ଯୀଶୁ ବିଶ୍ରାମବାରର ପ୍ରଭୁ ଅଟନ୍ତି
1. ଥରେ ବିଶ୍ରାମବାର ରେ ଯୀଶୁ ଶସ୍ଯ କ୍ଷେତ୍ର ଦଇେ ଯାଉଥିଲେ। ତାହାଙ୍କର ଶିଷ୍ଯମାନେ କେତକେ ଶସ୍ଯ ଛିଣ୍ଡାଇଲେ ଓ ତାହାକୁ ଦୁଇ ହାତ ରେ ଦଳିଲେ ଏବଂ ଖାଇଲେ।
2. କେତକେ ଫାରୂଶୀ କହିଲେ, ବିଶ୍ରାମବାର ରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭମାନେେ ତାହା କାହିଁକି କରୁଛ?
3. ଯୀଶୁ ସମାନଙ୍କେୁ ଉତ୍ତର ଦେଲେ, ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ'ଣ କରିଥିଲେ, ତାହା କ'ଣ ତୁମ୍ଭମାନେେ ପଢିନାହଁ?
4. ଦାଉଦ ପରମେଶ୍ବରଙ୍କ ଘର ଭିତରକୁ ପଶିଲେ। ପରମେଶ୍ବରଙ୍କୁ ଅର୍ପିତ ହାଇେଥିବା ରୋଟୀ ଉେଠଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ଯ ଖାଇବାକୁ ଦଇେଥିଲେ। ଏହା ମାଶାଙ୍କେ ଆଦେଶର ବିରୁଦ୍ଧାଚରଣ ଥିଲା। ମାଶାଙ୍କେ ଆଦେଶ ଅନୁସାରେ ଏହି ରୋଟୀ କବଳେ ଯାଜକମାନଙ୍କ ବ୍ଯତୀତ ଅନ୍ୟ କାହାରି ଖାଇବା ଉଚିତ ନୁହେଁ।
5. ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, ମନୁଷ୍ଯ ପୁତ୍ର ବିଶ୍ରାମବାରର ମଧ୍ଯ ମାଲିକ।
ବିଶ୍ରାମବାରରେ ଆରୋଗ୍ୟ
6.
7. ବିଶ୍ରାମବାର ରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସଠାେରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସମାନେେ ଦେଖିବାକୁ ଚାହୁଁଥିଲେ ଯେ ଯୀଶୁ କିଛି ଭୁଲ କାମ କଲେ ସମାନେେ ତାହାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବେ।
8. କିନ୍ତୁ ସମାନେେ କ'ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହାଇଯୋଇଥିଲା, ଯୀଶୁ ତାହାକୁ କହିଲେ, ଉଠ ଓ ସମସ୍ତଙ୍କ ଆଗ ରେ ଠିଆ ହାଇେ ଯାଅ। ସେ ଉଠିପଡି ସମସ୍ତଙ୍କ ଆଗ ରେ ଠିଆ ହାଇଗେଲା।
9. ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଛି ବିଶ୍ରାମବାର ରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ? କାହାରି ଜୀବନ ରକ୍ଷା କରିବା ଉଚିତ ନା କାହାରି ଜୀବନ ନଷ୍ଟ କରିବା।
10. ଯୀଶୁ ଚାରିଆଡକୁ ସମସ୍ତଙ୍କ ଉପରେ ଦୃଷ୍ଟି ପକଇେଲେ ଓ ପୁଣି ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ବଢାଅ। ସେ ସହେିଭଳି କଲା ଓ ତା ହାତ ପୁଣି ସୁସ୍ଥ ହାଇଗେଲା।
11. ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସମାନେେ ନିଜ ନିଜ ଭିତ ରେ କଥାବାର୍ତ୍ତା କଲେ, ଯୀଶୁଙ୍କ ପାଇଁ କ'ଣ କରାୟିବ?
ବାରଜଣ ପ୍ରେରିତ
12.
