ସାକ୍ଷ୍ୟର ଜାହାଜ ତିଆରି କରିବା
1.
2. ସେ ଏହି ସିନ୍ଦକକୁ ଶୁଦ୍ଧ ସୁବର୍ଣ୍ଣ ଦ୍ବାରା ଭିତର ପଟ ଓ ବାହାର ପଟ ମଡାଇଲେ। ଏହାପରେ ସେ ସୁବର୍ଣ୍ଣର କାନ୍ଥ କଲେ।
3. ସେ ସୁବର୍ଣ୍ଣର ଚାରୋଟୀ କଡାକରି ଚାରି କଣ ରେ ଲଗାଇଲେ। ଏବଂ ଦୁଇ ପାଶର୍ବ ରେ ଦୁଇଟି କଡା ଥିଲା।
4. ସେ ସହେି ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣର ଛାଉଣୀ ଦଇେଥିଲେ।
5. ସହେିପରି ସାଙ୍ଗୀକୁ ବହିବା ପାଇଁ ଦୁଇ ପାଶର୍ବ ରେ ଥିବା ଦୁଇ କଡା ମଧିଅରେ ସାଙ୍ଗୀକୁ ପୁରାଇଥିଲେ।
6. ଏହାପରେ ବତ୍ସଲଲେ ଏକ ଶୁଦ୍ଧ ସୁବର୍ଣ୍ଣର ଗୋଟିଏ ଆଚ୍ଛାଦକ ତିଆରି କଲେ। ତା'ର ଲମ୍ବ ଅଢଇେ ହାତ ଓ ପ୍ରସ୍ଥ ଦେଢହାତ ଥିଲା।
7. ଏହାପରେ ବତ୍ସଲଲେ ପିଟାସୁବର୍ଣ୍ଣ ରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡ ରେ ରଖିଲେ।
8. ତହିଁର ଏକ ମୁଣ୍ଡ ରେ ଏକ କିରୂବ, ଅନ୍ୟ ମୁଣ୍ଡ ରେ ମଧ୍ଯ ଏକ କିରୂବ ସ୍ଥାପନ କଲେ। ପାପାଚ୍ଛାଦନର ଦୁଇମୁଣ୍ଡ ରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ।
9. କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହାଇେ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସମାନଙ୍କେର ମୁଖ ପରସ୍ପର ସମ୍ମୁଖୀନ ହାଇେ ରହିଲା। ମାତ୍ର ପାପାଚ୍ଛଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।
ଶୋବ୍ରେଡ୍ ପାଇଁ ଟେବୁଲ୍ ତିଆରି କରିବା
10.
11. ସେ ସହେି ମଜେକୁ ଶୁଦ୍ଧ ସୁବର୍ଣ୍ଣ ରେ ଆଚ୍ଛାଦନ କଲେ ଏବଂ ଟବେୁଲ ଚାରିପାଖ ରେ ଶୁଦ୍ଧ ସୁବର୍ଣ୍ଣର କାନ୍ଥ ତିଆରି କଲେ।
12. ତା'ପରେ ସେ ମଜେ ଚାରିପାଖ ଏକ ହାତ, ଓସାର ବିଶିଷ୍ଟ ଏକ ଢାଞ୍ଚା ତିଆରି କଲେ ଓ ଢାଞ୍ଚାର ଚାରିପଟେ ସୁବର୍ଣ୍ଣର ବଳଯ ତିଆରି କଲେ।
13. ଏହାପରେ ସମାନେେ ମଜେର ଚତୁର୍ଦିଗ ରେ ଚାରିଟା ସୁବର୍ଣ୍ଣର କଳିକା ଲଗାଇଲେ, ଯେଉଁ ଦିଗ ରେ ମଜେକ ଗୋଡଗୁଡିକ ଥିଲା।
14. ସେ ସହେି ସୁବର୍ଣ୍ଣର କଡାଗୁଡିକ ପାଖ ଢାଞ୍ଚା ପାଖାପାଖି ଲାଗି ଥିଲା। ଏହି କଡା ମଧିଅରେ ପୁରାଇଥିବା ସାଙ୍ଗୀ ଦ୍ବାରା ବୁହା ଯାଉଥିଲା।
15. ସହେି ମଜେକୁ ବହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କଲେ ଓ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦିତ କଲେ।
16. ତା'ପରେ ସେ ଥାଳି, ଚାମଚ, ଗରା, ଗଡୁ ସବୁକୁ ସୁବର୍ଣ୍ଣ ରେ ତିଆରି କଲେ। ସହେି ଗରା ଓ ଗଡୁସବୁ ପଯେ ନବୈେଦ୍ଯ ଢାଳିବା ରେ ବ୍ଯବହୃତ ହୁଏ।
ସୁନା ଲ୍ୟାମ୍ପଷ୍ଟାଣ୍ଡ ତିଆରି କରିବା
17.
