ସୁନା ବାଛୁରୀ
1.
2. ହାରୋଣ ସହେି ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର ସ୍ତ୍ରୀ, ପୁତ୍ରକନ୍ଯାମାନଙ୍କର କର୍ଣ୍ଣ କୁଣ୍ଡଳ ମାେ ପାଖକୁ ଆଣ।
3. ତେଣୁ ଲୋକମାନେ ସହେି କର୍ଣ୍ଣକୁଣ୍ଡଳ ଗୁଡିକୁ ସଂଗ୍ରହ କରି ହାରୋଣଙ୍କୁ ଦେଲେ।
4. ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।
5. ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖ ରେ ଏକ ବଦେୀ ତିଆରି କଲେ। ଏହାପରେ ହାରୋଣ ସଠାେରେ ଏକ ଘାଷେଣା କଲେ। ସେ କହିଲେ ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହବେ।
6. ତା'ପରଦିନ ଅତି ପ୍ରଭାତରୁ ଲୋକମାନେ ଉଠିଲେ। ସମାନେେ ହାମବେଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନବୈେଦ୍ଯ ଆଣିଲେ। ଏହାପରେ ଲୋକମାନେ ଭୋଜନପାନ କରିବାକୁ ଲାଗିଲେ। ଏହାପରେ ଲୀଳା କରିବାକୁ ଉଠିଲେ।
7. ସହେି ସମୟରେ, ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ପର୍ବତରୁ ଓହ୍ଲାଇ ୟାଅ। ତୁମ୍ଭର ଲୋକମାନେ, ଯେଉଁ ଲୋକମାନଙ୍କୁ ତୁମ୍ଭେ ମିଶରରୁ ବାହାର କରି ଆଣିଥିଲ, ସମାନେେ ଘାରେ ପାପ କରିଛନ୍ତି।
8. ସମାନେେ ଖୁବ୍ ଶୀଘ୍ର ମୁଁ ଶିକ୍ଷା ଦଇେଥିବା ପଥରୁ ବିମୁଖ ହେଲେ। ସମାନେେ ସୁବର୍ଣ୍ଣର ଏକ ବାଛୁରୀ ନିର୍ମାଣ କଲେ। ସମାନେେ ସହେି ମୂର୍ତ୍ତିକୁ ଉପାସନା କରୁଛନ୍ତି ଏବଂ ତା'ର ସମ୍ମୁଖ ରେ ବଳିଦାନ କରୁଛନ୍ତି। ସମାନେେ କହନ୍ତି, 'ଇଶ୍ରାୟେଲ, ତୁମ୍ଭକୁ ମିଶର ଦେଶରୁ ଯେଉଁ ଦବେତା ବାହାର କରି ଆଣିଲେ, ସଗେୁଡିକ ଏହି।'
9. ସଦାପ୍ରଭୁ ମାଶାଙ୍କେୁ କହିଲେ, ମୁଁ ଏହି ଲୋକମାନଙ୍କୁ ଦେଖିଛି। ସମାନେେ ଅତିଶଯ ଜିଦ୍ଖୋର
10. ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।
11. କିନ୍ତୁ ମାଶାେ ତା'ର ସଦାପ୍ରଭୁ ପରମେଶ୍ବରଙ୍କୁ ଭିକ୍ଷା ମାଗିଲେ, ହେ ସଦାପ୍ରଭୁ, ତୁମ୍ଭର କୋରଧ ରେ ତୁମ୍ଭର ଲୋକମାନଙ୍କୁ ଧ୍ବଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳର ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲ।
12. କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ବଂସ କର, ତାହାହେଲେ ମିଶରୀଯମାନେ କହିବେ, 'ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସହେି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସହେି ପର୍ବତଗୁଡିକରେ ମାରି ପୃଥିବୀରୁ ସମାନଙ୍କେୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।' ତେଣୁ ସମାନଙ୍କେ ଉପରେ କୋର୍ଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସମାନଙ୍କେୁ ଧ୍ବଂସ କର ନାହିଁ।
