ଅନେକ ମହିଳା ଯୀଶୁଙ୍କ ସେବା କରନ୍ତି
1.
2. କେତକେ ସ୍ତ୍ରୀଲୋକ ମଧ୍ଯ ତାହାଙ୍କ ସାଙ୍ଗ ରେ ଥିଲେ। ସମାନଙ୍କେୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସମାନଙ୍କେ ମଧ୍ଯରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା'ଠାରୁ ସାତଟି ଭୁତ ବାହାର କରା ଯାଇଥିଲା।
3. େ ହରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ୟୋହାନ୍ନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନକେ ସ୍ତ୍ରୀ ଲୋକ ମଧ୍ଯ ଯାଉଥିଲେ। ସହେି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ ରରେିତମାନଙ୍କୁ ସାହାୟ୍ଯ କରିବା ପାଇଁ ସମାନଙ୍କେ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।
ବୁଣିବାର ଦୃଷ୍ଟାନ୍ତ
4.
5. ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ ରେ ଯାଇ ପଡିଲା। ଏହି ବୀଜଗୁଡିକ ଲୋକଙ୍କ ପାଦ ରେ ଚକଟି ହାଇଗେଲା ଓ ଚଢଇମାନେେ ସଗେୁଡିକୁ ଖାଇଗଲେ।
6. କିଛି ବୀଜ ପଥର ଉପରେ ପଡିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା।
7. କିଛି ବୀଜ କଣ୍ଟା ବୁଦା ରେ ପଡିଲା। ବୀଜ ଗଜାହାଇେ ଗଛ ବଢିଲା। କିନ୍ତୁ କଣ୍ଟା ବୁଦା ମଧ୍ଯ ତା' ସହିତ ବଢିଲା ଓ ଶଷେ ରେ ତାକୁ ଚାପି ପକାଇଲା।
8. ଅନ୍ୟ ବୀଜତକ ଭଲ ମାଟି ରେ ପଡିଲା। ତାହା ଗଛ ହାଇେ ବଢିଲା। ଏଥିରୁ ଶ ହେ ଗୁଣ ଅଧିକ ଶସ୍ଯ ମିଳିଲା।
ଦୃଷ୍ଟାନ୍ତଗୁଡ଼ିକର ଉଦ୍ଦେଶ୍ୟ
9.
10. ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ନିଗୁଢ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହାଇେଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ଯ ବିଷୟ ରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ଯବହାର କରୁଛି।
ବୁଣିବାର ଦୃଷ୍ଟାନ୍ତ ବ୍ୟାଖ୍ୟା କରାଯାଇଛି
11.
12. ଯେଉଁ ବୀଜ ରାସ୍ତା କଡ ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି, କିନ୍ତୁ ତା'ପରେ ଶୟତାନ ଆ ସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନଇଯାେଏ। ତେଣୁ ସହେି ଲୋକମାନେ ବିଶ୍ବାସ କରି ନପାରି ଉଦ୍ଧାର ପାଆନ୍ତି ନାହିଁ।
13. ଯେଉଁ ବୀଜ ପଥର ଉପରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦ ରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା'ର ଚରେ ସହେି ଲୋକମାନଙ୍କ ହୃଦୟ ମଧିଅରେ ଗଭୀରକୁ ପ୍ରବେଶ କରିପା ରନୋହିଁ। ସମାନେେ କିଛି ସମୟ ପର୍ୟ୍ଯନ୍ତ ବିଶ୍ବାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସମାନେେ ବିଶ୍ବାସ କରିବା ବନ୍ଦ କରନ୍ତି। ସମାନେେ ବିଶ୍ବାସ ହ ରଇେ ବସନ୍ତି ଓ ପରମେଶ୍ବରଙ୍କଠାରୁ ଦୂ ରଇେ ଯାଆନ୍ତି।
14. ଯେଉଁ ବୀଜ କଣ୍ଟା ବୁଦା ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସମାନଙ୍କେୁ ବଢିବାରୁ ବାଧାଦିଏ। ତା' ଫଳ ରେ ସେଥିରୁ ଭଲ ଫଳ ମିଳି ପା ରନୋହିଁ।
15. ଏବଂ ଯେଉଁ ବୀଜ ଭଲ ମାଟି ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ସ୍ବଚ୍ଛ ଓ ପବିତ୍ର ହୃଦୟ ରେ ଶୁଣନ୍ତି, ତାହା ହୃଦୟ ରେ ଗ୍ରହଣ କରନ୍ତି, କାର୍ୟ୍ଯ ରେ ପାଳନ କରନ୍ତି ଓ ର୍ଧୈୟ୍ଯ ପୂର୍ବକ ଉତ୍ତମ ଫଳ ଫଳନ୍ତି।
ପ୍ରକାଶିତ ଆଲୋକର ଦୃଷ୍ଟାନ୍ତ
16.