18. ଦୀପବୃକ୍ଷର ଏକ ପାଶର୍ବରୁ ତିନି ଶାଖା ଏବଂ ଅନ୍ୟ ପାଶର୍ବରୁ ତିନି ଶାଖା ଏହିପରି ଛଅଟି ଶାଖା ସହେି ଦୀପବୃକ୍ଷରୁ ବାହାର କଲେ।
19. ପ୍ରେତ୍ୟକକ ଶାଖା ରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖା ରେ ରହିଲା।
20. ଦୀପରୂଖାର ଦଣ୍ଡଟି ରେ ଚାରୋଟୀ ପୁଷ୍ପ ଥିଲା, ସଗେୁଡିକ ଆକୃତି ବାଦାମ ପୁଷ୍ପର ବୃନ୍ତ ଓ ପାଖୁଡା ସଦୃଶ ଥିଲା।
21. ସେଥି ରେ ଛଅଟି ଶାଖା ଥିଲା, ତିନୋଟି ପ୍ରେତ୍ୟକକ ପାଶର୍ବକୁ ଆସୁଛନ୍ତି, ଶାଖା ମୂଳ ଫୁଲ ସହିତ ବୃନ୍ତ ପାଖୁଡା ଥିଲା।
22. ସମ୍ପୂର୍ଣ୍ଣ ଦୀପ ବୃକ୍ଷଟି ତା'ର ଗଣ୍ଡି, ଶାଖା, ଫୁଲ ଓ ଫଳ ସବୁ ଶୁଦ୍ଧ ସୁବର୍ଣ୍ଣ ରେ ତିଅରି ହେଲା। ସମସ୍ତ ପିଟା ସୁନା କର୍ମ ରେ ନିର୍ମିତ ହାଇେଥିଲା।
23. ସେ ସେଥିପାଇଁ ସାତଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କଲେ।
24. ସେ ଏହି ସମସ୍ତ କାର୍ୟ୍ଯ ପାଇଁ ଏକ ତାଳନ୍ତ ସୁବର୍ଣ୍ଣ ବ୍ଯବହାର କଲେ।
ଧୂପ ବେଦୀ ତିଆରି କରିବା
25.
26. ଏବଂ ସହେି ଧୂପବଦେୀଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣ ରେ ଆଚ୍ଛାଦିତ ହାଇେଥିଲା। ଏବଂ ସେ ବଦେୀ ଚତୁଃପାଶର୍ବ ରେ ସୁବର୍ଣ୍ଣର ବଳଯ ନିର୍ମାଣ କଲେ।
27. ଧୂପବଦେୀକୁ ବହିବା ପାଇଁ ତା'ର ପ୍ରେତ୍ୟକକ ପାଶର୍ବ ରେ ସୁବର୍ଣ୍ଣର ବଳଯ ତଳେ ସୁବର୍ଣ୍ଣ ଦୁଇ କଡା ନିର୍ମାଣ କଲେ।
28. ସେ ସହେି ସାଙ୍ଗୀଗୁଡିକ ଶିଟୀମ୍ କାଠା ରେ ନିର୍ମାଣ କରି ସେଥି ରେ ସୁବର୍ଣ୍ଣର ଛାଉଣୀ ଦଇେଥିଲେ।
ଅଭିଷେକ ତେଲ ଏବଂ ଧୂପ ତିଆରି କରିବା
29.