13. ତା'ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଡାକିଲେ। ସେ ସମାନଙ୍କେ ମଧ୍ଯରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ଯମାନଙ୍କୁ 'ପ୍ ରରେିତ' ନାମ ଦେଲେ।
14. ସମାନେେ ହେଲେ: ଶିମାନେ ଯାହାଙ୍କୁ ସେ ପିତର ବୋଲି ମଧ୍ଯ ନାମ ଦେଲେ। ଶିମାନଙ୍କେ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ। ଫିଲିପ୍ପ ଓ ବର୍ଥଲମି,
15. ମାଥିଉ ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମାନେ ଯାହାଙ୍କୁ ଉଦ୍ ଯୋଗୀ ବୋଲି କୁହନ୍ତି।
16. ଯାକୁବଙ୍କ ପୁତ୍ର ୟିହୂଦା ଓ ଈଷ୍କରିଯୋଥ ୟିହୂଦା ା ପରେ ଏହି ଯିହୁଦା ବିଶ୍ବାସ ଘାତକତା କରି ଯୀଶୁଙ୍କୁ ଶତୃ ହସ୍ତ ରେ ସମର୍ପଣ କଲା।
ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ
17.
18. ସମାନେେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହବୋକୁ ସଠାେକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ୟୋଗୁ କଷ୍ଟ ପାଉଥିଲେ, ସମାନେେ ସଠାେକୁ ଆସି ସୁସ୍ଥ ହାଇଗେଲେ।
19. ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦହରେୁ ଶକ୍ତି ବାହାରୁ ଥିଲା। ସେ ସହେି ଲୋକମାନଙ୍କୁ ସୁସ୍ଥ କରି ଦେଲେ।
ବିଟିଟୁଡସ୍
20.
21. ତୁମ୍ଭମାନେେ, ଯେଉଁମାନେ ଏବେ ଭୋକିଲା, ଧନ୍ଯ, କାରଣ ତୁମ୍ଭମାନେେ ପରିତୃପ୍ତ ହବେ। ରୋଦନ କରୁଛ ଯେ ତୁମ୍ଭମାନେେ, ତୁମ୍ଭମାନେେ ଏବେ ଧନ୍ଯ, କାରଣ ତୁମ୍ଭମାନେେ ଆନନ୍ଦ ରେ ଜୀବନଯାପନ କରିବ।
22. ମନୁଷ୍ଯମାନଙ୍କ ୟୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସମାନେେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କ ବିଷୟ ରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ଯ କରି ଦବେେ, ଯେତବେେଳେ ଏହା ଘଟିବ, ତୁମ୍ଭେ ଧନ୍ଯ ହବେ।
23. ସେତବେେଳେ ଆନନ୍ଦ ରେ ନାଚିଉଠିବ। ଗାରଣ ତୁମ୍ଭମାନଙ୍କ ପାଇଁ ସ୍ବର୍ଗ ରେ ମହା ପୁରସ୍କାର ରହିଛି। ସମାନଙ୍କେର ପୂହ୍ବପୁରୁଷମାନେ ଭବିଷ୍ଯଦ୍ବକ୍ତାମାନଙ୍କୁ ଠିକ୍ ସହେିଭଳି ବ୍ଯବହାର ଦଖାଇେ ଥିଲେ ଯେଉଁଭଳି ଏବେ ସମାନେେ ତୁମ୍ଭକୁ ବ୍ଯବହାର ଦଖାେଉଛନ୍ତି।
ଯୀଶୁ ଦୁ es ଖ ପ୍ରକାଶ କରନ୍ତି
24.
25. ଧିକ୍ ତୁମ୍ଭମାନେେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭମାନେେ ଭୋକିଲା ହବେ। ଧିକ ତୁମ୍ଭମାନେେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭମାନେେ ଦୁଃଖିତ ହବେ ଓ କାନ୍ଦିବ।
26. ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ 'ଭଲ' ବୋଲି କହୁଛନ୍ତି। କାରଣ ସମାନଙ୍କେର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଭଲ ବୋଲି କହୁଥିଲେ।
ତୁମର ଶତ୍ରୁମାନଙ୍କୁ ଭଲ ପାଅ
27.
28. ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ବରଙ୍କୁ ପ୍ରାର୍ଥନା କର ଯେ ସେ ସମାନଙ୍କେୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭମାନେେ ସମାନଙ୍କେ ପାଇଁ ପ୍ରାର୍ଥନା କର।
29. ଯେଉଁଲୋକ ତୁମ୍ଭର ଗୋଟିଏ ଗାଲ ରେ ଚାପୁଡାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦଖାଇେ ଦିଅ। ଯେଉଁଲୋକ ତୁମ୍ଭର ଜାମାଟି ନଇଯାେଉଛି ତାହାକୁ ତୁମ୍ଭର ଧୋତିବି ନଇୟିବୋକୁ ଦିଅ।
30. ଯଦି କହେି ତୁମ୍ଭକୁ କିଛି ମାଗୁଛି, ତାହା ତା'କୁ ଦଇଦେିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନଇେ ଯାଏ, ତବେେ ତାହା ତା'କୁ ଫେ ରଇେ ଦବୋକୁ କୁହ ନାହିଁ।
31. ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯଭେଳି ବ୍ଯବହାର ଦଖାେନ୍ତୁ ବୋଲି ଇଚ୍ଛା କର, ତୁମ୍ଭମାନେେ ମଧ୍ଯ ଅନ୍ୟମାନଙ୍କୁ ମଧ୍ଯ ସହେିଭଳି ବ୍ଯବହାର ଦଖାେଅ।
32. ଯେଉଁମାନେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି, ତୁମ୍ଭମାନେେ ଯଦି କବଳେ ସହେି ଲୋକମାନଙ୍କୁ ପ୍ ରମେ କରୁଛ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମାଧ୍ଯ ସହେିମାନଙ୍କୁ ପ୍ ରମେ କରନ୍ତି, ଯେଉଁମାନେ ସମାନଙ୍କେୁ ପ୍ ରମେ କରନ୍ତି।
33. ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭମାନେେ ଯଦି କବଳେ ସହେିମାନଙ୍କର ଉପକାର କରିବ, ତବେେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ଯ ଏହିପରି କରନ୍ତି।
34. ଯେଉଁମାନଙ୍କଠାରୁ ଫରେି ପାଇବାର ଆଶା ଥିବ, ତୁମ୍ଭମାନେେ ଯଦି କବଳେ ସହେିମାନଙ୍କୁ ଟଙ୍କା ଧାର ଦିଅ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମଧ୍ଯ ଟଙ୍କା ଫରେିପାଇବା ଆଶା ରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।
35. ତାନ ନିଜ ଶତୃକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫରେି ପାଇବାର କୌଣସି ଆଶା ନରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ ହବେ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ଯ ଦୟଶୀଳ ଅଟନ୍ତି।
36. ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ ରମେ ଦଖାେନ୍ତି ଓ ଦୟା କରନ୍ତି, ତୁମ୍ଭମାନେେ ମଧ୍ଯ, ସହେିଭଳି ଅନ୍ୟମାନଙ୍କୁ ଦୟା ଦଖାେଅ ଓ ପ୍ ରମେ କର।
ବିଚାର କର ନାହିଁ
37. ତୁମ୍ଭମାନେେ କାହାରି ବିଚାର କରନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ଯ ବିଚାର କରାୟିବ ନାହିଁ। କୌଣସି ବ୍ଯକ୍ତିକୁ ଦୋଷୀ କରନାହିଁ, ତବେେ ତୁମ୍ଭେ ମଧ୍ଯ ଦୋଷୀ ବିବଚେିତ ହବେନାହିଁ। ଅନ୍ୟକୁ କ୍ଷମା କରିଦିଅ, ତବେେ ତୁମ୍ଭମାନଙ୍କେୁ ମଧ୍ଯ କ୍ଷମା କରିଦିଆୟିବ।