17. ପ୍ରେତ୍ୟକକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହବେ ଓ ପ୍ରକାଶ୍ଯକୁ ଅଣାୟିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାୟିବ ନାହିଁ, ଜ୍ଞାତ ହବେ ନାହିଁ ଓ ପ୍ରକାଶ୍ଯକୁ ଅଣା ୟିବ ନାହିଁ।
18. ତୁମ୍ଭମାନେେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସତକେ ମଧ୍ଯ ତା'ଠାରୁ ଛଡାଇ ନିଆୟିବ।
ଯୀଶୁଙ୍କ ମାତା ଏବଂ ଭାଇମାନେ ତାଙ୍କ ନିକଟକୁ ଆସନ୍ତି
19.
20. କହେି ଜଣେ ଯୀଶୁଙ୍କୁ କହିଲା, ତୁମ୍ଭର ମା ଓ ଭାଇମାନେ ବାହା ରେ ଠିଆ ହାଇେଛନ୍ତି। ସମାନେେ ତୁମ୍ଭକୁ ଦେଖିବାକୁ ଚାହୁଁଛନ୍ତି।
21. କିନ୍ତୁ ଯୀଶୁ ସମାନଙ୍କେୁ ଉତ୍ତର ଦେଲେ, ମାରେ ମାଆ ଏ ଭାଇମାନେ ହେଉଛନ୍ତି ସହେିମାନେ, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।
ପବନ ଏବଂ ତରଙ୍ଗ ଯୀଶୁଙ୍କ କଥା ମାନ
22.
23. ସମାନେେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡିଲେ। ହ୍ରଦ ରେ ଝଡତାଫୋନ ମାଡି ଆସିଲା। ଡଙ୍ଗା ରେ ପାଣି ପଶିବାକୁ ଲାଗିଲା। ସମାନେେ ବିପଦ ରେ ପଡିଗଲେ।
24. ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉେଠଇ କହିବାକୁ ଲାଗିଲେ, ଗୁରୁ, ହେ ଗୁରୁ, ଆମ୍ଭେ ବୁଡିୟିବା।
25. ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ବିଶ୍ବାସ କେଉଁଆଡେ ଗଲା?
ଜଣେ ଭୂତ-ମାଲିକ ବ୍ୟକ୍ତି ସୁସ୍ଥ ହୋଇଗଲେ
26.
27. ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦହେ ରେ ଭୂତଟିଏ ପ୍ରବେଶ କରିଥିଲା। ଅନକେ ଦିନ ଧରି ସେ ଲୁଗା ପିନ୍ଧୁ ନଥିଲା କି ଘ ରେ ମଧ୍ଯ ରହୁନଥିଲା। ସେ କବର ସ୍ଥାନ ରେ ରହୁଥିଲା।
28. ଭୂତ ଅନକେ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା' ହାତ ରେ ହାତକଡି ଓ ଗୋଡ ରେ ବଡେି ପକାଇ ପହରା ଭିତ ରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା' ଦହେ ରେ ଥିବା ଭୂତ ତାହାକୁ ଲୋକେ ରହୁ ନଥିବା ନିଛାଟିଆ ଜାଗାକୁ ତଡି ନେଉଥିଲା।
29. ଯୀଶୁ ଭୂତକୁ ସହେି ଲୋକଟି ଦହରେୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗ ରେ ପଡିଯାଇ ଉଚ୍ଚ ସ୍ବର ରେ ପାଟି କରି କହିଲା, ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମାେ'ଠାରୁ କ'ଣ ଚାହୁଁଛ? ମୁଁ ଅନୁ ରୋଧ କରୁଛି, ମାେତେ ଦଣ୍ଡ ଦିଅ ନାହିଁ।
30. ଯୀଶୁ ତା'କୁ ପଚାରିଲେ, ତୋର ନାମ କ'ଣ?
31. ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସମାନଙ୍କେୁ ଅନନ୍ତ ନର୍କକୁ ପଠାଇ ନ ଦିଅନ୍ତୁ।
32. ସେତବେେଳେ ସହେି ପାହାଡ ଉପରେ ଏକ ବଡ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସମାନଙ୍କେୁ ଘୁଷୁରିମାନଙ୍କ ଦହକେୁ ୟିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସମାନଙ୍କେୁ ତାହା କରିବାକୁ ଅନୁମତି ଦଇେ ଦେଲେ।
33. ତା'ପରେ ଭୂତମାନେ ଲୋକଟି ଦହରେୁ ବାହାରି ଆସିଲେ ଓ ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ଦଳକଯାକ ଘୁଷୁରି ସହେି ପାହାଡ ଉପରୁ ହ୍ରଦ ଭିତରକୁ ଦୌଡିଗଲେ ଓ ସମସ୍ତେ ବୁଡିଗଲେ।
34. ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସଠାରୁେ ପଳାଇଲେ। ସମାନେେ ଯାଇ ନଗର ଓ ପଲ୍ଲୀ ରେ ଥିବା ଲୋକମାନଙ୍କୁ ଏହି କଥା କହିଲେ।
35. ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସମାନେେ ଯୀଶୁଙ୍କ ପାଦତଳେ ସହେି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା'ମନ ପୁରାପୁରୀ ବଦଳି ଯାଇଥିଲା। ତା' ଦହରେୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।
36. ଯେଉଁମାନେ ଏହି ଘଟଣା ଦେଖିଥିଲେ, ସମାନେେ ସମସ୍ତେ ଅନ୍ୟ ଲୋକମାନଙ୍କୁ କହିବାକୁ ଲାଗିଲେ, ଯେ ଭୂତ କବଳିତ ଲୋକଟି କିପରି ଭଲ ହାଇଗେଲା।
37. ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସହେି ସ୍ଥାନରୁ ଚାଲିୟିବାପାଇଁ ଅନୁ ରୋଧ କଲେ। କାରଣ ସମାନେେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗା ରେ ବସି ଗାଲିଲୀ ଫରେିଗଲେ।
38. କିନ୍ତୁ ଯେଉଁ ଲୋକଠାରୁ ଦହରେୁ ଭୂତଗୁଡିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ୟିବାକୁ ଅନୁ ରୋଧ କଲା।
39. ଘରକୁ ଫରେିଯାଅ। ପରମେଶ୍ବର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।
ଜଣେ Girl ିଅ ଜୀବନରେ ପୁନ ored ସ୍ଥାପିତ ହେଲା ଏବଂ ଜଣେ ମହିଳା ସୁସ୍ଥ ହେଲେ
40.
41. ଯାଈରସ ନାମ ରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସଠାେକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ।
42. ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହାଇେଥିଲା। ସେ ମରିୟିବା ଅବସ୍ଥା ରେ ପଡିଥିଲା। ଯୀଶୁ ଯେତବେେଳେ ଯାଈରସର ଘରକୁ ଯାଉଥିଲେ, ସେତବେେଳେ ବହୁ ସଂଖ୍ଯା ରେ ଲୋକ ତାହାଙ୍କ ଘର ଚାରିପାଖକୁ ଆସିଗଲେ।
43. ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ।
44. ସହେି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁ ଦଲୋ। ତତ୍କ୍ଷଣାତ୍ ତାର ରକ୍ତସ୍ରାବ ବନ୍ଦ ହାଇଗେଲା।
45. ସେତବେେଳେ ଯୀଶୁ ପଚାରିଲେ, ମାେତେ କିଏ ଛୁଇଁଲା?
46. କିନ୍ତୁ ଯୀଶୁ କହିଲେ, ଜଣେ କହେି ମାେତେ ଛୁଇଁଛି। କାରଣ ମାଠାରୁେ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।
47. ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁ ଦଲୋ, ସଇେ କଥା ସବୁ ଲୋକମାନଙ୍କ ଆଗ ରେ କହିଲା। ସେ କହିଲା ଯେ, ଯେତବେେଳେ ସେ ଯୀଶୁଙ୍କୁ ଛୁଇଁ ଦଲୋ, ତତ୍କ୍ଷଣାତ୍ ସେ ସୁସ୍ଥ ହାଇଗେଲା।
48. ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ହେ ଝିଅ, ତୁମ୍ଭେ ବିଶ୍ବାସ କଲ ସେଥିପାଇଁ ସୁସ୍ଥ ହାଇଗେଲ। ଏଥର ଶାନ୍ତି ରେ ଯାଅ।
49. ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅନାହିଁ।
50. ଯୀଶୁ ଏକଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, ଭୟ କରନାହିଁ। ବିଶ୍ବାସ ରଖ, ତୁମ୍ଭ ଝିଅ ସୁସ୍ଥ ହାଇଯେିବ।
51. ଯୀଶୁ ଘରକୁ ଆସିଲେ। ସେ କବଳେ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପାମାଆଙ୍କୁ ତାହାଙ୍କ ସହିତ ଭିତରକୁ ୟିବାକୁ ଦେଲେ।
52. ସମସ୍ତେ ସହେି ଝିଅଟିର ମୃତ୍ଯୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, କନ୍ଦନାହିଁ, ସେ ମରି ନାହିଁ, ସେ କବଳେ ଶାଇେଛି ମାତ୍ର।
53. ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସମାନେେ ଜାଣିଥିଲେ ଯେ ଝିଅଟି ମରିଯାଇଛି।
54. କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, ହେ ଝିଅ, ଉଠିପଡ।
55. ସହେିକ୍ଷଣି ତା' ଶରୀର ଭିତରୁକ ତାର ଆତ୍ମା ଫରେି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହାଇେ ପଡିଲା। ଯୀଶୁ ଆଜ୍ଞା ଦେଲେ, ତାକୁ କିଛି ଖାଇବାକୁ ଦିଅ।
56. ତା' ବାପାମାଆ ବିସ୍ମିତ ହାଇଗେଲେ। ଯୀଶୁ ସମାନଙ୍କେୁ ଏ ଘଟଣା କାହାରି ଆଗ ରେ ନ କହିବାକୁ କହିଲେ।