ଶୟତାନ ଯୀଶୁଙ୍କୁ ପରୀକ୍ଷା କରେ

1.

2. ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।

3. ଶୟତାନ ଯୀଶୁଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ସନ୍ତାନ ତବେେ ଏହି ପଥରଟିକୁ କୁହ, ସେ ରୋଟୀ ହାଇଯୋଉ।

4. ଏହାଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ,

5. ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନଇଯାେଇ କ୍ଷଣକ ମଧିଅରେ ସାରା ସଂସାରର ସମସ୍ତ ରାଜ୍ଯ ଦଖାଇେ ଦଲୋ।

6. ଶୟତାନ ଯୀଶୁଙ୍କୁ କହିଲା, ମୁଁ ଏହିସବୁ ରାଜ୍ଯ ଏବଂ ସମାନଙ୍କେର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦଇେ ଦବେି। ସଗେୁଡିକୁ ମାେତେ ଦିଆ ଯାଇଛି। ମୁଁ ଯାହାକୁ ଚାହିଁବି, ତାହାକୁ ଏ ସମସ୍ତ ଦଇପୋରିବି।

7. ତବେେ ଯଦି ତୁମ୍ଭେ ମାେତେ ଉପାସନା କରିବ, ତବେେ ମୁଁ ଏସବୁ ତୁମ୍ଭକୁ ଦଇେ ଦବେି।

8. ଯୀଶୁ ଉତ୍ତର ଦେଲେ, ଶାସ୍ତ୍ର ରେ ଲଖାେଅଛି:

9. ତା'ପରେ ସେ ଯୀଶୁଙ୍କୁ ୟିରୁଶାଲମେକୁ ନଇଗେଲା ଓ ସଠାେରେ ମନ୍ଦିରର ଶିଖର ରେ ଠିଆ କରାଇ ଦଲୋ। ସେ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପରମେଶ୍ବରଙ୍କ ପୁତ୍ର, ତବେେ ଏହିଠାରୁ ତଳକୁ ଡଇେଁପଡ।

10. ଶାସ୍ତ୍ର ରେ ଲଖାେଅଛି:

11. ଏହା ମଧ୍ଯ ଲଖାେଅଛି:

12. ଯୀଶୁ କହିଲେ, ଶାସ୍ତ୍ର ରେ ଏ କଥା ମଧ୍ଯ ଲଖାେଅଛି:

13. ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନଇେ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ୟ୍ଯନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡି ଚାଲିଗଲା।

ଯୀଶୁ ତାଙ୍କର ଗାଲିଲୀୟ ସେବା ଆରମ୍ଭ କଲେ

14.

15. ଯୀଶୁ ସମାନଙ୍କେର ସମାଜଗୃହମାନଙ୍କ ରେ ଉପଦେଶ ଦବୋ ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।

ଯୀଶୁ ନାଜରିତରେ ପ୍ରତ୍ୟାଖ୍ୟାନ କଲେ

16. ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।

17. ଭବିଷ୍ଯଦ୍ବକ୍ତା ୟିଶାୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖାଲିେ ଯେଉଁ ଜାଗା ରେ ଏହା ଲଖାେଥିଲା, ତାହା ପାଇଲେ:

18. ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ

19. ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘାଷେଣା କରିବାକୁ ପ୍ରଭୁ ମାେତେ ପଠାଇଛନ୍ତି। ୟିଶାଇୟ 61:1-2

20. ଯୀଶୁ ପୁସ୍ତକ ବନ୍ଦ କରି ସବେକଙ୍କୁ ଫରୋଇ ଦେଲେ। ତାପରେ ସେ ବସି ପଡିଲେ। ସମାଜଗୃହ ରେ ଥିବା ପ୍ରେତ୍ୟକକ ଲୋକର ଲକ୍ଷ୍ଯ ତାହାଙ୍କ ଉପରେ ଥିଲା।

21. ଯୀଶୁ ସମାନଙ୍କେୁ କହିଲେ, ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲା, ତାହା ତୁମ୍ଭମାନେେ ଶୁଣିଲା ବେଳେ ଶାସ୍ତ୍ର ରେ ଏହି ବାକ୍ଯ ଏବେ ସଫଳ ହେଲା।

22. ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ଯ ବାହାରି ଆସୁଥିଲା, ସେଥି ରେ ସମସ୍ତେ ବିସ୍ମିତ ହାଇେ ଯାଉଥିଲେ। ସମାନେେ କହୁଥିଲେ, ଏ କ'ଣ ୟୋ ସଫଙ୍କେ ପୁଅ ନୁହେଁ?

23. ଯୀଶୁ ସମାନଙ୍କେୁ କହିଲେ, ମୁଁ ଜାଣିଛି ଯେ, ତୁମ୍ଭମାନେେ ମାେତେ ସହେି ପୁରୁଣା ଉକ୍ତିଟି କହିବ, 'ଆ ରେ ବଇଦ, ଆଗ ନିଜକୁ ଭଲ କର।' ତୁମ୍ଭେ କହିବିକୁ ଚାହୁଁଛ, କଫର୍ନାହୂମ ରେ ତୁମ୍ଭେ ଯାହା ସବୁ କରୁଛ ବୋଲି ଆମ୍ଭମାନେେ ଶୁଣିଛୁ, ସହେିସବୁ ଏବେ ନିଜ ପୈତୃକ ନଗର ରେ ମଧ୍ଯ କର।

24. ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, କୌଣସି ଭବିଷ୍ଯଦ୍ବକ୍ତାକୁ ନିଜ ନଗର ରେ ଗ୍ରହଣ କରାଯାଏ ନାହିଁ।

25. ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏଲିୟଙ୍କ ସମୟରେ ଇସ୍ରାଯଲେ ରେ ଯେତବେେଳେ ତିନି ବର୍ଷ ଛଅ ମାସ ପର୍ୟ୍ଯନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶ ରେ ଭୀଷଣ ଦୁର୍ଭିକ୍ଷ ପଡିଲା, ସେତବେେଳେ ଇଶ୍ରାୟେଲ ରେ ବହୁ ସଂଖ୍ଯା ରେ ବିଧବା ଥିଲେ।

26. କିନ୍ତୁ ଏଲିୟଙ୍କୁ ସମାନଙ୍କେ ମଧ୍ଯରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କବଳେ ସୀଦୋନ ଅଞ୍ଚଳର ସାରିଫତ ରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।

27. ଆହୁରି ମଧ୍ଯ ଭବିଷ୍ଯଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇଶ୍ରାୟେଲ ରେ ଅନକେ କୁଷ୍ଠ ରୋଗୀ ଥିଲେ। ତଥାପି ସମାନଙ୍କେ ମଧ୍ଯରୁ, କାହାରିକୁ ଆରୋଗ୍ୟ କରାଯାଇ ନଥିଲା। କବଳେ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ ଇଶ୍ରାୟେଲର ଲୋକ ନଥିଲେ।

28. ସମାଜଗୃହର ରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ।

29. ଲୋକମାନେ ଉଠି ପଡିଲେ ଓ ଜାରେ ଜବରଦସ୍ତି ୟିଶୁଙ୍କୁ ନଗର ମଧ୍ଯରୁ ବାହାର କରି ଦେଲେ। ସମାନଙ୍କେ ନଗର ଗୋଟିଏ ପାହାଡ ଉପରେ ନିର୍ମିତ ଥିଲା। ସମାନେେ ଯୀଶୁଙ୍କୁ ପାହାଡର ଧାରକୁ ନଇଗେଲେ। ସମାନେେ ଯୀଶୁଙ୍କୁ ସଠାରୁେ ତଳକୁ ଫିଙ୍ଗି ଦବୋକୁ ଚାହୁଁଥିଲେ।

30. କିନ୍ତୁ ଯୀଶୁ ସମାନଙ୍କେ ମଧ୍ଯ ଦଇେ ଚାଲିଗଲେ।

ଯୀଶୁ ଏକ ଅପରିଷ୍କାର ଆତ୍ମାକୁ ବାହାର କରିଦେଲେ

31.

32. ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥଲେ।

33. ସହେି ସମାଜଗୃହ ରେ ଥିବା ଜଣେ ଲୋକ ଦହେ ରେ ଦୁଷ୍ଟାତ୍ମା ଆସି ରହିଥଲା। ସେ ବଡପାଟି ରେ ଚିତ୍କାର କରି କହିଲା,

34. ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭମାନଙ୍କୁ ଧ୍ବଂସ କରିଦବୋକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ବରଙ୍କ ସହେି ପବିତ୍ର ବ୍ଯକ୍ତି।

35. ଯୀଶୁ ତାହାକୁ ଧମକ ଦଇେ କହିଲେ, ଚୁପ୍ କର ଏହି ଲୋକର ଦହରେୁ ବାହାରିଯା। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା' ଦହରେୁ ବାହାରିଗଲା।

36. ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।

37. ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା।

ପିତରଙ୍କ ଶାଶୁ ସୁସ୍ଥ ହେଲେ

38.

39. ଯୀଶୁ ତାହାଙ୍କର ପାଖ ରେ ଠିଆ ହାଇେ ଜ୍ବରକୁ ଧମକ ଦେଲେ। ତାହାଙ୍କର ଜ୍ବର ଛାଡିଗଲା। ତା'ପରେ ସେ ଉଠି ସମାନଙ୍କେର ସବୋ ରେ ଲାଗିପଡିଲେ।

ବିଶ୍ରାମ ଦିନ ସୂର୍ଯ୍ୟାସ୍ତ ପରେ ଅନେକ ସୁସ୍ଥ ହେଲେ

40.

41. ଆଉ ମଧ୍ଯ ସମାନଙ୍କେ ମଧିଅରେ ଥିବା ଅନକଙ୍କେ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, ତୁମ୍ଭେ ପରମେଶ୍ବରଙ୍କର ପୁତ୍ର। କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠାେର ଆଜ୍ଞା ଦେଲେ। କାରଣ ସହେି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ବଯଂ ଖ୍ରୀଷ୍ଟ।

ଯୀଶୁ ଗାଲିଲୀରେ ପ୍ରଚାର କରନ୍ତି

42.

43. କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ମାେତେ ଅନ୍ୟ ନଗରମାନଙ୍କ ରେ ମଧ୍ଯ ପ୍ରଚାର କରିବାକୁ ପଡିବ। କାରଣ ମାେତେ ଏଥିପାଇଁ ପଠାଯାଇଛି।

44. ଏହିଭଳି ଭାବରେ ଯୀଶୁ ଯିହୁଦା ରେ ବିଭିନ୍ନ ସମାଜଗୃହମାନଙ୍କ ରେ ଉପଦେଶ ପ୍ରଚାର କରିବାକୁ ଲାଗିଲେ।

Bibles

Books

Chapters