ବର୍ନ ଅଫରର ବେଦୀ ତିଆରି କରିବା

1.

2. ସେ ଚାରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଚା ରୋଟି ଶୀଙ୍ଗକୁ ମିଶାଇ ଦେଲେ, ସେସବୁ ୟଜ୍ଞବଦେୀର ଏକ ଅଂଶ ହେଲା ଏବଂ ତା'ଉପରେ କଂସା ମଡାଇଲେ।

3. ଏହାପରେ ସେ ୟଜ୍ଞବଦେୀ ପାଇଁ ଦରକାରୀ ପିତ୍ତଳ ପାତ୍ର, ବଲଚୋ, କରଚୁଲ୍ଲୀ, ଗରା, କଣ୍ଟା ଚାମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ।

4. ଏହାପରେ ସେ ୟଜ୍ଞବଦେୀ ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ୟଜ୍ଞବଦେୀର ଧାର ରେ ବାନ୍ଧିଲେ। ଯାହାକି ୟଜ୍ଞବଦେୀର ମଝି ପର୍ୟ୍ଯନ୍ତ ଆସିଲା।

5. ଏହାପରେ ସେ କଂସାର କଡା ତିଆରି କଲେ। ଏହି କଡା ମଧିଅରେ ସାଙ୍ଗୀ ପୁ ରଇେ ବଦେୀ ବୁହାଗଲା। ସେ କଂସା ଜାଲିର ଚାରି ପାଖ ରେ ଚାରୋଟୀ କଡା ଲଗାଇଲେ।

6. ଏହାପରେ ସେ ଶିଟୀମ୍ କାଠ ରେ ଏହାକୁ ବହିବା ପାଇଁ ସାଙ୍ଗୀ ପ୍ରସ୍ତୁତ କଲେ। ସହେି ସାଙ୍ଗୀ ଉପରେ ପିତ୍ତଳର ଆବରଣ ମଡାଇଲେ।

7. ବଦେୀଟିକୁ ବହିବା ପାଇଁ ସେ ୟଜ୍ଞବଦେୀ ପାଶର୍‌ବ ରେ ଥିବା କଡା ମଧିଅରେ ସାଙ୍ଗୀକୁ ପୁରାଇଲେ। ସେ ୟଜ୍ଞବଦେୀଟିକୁ ଖାଲି ସିନ୍ଦୁକ ପରି ପଟା ରେ ନିର୍ମାଣ କଲେ।

ବ୍ରୋଞ୍ଜ ଲାଭର ତିଆରି କରିବା

8.

ତମ୍ବୁର କୋର୍ଟ ତିଆରି କରିବା

9.

10. ଏହାର କୋଡିଏଟି ସ୍ତମ୍ଭ କୋଡିଏଟି ଚୁଙ୍ଗୀ ପିତ୍ତଳର ଏବଂ ସହେି ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।

11. ଉତ୍ତର ଦିଗର ପରଦା ଶ ହେ ହାତ ତାହାର କୋଡିଏଟି ସ୍ତମ୍ଭ କୋଡିଏଟି ପିତ୍ତଳର ଚୁଙ୍ଗୀ ଓ ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।

12. ପଶ୍ଚିମ ପାଶର୍‌ବ ରେ ପରଦା ପଚାଶ ହାତ ଲମ୍ବ ଥିଲା। ଏହାର ଦଶଟି ସ୍ତମ୍ଭ ଦଶଟି ଚୁଙ୍ଗୀ, ସ୍ତମ୍ଭର ଅଙ୍ଗଡା ଛୁଞ୍ଚିଆ ରୂପାର ଥିଲା।

13. ପୂର୍ବ ଦିଗ ରେ ପୂର୍ବ ପାଶର୍‌ବ ନିମନ୍ତେ ପଚାଶ ହାତଥିଲା।

14. ଦ୍ବାରର ଏକ ପାଶର୍‌ବ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।

15. ଅନ୍ୟ ପାଶର୍‌ବ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ବାର ସନ୍ନିକଟ ଏକ ପାଶର୍‌ବସ୍ଥ ଓ ଅନ୍ୟ ପ୍ରାଶର୍‌ବସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।

16. ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ ସକଳ ପରଦା ବଳାଶୁଭ୍ର କ୍ଷୋମସୂତ୍ର ରେ ନିର୍ମିତ ଥିଲା।

17. ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡା ଛଡ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପା ରେ ଛାଉଣୀ ହାଇେଥିଲା। ଏବଂ ଅଗଣାର ଖମ୍ବର ଛଡସବୁ ରୂପା ରେ ତିଆରି ହାଇେଥିଲା।

