ସୀନୟ ପର୍ବତରେ ଇସ୍ରାଏଲ
1.
2. ସମାନେେ ରଫୀଦୀମଠାରୁ ୟାଇ ସୀନଯ ମରୁଭୂମିରେ ପହଁଞ୍ଚିଲେ ଓ ସମାନେେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
3. ଏହାପରେ ମାଶାେ ଉପରକୁ ଚଢି ପରମେଶ୍ବରଙ୍କ ନିକଟକୁ ଗଲେ। ପରମେଶ୍ବର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ ତାକୁ କହିଲେ, ଏହି ସୂଚନା ଯାକୁବର ପରିବାର ଇଶ୍ରାୟେଲୀୟମାନଙ୍କୁ ଦିଅ।
4. ତୁମ୍ଭମାନେେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭମାନେେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ବାଜପକ୍ଷୀ ସଦୃଶ ଉଠାଇ ମାେ ପାଖକୁ ଆଣିଲି।
5. ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।
6. ମାେ ପାଇଁ ତୁମ୍ଭମାନେେ ଯାଜକମାନଙ୍କର ଏକ ରାଜ୍ଯ ଏବଂ ପବିତ୍ର ରାଷ୍ଟ୍ର ହବେ।' ମାଶାେ, ଏହି ସମସ୍ତ କଥା ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ କୁହ।
7. ତେଣୁ ମାଶାେ ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମାଶାେ ସମାନଙ୍କେୁ ପରମେଶ୍ବରଙ୍କର ଆଜ୍ଞା ସମସ୍ତଙ୍କୁ କହିଲେ।
8. ସମସ୍ତ ଲୋକେ ଏକ ସମୟରେ କହିଲେ, ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।
9. ଏବଂ ସଦାପ୍ରଭୁ ମାଶାଙ୍କେୁ କହିଲେ, ମୁଁ ନିବିଡ ମେଘ ରେ ତୁମ୍ଭ ନକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣିପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ବାସ ରଖିବେ। ତୁମ୍ଭେ ସମାନଙ୍କେୁ ଯାହା କହିବ ସମାନେେ ତାହା ବିଶ୍ବାସ କରିବେ।
10. ଏବଂ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶଷେ ସଭାର ଆଯୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।
11. ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହାଇେ ରହିବେ କାରଣ ଏହି ଦିନ ଆମ୍ଭେ ସୀନଯ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମାେତେ ଦେଖି ପାରିବେ।
12. କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂ ରଇେ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସହେି ସୀମାକୁ ଯେପରି କହେି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ଯ ହେଉ ୟିଏ ପର୍ବତ ସ୍ପର୍ଶ କରିବ ସେ ମରିବ।
13. କିଏ ପଥର ଛଚୋ ରେ ମରିବ ତ କିଏ ବାଣ ଦ୍ବାରା ମରିବ। କିନ୍ତୁ କହେି ଏହି ବ୍ଯକ୍ତିକୁ ହତ୍ଯା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜୀବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ପଡିବ। ଏହାପରେ ସମାନେେ ପର୍ବତ ଉପରକୁ ୟାଇ ପାରିବେ।
14. ତେଣୁ ମାଶାେ ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସମାନଙ୍କେର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।
15. ଏହାପରେ ମାଶାେ ଲୋକମାନଙ୍କୁ କହିଲେ, ତୃତୀୟ ଦିନ ରେ ପ୍ରସ୍ତୁତ ହୁଅ। ତୁମ୍ଭମାନେେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶ ରେ ଆସିବ ନାହିଁ।
16. ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।
17. ଏହାପରେ ମାଶାେ ଲୋକମାନଙ୍କୁ ଛାଉଣୀରୁ ବାହାର କରି ପରମେଶ୍ବରଙ୍କର ସାକ୍ଷାତ ପାଇଁ ପର୍ବତର ପାଦଦେଶକୁ ଆଣିଲେ।
18. ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।
19. ତୂରୀ ଧ୍ବନି ଅଧିକରୁ ଅଧିକ ଶବ୍ଦ ରେ ଶୁଭିଲା। ମାଶାେ ପରମେଶ୍ବରଙ୍କୁ ୟୋକୌଣସି ପ୍ରଶ୍ନ କଲେ ପରମେଶ୍ବର ପ୍ରେତ୍ୟକକ ଥର ବଜ୍ର ସ୍ବର ରେ ଉତ୍ତର ଦେଲେ।
20. ଏହାପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମାଶାଙ୍କେୁ ପର୍ବତ ଉପରକୁ ଡାକିଲେ। ତେଣୁ ମାଶାେ ପର୍ବତ ଉପରକୁ ଚଢି଼ଲେ।
21. ସଦାପ୍ରଭୁ ମାଶାଙ୍କେୁ କହିଲେ, ତଳକୁ ୟାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସମାନେେ ମାେ ଆଡକୁ ଚାହିଁବେ ନାହିଁ କି ମାେ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ଯ କରେ ତବେେ ସେ ମରିବ।
22. ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହାଇେଥାନ୍ତି, ସମାନେେ ହିଁ ନିଜ ନିଜକୁ ପବିତ୍ର କରାନ୍ତୁ। ନ ହେଲ ସମାନେେ ଦଣ୍ଡ ଭୋଗ କରିବେ।
23. ତହିଁରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସୀନଯ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ ଆଜ୍ଞା ଦଇେ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।
24. ସଦାପ୍ରଭୁ ମାଶାଙ୍କେୁ କହିଲେ, ଓହ୍ଲାଇ ୟାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନକରନ୍ତି, ନ ହେଲ ମୁଁ ସମାନଙ୍କେୁ ଦଣ୍ଡ ଦବେି।
25. ତେଣୁ ମାଶାେ ଓହ୍ଲାଇ ଗଲେ ଓ ଲୋକମାନଙ୍କୁ କହିଲେ।