍ଭର କର୍ମଚାରୀମାନେ ବାସ୍ତବ ରେ ଏପର୍ୟ୍ଯନ୍ତ ସଦାପ୍ରଭୁଙ୍କୁ ଭୟ କରୁନାହଁ।

31. ୟବଗୁଡିକ ଶିଷାୟୁକ୍ତ ହାଇେଥିଲା ଏବଂ ପେଶୀଗୁଡିକ ପୁଷ୍ପିତ ହାଇେଥିଲା। ତେଣୁ ସହେି ଶସ୍ଯଗୁଡିକ ନଷ୍ଟ ହାଇଗେଲା।

32. ମାତ୍ର ଗହମ ଓ ୟହ୍ନା ବଡ ହାଇେ ନଥିବାରୁ ନଷ୍ଟ ହେଲା ନାହିଁ।

33. ମାଶାେ ଫାରୋଙ୍କ ନିକଟରୁ ନଗର ବାହାରକୁ ୟାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଗେଲା।

34. ଯେତବେେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହାଇଗେଲା ସେ ପୁନ୍ନରାଯ ଅନ୍ଯାଯ କଲେ। ସେ ଏବଂ ତାଙ୍କର କର୍ମଚାରୀମାନେ ପୁଣି କଠାେର ହୃଦଯ ହେଲେ।

35. ଫାରୋ ପୁଣି ଥରେ ଦୃଢ ହେଲେ। ସେ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦେଲେ ନାହିଁ। ମାଶାଙ୍କେୁ ସଦାପ୍ରଭୁ ଯେପରି କହିଥିଲେ ସହେିପରି ହେଲା।

Bibles

Books

Chapters