ଜ୍ଞାନର ମୂଲ୍ୟ
1. ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।
2. ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀକ୍ଷ୍ମ ମନ ପ୍ରଯୋଗ କର।
3. ସୁବିବଚେନା ପ୍ରତି ଡ଼ାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ବର କର।
4. ନ୍ଯାଯ ରୂପା ତୁଲ୍ଯ ଅଟେ, ତାକୁ ଖାଜେ। ପୋତାଧନ ପରି ତା'ର ଅନେଷ୍ବଣ କର।
5. ଯଦି ତୁମ୍ଭେ ଏପରି କର। ତବେେ ତୁମ୍ଭେ ସଦାପ୍ରଭୁଙ୍କ ବିଷଯକ ଭୟ ବୁଝିବ ଓ ପରମେଶ୍ବରଙ୍କ ବିଷଯକ ତତ୍ତ୍ବଜ୍ଞାନ ପାଇବ।
6. ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
7. ସେ ସତ୍ ଲୋକଙ୍କ ପାଇଁ ତତ୍ତ୍ବଜ୍ଞାନ ସଞ୍ଚଯ କରନ୍ତି। ସେ ନିରୀହ ଲୋକମାନଙ୍କର ଢ଼ାଲ ସ୍ବରୂପ ଅଟନ୍ତି।
8. ସେ ଯେଉଁ ଲୋକମାନେ ନ୍ଯାଯ ପଥରେ ଚାଲନ୍ତି, ସମାନଙ୍କେୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।
9. ତେଣୁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ଯାଯ, ଓ ମଙ୍ଗଳର ପ୍ରେତ୍ୟକକ ସୁପଥ ଜାଣିବ।
10. ଜ୍ଞାନ ତୁମ୍ଭ ହୃଦଯ ରେ ପ୍ରବେଶ କରିବ, ବିଦ୍ଯା ତୁମ୍ଭ ପ୍ରାଣର ଆନନ୍ଦଦାୟକ ହବେ।
11. ଜ୍ଞାନ ତୁମ୍ଭକୁ ରକ୍ଷା କରିବ, ପରିଣାମଦର୍ଶୀତା ତୁମ୍ଭର ପ୍ରହରୀ ହବେ।
12. ସତର୍କତା ଓ ବୁଝାମଣା ଦୁଷ୍ଟ ଲୋକମାନଙ୍କ ପରି ଭୁଲ୍ ପଥରେ ଜୀବନଧାରଣରୁ ତୁମ୍ଭକୁ ରକ୍ଷା କରିବ, ଲୋକମାନଙ୍କଠାରୁ, ଯେଉଁମାନେ ମନ୍ଦ କଥା କହନ୍ତି।
13. ସମାନେେ ସତ୍ଯପଥ ପରିତ୍ଯାଗ କରି କୁପଥରେ ବାସ କରନ୍ତି।
14. ସମାନେେ ଆନନ୍ଦ ପାଆନ୍ତି, ଯେତବେେଳେ ସମାନେେ କୁକର୍ମ କରନ୍ତି ଏବଂ ମନ୍ଦତାକୁ ସମାନେେ ଉପ ଭୋଗ କରନ୍ତି।
15. ସମାନଙ୍କେର ରାସ୍ତା ମାେଡ଼ି ହବୋ ଅବସ୍ଥା, ସମାନଙ୍କେର ରାସ୍ତା ବକ୍ର ଅଟେ।
16. ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ୟିଏ ବ୍ଯଭିଚାରୀ ଚାଟୁବାଦିନୀ ଲୋକଠାରୁ ମଧ୍ଯ ରକ୍ଷା କରିବ।
17. ସେ ୟୁବାବସ୍ଥା ରେ ବିବାହ କରିଥିବ। କିନ୍ତୁ ସେ ତା'ର ସ୍ବାମୀକୁ ଛାଡ଼ି ଥିବ। ପରମେଶ୍ବରଙ୍କ ଠା ରେ ଶପଥ କରି ବିବାହ କରିଥିବା କଥା ସେ ଭୁଲି ୟିବ।
18. ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ଯୁ ଆଡ଼କୁ ଗଡ଼ଇବେ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗଇେ ନବେ।
19. ସେ ନିଜେ ଏକ କବରପରି, ଯେଉଁମାନେ ତା'ର ନିକଟକୁ ୟାଆନ୍ତି ସମାନେେ ସମାନଙ୍କେର ଜୀବନ ହରାଇବେ, ସମାନେେ ଫରେି ପାରିବେ ନାହିଁ।
20. ଜ୍ଞାନୀମାନଙ୍କୁ ଅନୁସରଣ କରିବା ପାଇଁ, ଜ୍ଞାନ ତୁମ୍ଭକୁ ସାହାୟ୍ଯ କରିବ। ଉତ୍ତମ ଲୋକର ମାର୍ଗ ଅନୁସରଣ ପାଇଁ, ଜ୍ଞାନ ତୁମ୍ଭର ସହାୟ ହବେ।
21. ସରଳ ଲୋକମାନେ ଦେଶ ରେ ବାସ କରିବେ। ନିର୍ଦ୍ଦୋଶୀମାନେ ତହିଁରେ ରହିବେ।
22. ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହବେେ ଓ ବିଶ୍ବାସଘାତକମାନେ ତହିଁରୁ ଉତ୍ପୀଡ଼ନ ହବେେ।