13. ମନରେଖ, ଅବ୍ରହାମ, ଇସ୍ହାକ ଏବଂ ଯାକୁବ, ତୁମ୍ଭର ସବେକଗଣ। ତୁମ୍ଭେ ନିଜେ ପ୍ରତିଜ୍ଞା କରିଅଛ, 'ଆକାଶ ରେ ଥିବା ତାରାମାନଙ୍କ ପରି ତୁମ୍ଭମାନଙ୍କର ବଂଶ ବୃଦ୍ଧି ହବେ ଏବଂ ମୁଁ ପ୍ରତିଜ୍ଞା କରିଥିବା ଭୂମି ତୁମ୍ଭମାନଙ୍କୁ ଦବେି। ସହେି ଭୂମି ତୁମ୍ଭମାନଙ୍କର ଅନନ୍ତକାଳ ହବେ।'
14. ତେଣୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଧ୍ବଂସ କରିବାରୁ ମନ ପରିବର୍ତ୍ତନ କଲେ।
15. ଏହାପରେ ମାଶାେ ବୁଲି ପଡିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମାଶାଙ୍କେ ହାତ ରେ ଚୁକ୍ତି ଲଖାେ ୟାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲଖାେ ହାଇେଥିଲା।
16. ପରମେଶ୍ବରଙ୍କ ଦ୍ବାରା ସହେି ପ୍ରସ୍ତର ଫଳକ ନିର୍ମିତ ହାଇେଥିଲା ଏବଂ ପରମେଶ୍ବରଙ୍କ ସ୍ବହସ୍ତ ରେ ଲେଖିଥିଲେ।
17. ୟିହୋଶୂଯ ସହେି ଭୋଜିର ପାଟି ଶୁଣିଲେ। ଯିହାଶୂେୟ ମାଶାଙ୍କେୁ କହିଲେ, ଛାଉଣୀ ରେ ୟୁଦ୍ଧର ଶବ୍ଦପରି ଏହା ଶୁଭୁଛି।
18. ମାଶାେ ଉତ୍ତର ଦେଲେ, ଏହା ସୈନ୍ଯମାନଙ୍କର ଜଯଧ୍ବନିର ଶବ୍ଦ ନୁହେଁ। କିମ୍ବା ପରାଜଯର ଶବ୍ଦ ମଧ୍ଯ ନୁହେଁ। ମୁଁ ଗାଯନର ଶବ୍ଦ ଶୁଣି ପାରୁଛି।
19. ମାଶାେ ଛାଉଣୀର ନିକଟକୁ ଆସିଲେ। ସେ ସହେି ସୁବର୍ଣ୍ଣର ବାଛୁରୀ ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମାଶାେ ରାଗିଗଲେ। ସେ ରାଗ ରେ ସହେି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୁନା କରି ଦେଲେ।
20. ଏହାପରେ ମାଶାେ ସମାନେେ ତିଆରି କରିଥିବା ବାଛୁରୀକୁ ନଇଗେଲେ ଏବଂ ସେ ଏହାକୁ ନିଆଁ ରେ ତରଳାଇ ଦେଲେ। ଏହାପରେ ସେ ପଷେି ଦେଲେ ଏବଂ ତାକୁ ପାଣି ରେ ମିଶାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ସହେି ପାଣି ପାଆଇଲେ।
21. ମାଶାେ ହାରୋଣଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ପାଇଁ କ'ଣ କଲେ? କାହିଁକି ତୁମ୍ଭେ ତାକୁ ଏପରି ପାପ କରିବାକୁ ଆଗଇେ ନଲେ?
22. ହାରୋଣ ଉତ୍ତର ଦେଲେ, କୋର୍ଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୂଲ କରନ୍ତି।
23. ଲୋକମାନେ ମାେତେ କହିଲେ, ' ମାଶାେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। କିନ୍ତୁ ତାଙ୍କର କ'ଣ ହେଲା ତାହା ଆମ୍ଭେ ଜାଣୁ ନାହିଁ। ତେଣୁ କିଛି ଦବଗେଣ ତିଆରି କର ଓ ଆମ୍ଭମାନଙ୍କୁ ଆଗଇେ ନିଅ।'
24. ତେଣୁ ମୁଁ ଲୋକମାନଙ୍କୁ କହିଲି, 'ଯଦି ତୁମ୍ଭମାନଙ୍କ ପାଖ ରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତବେେ ମାେ ପାଖକୁ ଆଣ, ତେଣୁ ସମାନେେ ମାେତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।' ମୁଁ ସୁବର୍ଣ୍ଣକୁ ନିଆଁ ରେ ଫୋପାଡି ଦଲେି ଓ ଏହି ବାଛୁରୀ ତିଆରି କଲି।
