ପ୍ରଭୁ ହୃଦୟ ପରୀକ୍ଷା କରନ୍ତି

1.

2. ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜ୍ଯାଜନକ ପୁତ୍ର ଉପ ରେ କତ୍ତୃର୍ତ୍ବ କରେ। ପୁଣି ଭାଇମାନଙ୍କ ସଙ୍ଗ ରେ ସମ୍ପତ୍ତି ବାଣ୍ଟ ପାଏ।

3. ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

4. କୁକ୍ରିଯାକାରୀ ଲୋକ ଦୁଷ୍ଟ କଥା ଶୁଣେ। ପୁଣି ମିଥ୍ଯାବାଦୀ ଅନ୍ୟ ଲୋକର ମିଥ୍ଯା ରେ କର୍ଣ୍ଣପାତ କରେ।

5. ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେ କହେି ଅନ୍ୟ ଲୋକର ବିପଦ ରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।

6. ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସମାନଙ୍କେ ପିତୃଗଣ।

7. ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସହେିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।

8. ଗୋଟିଏ ଉତ୍କୋଚ ଗୋଟିଏ ୟାଦୁ ପଥର ପରି, ଏହା ଜଣେ ଦଇେଥିବାର ଆଖି ରେ ଅଟେ, ସେ ଯେଉଁ ଦିଗ ରେ ଘୂ ରେ, ସେ କୃପାଲାଭ କରେ।

9. ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତବେେ ସେ ତୁମ୍ଭର ବନ୍ଧୁ ହବେ। ମାତ୍ର ତା'ର ଦୋଷକୁ ଯବେେ ତୁମ୍ଭେ ମନେ ପକାଇବ, ତବେେ ତୁମ୍ଭର ବନ୍ଧୁତ୍ବ ନଷ୍ଟ ହବେ।

10. ମୂର୍ଖକୁ ଶ ହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁୟୋଗ ଅଧିକ କାଟେ।

11. ଦୁର୍ଜନ କବଳେ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦବୋ ପାଇଁ ଜଣେ କଠାେର ହୃଦଯ ଦୂତକୁ ପଠାୟିବ।

12. ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ଯକୁ ପେଛ ଭଟେୁ ମାତ୍ର ନିଜ ଅଜ୍ଞାନନା ରେ ମଗ୍ନ ମୂର୍ଖ ନ ଭଟେୁ।

13. ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।

14. ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।

15. ଯେ ଦୁଷ୍ଟକୁ ନିର୍ ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୃଢ଼ ହିଁ ସଦାପ୍ରଭୁଙ୍କଠା ରେ ସମାନ ଭାବେ ଘୃଣିତ।

16. ଜ୍ଞାନ କ୍ରଯ କରିବା ନିମନ୍ତେ ମୂର୍ଖ ହାତ ରେ ଧନ ଥିଲେ ତାହା ମୂଲ୍ଯହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳ ରେ ଜ୍ଞାନ କ୍ରଯ କରିପା ରେ ନାହିଁ।

17. ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

18. ନିର୍ ବୋଧ ଲୋକ ହାତ ଦଇେ ଆପଣା ପ୍ରତିବେଶୀ ସାକ୍ଷାତ ରେ ଲଗା ହୁଏ।

19. ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେ କହେି ଆପଣା ଦ୍ବାର ଉଚ୍ଚ କରେ, ସେ ବିନାଶ ଖୋଜେ।

20. ଯାହାର ହୃଦଯ କୁଟିଳ, ସେ ମଙ୍ଗଳ ପାଏ ନାହିଁ। ଯାହାର ବାକ୍ଯ ଖରାପ ସେ ବିପଦ ରେ ପଡ଼େ।

21. ମୂର୍ଖର ଜନ୍ମଦାତା ଆପଣାର ଶାେକ ସଞ୍ଚଯ କରେ, ଏବଂ ମୃଢର ପିତା ଆନନ୍ଦ ପାଇବ ନାହିଁ।

22. ଆନନ୍ଦିତ ହୃଦଯ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅଗ୍ନି ସବୁକୁ ଶୁଷ୍କ କରେ।

23. ଦୁଷ୍ଟ ଲୋକ ନ୍ଯାଯରୁ ବଞ୍ଚିବାକୁ ଲୁଚଇେ କରି ଉତ୍କୋଚ ନିଏ।

24. ବୁଦ୍ଧିମାନର ସମ୍ମୁଖ ରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତ ରେ ଥାଏ।

25. ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।

26. ଜଣେ ସାଧାରଣ ଲୋକଙ୍କୁ ଶାସ୍ତି ଦବୋ କିମ୍ବା କୌଣସି ପଥ ପ୍ରଦର୍ଶକୀକୁ ତାଙ୍କ ସଚ୍ଚୋଟତା ପାଇଁ ଦଣ୍ଡଦବୋ ଯଥାର୍ଥ ନୁହେଁ।

27. ଯେ ଅଳ୍ପ କଥା କ ହେ, ତାହାର ଜ୍ଞାନ ଥାଏ। ଯାହାର ଶାନ୍ତ ଆତ୍ମା ସେ ବୁଦ୍ଧିମାନ।

28. ଅଜ୍ଞାନମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।

Bibles

Books

Chapters