38. ଅନ୍ୟକୁ ଦିଅ, ତବେେ ତୁମ୍ଭନମୋନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆୟିବ। ତୁମ୍ଭମାନେେ ଯେତିକି ଧରି ପାରିବ, ତା'ଠାରୁ ଅଧିକ ତୁମ୍ଭମାନଙ୍କ ହାତ ରେ ଢାଳି ଦିଆୟିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆୟିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡିବ। ତୁମ୍ଭମାନେେ ଯେଉଁଭଳି ଭାବରେ ଅନ୍ୟକୁ ଦବେ, ପରମେଶ୍ବର ବି ତୁମ୍ଭମାନଙ୍କୁ ସହେିଭଳି ଭାବରେ ଦବେେ।
39. ଯୀଶୁ ସମାନଙ୍କେୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ, ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦଖାଇେ ପାରିବ କି? ନା! ତାହାକଲେ ଉଭୟ ଗୋଟିଏ ଖାଲ ରେ ଖସି ପଡିବେ।
40. ଜଣେ ଛାତ୍ର ତା' ଶିକ୍ଷକ ଠାରୁ ବଡ ହଇେ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରେତ୍ୟକକ ବିଷୟ ସଂମ୍ପୁର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହାଇଯୋଏ।
41. ତୁମ୍ଭମାନେେ ନିଜ ଭାଇ ଆଖି ରେ ପଡିଥିବା ଗୋଟିଏ େଛାଟ ଗୁଣ୍ଡଟି ଆଡକୁ କାହିଁକି ଚାହୁଁଛ? ତୁମ୍ଭମାନଙ୍କୁ କ'ଣ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦଖାଯାେଉନାହିଁ?
42. ତୁମ୍ଭେ ଯେତବେେଳେ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦେଖି ପାରୁନାହିଁ, ସେତବେେଳେ ନିଜ ଭାଇକୁ କିପରି କହି ପାରିବ: 'ଭାଇ, ଆସ ତୁମ୍ଭ ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ଦବେି'। ଆ ରେ କପଟୀ! ଆଗ ନିଜ ଆଖି ରେ ପଡିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖିପାରିବ ଓ ଭାଇର ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ପାରିବ।
ଏକ ଗଛ ଏହାର ଫଳ ଦ୍ୱାରା ଜଣାଶୁଣା
43.
44. ପ୍ରେତ୍ୟକକ ଗଛ ତା'ର ଫଳ ଦ୍ବରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷା କୋଳି ପାଆନ୍ତି ନାହିଁ।
45. ଜଣେ ଭଲ ଲୋକର ମନ ଭିତ ରେ ଭଲ ବିଷୟ ସଞ୍ଚିତ ହାଇେ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତ ରେ ଖରାପ ବିଷୟ ସଞ୍ଚିତ ହାଇେ ରିହଥାଏ। ତେଣୁ ତା' ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତ ରେ ଯାହା ଥାଏ, ସେ ତାହା କହିଥାଏ।
ପଥର ଉପରେ ନିର୍ମାଣ କରନ୍ତୁ
46.
47. ଯେଉଁଲୋକ ମାେ ପାଖକୁ ଆ ସେ, ମାେ ଉପଦେଶ ଶୁଣେ ଓ ତାହାକୁ ମାନେ,
48. ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ ପଥର ଉପରେ ମୂଳଦୁଆ ପକାଏ! ଯେତବେେଳେ ବଢି ଆ ସେ, ପାଣି ସେ ଘରକୁ ଭ ସଇେ ନବୋକୁ ଧକ୍କା ମାନେ, କିନ୍ତୁ ଆଦୌ ହଲଇେ ପରେ ନାହିଁ। କାରଣ ଘରଟି ମଜ୍ଭୁତ ଭାବରେ ତିଆରି ହାଇେଥାଏ।
49. କିନ୍ତୁ ଯେଉଁ ଲୋକ ମାରେଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୁଳଦୁଆ ନପକାଇ କବଳେ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତବେେଳେ ବଢି ଆ ସେ, ଘରଟି ଅତି ସହଜ ରେ ପଡିଯାଏ ଏବଂ ସଂପୂର୍ଣ୍ଣ ରୂପେ ନଷ୍ଟ ହାଇଯୋଏ।