18. ପ୍ରାଙ୍ଗଣ ଦ୍ବାର ରେ ଆଚ୍ଛାଦନ ବସ୍ତ୍ର ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ର ରେ ଶିଳ୍ପ କର୍ମ ରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ର୍ଦୈଘ୍ଯ କୋଡିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା।

19. ତହିଁରେ ପିତ୍ତଳର ଚାରିଟି ସ୍ତମ୍ଭ, ଚାରିଟି ଚୁଙ୍ଗୀ ରୂପାର ଆଙ୍ଗଡା ତା'ର ମୁଣ୍ଡାଳି ରୂପା ରେ ଛାଉଣୀ ହାଇେଥିଲା। ଏବଂ ଛୁଞ୍ଚିଆ ରୂପା ନିର୍ମିତ ଥିଲା।

20. ପବିତ୍ର ତମ୍ବୁର ଓ ଅଗଣାର ଖିଲସବୁ କଂସା ରେ ନିର୍ମିତ ହାଇେଥିଲା।

ତମ୍ବୁର ସାମଗ୍ରୀ

21.

22. ସଦାପ୍ରଭୁ ମାଶାଙ୍କେ ଦ୍ବାରା ଯେଉଁ ଆଜ୍ଞା ଦଇେଥିଲେ, ସହେି ଅନୁୟାଯୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲଲେ ସେ ସବୁ ନିର୍ମାଣ କରିଥିଲେ।

23. ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀଯାବ ଖାଦେନ କାର୍ୟ୍ଯ ରେ, ରୂପାଙ୍କନ କରିବା ରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବା ରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।

24. ଅଣତିରିଶ ତାଳନ୍ତ ଓ 730 ଶକେଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ବାରା ମପାୟାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା।

25. ଯେତେ ଲୋକ ଗଣିତ ହାଇେଥିଲେ, ସମାନେେ 100 ଶକେଲ ସୁବର୍ଣ୍ଣ ଓ 1 ,775 ଶକେଲ ରୂପା କାର୍ୟ୍ଯାଳଯ ମାପ ଦ୍ବାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।

26. ଯେତେ ଲୋକ ଗଣତି ହାଇେଥିଲେ, ସମାନଙ୍କେର ବଯସ ଥିଲା କୋଡିଏ ବର୍ଷ ବା ତଦୁଦ୍ଧର୍‌ବ। ସମାନଙ୍କେର ସଂଖ୍ଯା ଥିଲା 6,03,550। ସମାନେେ ପ୍ରେତ୍ୟକକ ଏକ ଦୁଇ ବକୋ ଅର୍ଥାତ୍ ପବିତ୍ର ସ୍ଥାନର କାର୍ୟ୍ଯାଳଯ ମାପ ଓଜନ ହାଇେଥିବା ସକେଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶକେଲ ଦଇେଥିଲେ।

27. ଏକ ତାଳନ୍ତ ଲଖାଏଁେ ରୂପା ରେ ପବିତ୍ର ସ୍ଥାନର ଆଧାର ଓ ପରଦା ତିଆରି ହାଇେଥିଲା। 10 ଆଧାର ପାଇଁ 100 ତାଳନ୍ତ ବ୍ଯବହାର କରାଗଲା ଅର୍ଥାତ୍ ଗୋଟିଏ ଆଧାର ପାଇଁ ଏକ ତାଳନ୍ତ।

28. ସମାନେେ ଆଙ୍କୁଡା, ଛଡ ଏବଂ ଖମ୍ବଗୁଡିକର ଅଗ୍ରଭାଗକୁ 1 ,775 ଶକେଲ ରୂପା ରେ ଆଚ୍ଛାଦନ କଲେ।

29. ପିତ୍ତଳର ନବୈେଦ୍ଯ ସତୁରି ତାଳନ୍ତ 2 ,400 ଶକେଲ ଥିଲା।

30. ଏଣୁ ସେ ପିତ୍ତଳ ଦ୍ବାର ସମାଗମ ତମ୍ବୁ ଦ୍ବାରର ଚୁଙ୍ଗୀ ପିତ୍ତଳ ୟଜ୍ଞବଦେୀ ଓ ତହିଁର ପିତ୍ତଳର ଝାଞ୍ଜରୀ ଏବଂ ୟଜ୍ଞବଦେୀର ସମସ୍ତ ପାତ୍ର ନିର୍ମାଣ କଲେ।

31. ପ୍ରାଙ୍ଗଣର ଚତୁଃପାଶର୍‌ବର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ବାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରଙ୍ଗଣର ଖିଲ ସବୁ ସହେି କଂସା ରେ ନିର୍ମିତ କରାଗଲା।

Bibles

Books

Chapters