25. ମାଶାେ ହୃଦ୍ ବୋଧ କଲେ ଯେ, ହାରୋଣ ଲୋକମାନଙ୍କୁ ନିଯନ୍ତ୍ରଣ ବାହାର କରି ଦଇେଛନ୍ତି। ତେଣୁ ଶତୃମାନଙ୍କ ଦ୍ବାରା ହାସ୍ଯାସ୍ପଦ ହବୋକୁ ହବେ।
26. ତେଣୁ ମାଶାେ ଛାଉଣୀ ଦ୍ବାରା ଦେଶ ରେ ଛିଡା ହାଇେ କହିଲେ, ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଚାହଁ ସମାନେେ ମାେ ପାଖକୁ ଆସ। ଏବଂ ଏଥି ରେ ଲବେୀ ବଂଶର ସମସ୍ତ ଲୋକ ମାଶାଙ୍କେ ନିକଟକୁ ଦୌଡ଼ିଲେ।
27. ମାଶାେ ସମାନଙ୍କେୁ କହିଲେ, ମୁଁ ତୁମ୍ଭକୁ କହିବି ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଯାହା କହନ୍ତି, 'ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଜଙ୍ଘ ରେ ଖଡ୍ଗ ବାନ୍ଧି ଛାଉଣୀର ମଧ୍ଯ ଦଇେ ଗୋଟିଏ ଦ୍ବାରରୁ ଅନ୍ୟଦ୍ବାର ନିକଟକୁ ୟିବା ଆସିବା କର ଏବଂ ପ୍ରେତ୍ୟକକ ଆପଣା ଭ୍ରାତା, ମିତ୍ର ଓ ପ୍ରତିବେଶୀକୁ ବଧକର।'
28. ତେଣୁ ମାଶାେ ଯେପରି କହିଲେ, ଲବେୀୟମାନେ ସହେିପରି କଲେ ଏବଂ ସହେିଦିନ ଇଶ୍ରାୟେଲ ରେ 3000 ଲୋକଙ୍କୁ ହତ୍ଯା କରାଗଲା।
29. ଏହାପରେ ମାଶାେ କହିଲେ, ତୁମ୍ଭମାନେେ ପ୍ରେତ୍ୟକକ ନିଜନିଜ ପୁତ୍ର ଓ ଭାତୃଗଣର ବିପକ୍ଷ ହାଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଜନିଜକୁ ନିୟୁକ୍ତି କର ତହିଁରେ ସଦାପ୍ରଭୁ ଆଜି ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।
30. ପରଦିନ ସକାଳେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଭୟଙ୍କର ପାପ କରିଛ। କିନ୍ତୁ ପର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ୟିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାଯଶ୍ଚିତ କରିବାକୁ ସକ୍ଷମ ହବେି।
31. ତେଣୁ ମାଶାେ ପରମେଶ୍ବରଙ୍କ ନିକଟକୁ ଫରେିଗଲେ ଏବଂ କହିଲେ, ହେ ସଦାପ୍ରଭୁ, ମାରେ ଗୁହାରି ଶୁଣ। ଏହି ଲୋକମାନେ ସୁବର୍ଣ୍ଣ ରେ ଦବେତାଗଣ କରି ଭୟଙ୍କର ପାପ କରିଛନ୍ତି।
32. ବର୍ତ୍ତମାନ ସମାନଙ୍କେର ପାପକୁ କ୍ଷମା କରିଦିଅ, ଯଦି ତୁମ୍ଭେ ସମାନଙ୍କେୁ କ୍ଷମା ନକର ତବେେ ତୁମ୍ଭେ ଲେଖିଥିବା ଜୀବନ୍ତ ପୁସ୍ତକରୁ ମାରେ ନାମକୁ କାଟି ଦିଅ।
33. କିନ୍ତୁ ସଦାପ୍ରଭୁ ମାଶାଙ୍କେୁ କହିଲେ, ଯେଉଁମାନେ ମାେ ବିରୁଦ୍ଧ ରେ ପାପ କରିଅଛନ୍ତି, ମୁଁ ମାରେ ଜୀବନ୍ତ ପୁସ୍ତକରୁ ତା'ର ନାମ କାଟି ଦବେି।
34. ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷଯ ରେ ତୁମ୍ଭକୁ କହୁଅଛି ସହେି ଦେଶକୁ ଲୋକମାନଙ୍କୁ ନଇୟୋଅ। ଦେଖ, ମାରେସ୍ବର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହବେେ।
35. ତେଣୁ ସଦାପ୍ରଭୁ ଲୋକମାନଙ୍କ ଉପରେ ଭୟଙ୍କର ଅସୁସ୍ଥତା ଆଣିଲେ, ସେ ଏପରି କଲେ କାରଣ ଲୋକମାନେ ହାରୋଣଙ୍କୁ ଏହି ସୁବର୍ଣ୍ଣ ବାଛୁରୀ ତିଆରି କରିବାକୁ କହିଥିଲେ।