ସମସ୍ତ ଜିନିଷ ନୂଆ ହୋଇଗଲା

1.

2. ତା'ପରେ ମୁଁ ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ୟିରୁଶାଲମ ଅଟେ। ବର ପାଇଁ କନ୍ଯା ଯେପରି ସୁସଜ୍ଜିତା ହାଇେଥାଏ, ଠିକ୍ ସହେିପରି ଏହା ପ୍ରସ୍ତୁତ ଥିଲା।

3. ମୁଁ ସିଂହାସନରୁ ଏକ ଉଚ୍ଚ ସ୍ବର ଶୁଣିଲି। ସହେି ସ୍ବର କହିଲା, ବର୍ତ୍ତମାନ ପରମେଶ୍ବରଙ୍କର ବାସସ୍ଥାନ ଲୋକମାନଙ୍କ ପାଖ ରେ ଅଛି। ସେ ସମାନଙ୍କେ ସହିତ ରହିବେ। ସମାନେେ ତାହାଙ୍କର ଲୋକ ହବେେ। ପରମେଶ୍ବର ନିଜେ ସମାନଙ୍କେ ସହିତ ରହିବେ ଓ ସମାନଙ୍କେର ପରମେଶ୍ବର ହବେେ।

4. ପରମେଶ୍ବର ସମାନଙ୍କେ ଆଖିରୁ ସମସ୍ତ ଲୁହ ପୋଛି ଦବେେ। ଆଉ ଅଧିକ ମୃତ୍ଯୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।

5. ସିଂହାସନ ଉପରେ ୟିଏ ବସିଥିଲେ, ସେ କହିଲେ, ମୁଁ ସମସ୍ତ ବିଷୟ ନୂତନ କରୁଅଛି। ତା'ପରେ ସେ କହିଲେ, ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ବାସ ଯୋଗ୍ଯ ଓ ସତ୍ଯ।

6. ସିଂହାସନ ରେ ବସିଥିବା ବ୍ଯକ୍ତି ମାେତେ କହିଲେ, ଏହା ସମାପ୍ତ ହାଇଯୋଇଛି। ମୁଁ ହେଉଛି ପ୍ରଥମ ଓ ଶଷେ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ଯ ରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦବେି।

7. ଯେ ବିଜଯୀ ହବେ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ବର ହବେି ଓ ସେ ମାରେ ପୁତ୍ର ହବେ।

8. କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।

ନୂତନ ଯିରୁଶାଲମ

9.

10. ସେ ଦୂତ ମାେତେ ଆତ୍ମା ଦ୍ବାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନଇଗେଲେ। ସେ ମାେତେ ପବିତ୍ର ନଗରୀ ୟିରୁଶାଲମ ଦଖାଇେଲେ। ମୁଁ ସହେି ନଗରୀକୁ ପରମେଶ୍ବରଙ୍କ ପାଖରୁ ସ୍ବର୍ଗରୁ ଆସିବାର ଦେଖିଲି।

11. ସହେି ନଗରୀ ପରମେଶ୍ବରଙ୍କ ଗୌରବ ରେ ଉଜ୍ଜ୍ବଳମୟ ଦଖାଯାେଉଥିଲା। ଏହା ମୂଲ୍ଯବାନ ମଣି, ସୂର୍ୟ୍ଯକାନ୍ତ ପରି ଉଜ୍ଜ୍ବଳ ହାଇେ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ବଚ୍ଛ ଥିଲା।

12. ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ବାରା ଥିଲା। ସହେି ଦ୍ବାରମାନଙ୍କ ରେ ବାରଟି ସ୍ବର୍ଗଦୂତ ଥିଲେ। ପ୍ରେତ୍ୟକକ ପ୍ରବେଶ ଦ୍ବାର ରେ ଇଶ୍ରାୟେଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖାଦେିତ ଥିଲା।

13. ସଠାେରେ ପୂର୍ବ ଦିଗ ରେ ତିନୋଟି ପ୍ରବେଶ ଦ୍ବାରା, ଉତ୍ତର ରେ ତିନୋଟି ପ୍ରବେଶ ଦ୍ବାର, ଦକ୍ଷିଣ ରେ ତିନୋଟି ପ୍ରବେଶ ଦ୍ବାର ଏବଂ ପଶ୍ଚିମ ଦିଗ ରେ ତିନୋଟି ଦ୍ବାର ଥିଲା।

14. ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସହେି ପଥର ଉପରେ ମଷେଶାବକଙ୍କର ବାର ଜଣ ପ୍ ରରେିତଙ୍କର ନାମ ଲଖାଯାେଇଥିଲା।

15. ମାେ ସହିତ କଥାବାର୍ତ୍ତା ହେଉଥିବା ସ୍ବର୍ଗଦୂତଙ୍କ ହାତ ରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ବାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତ ରେ ରଖିଥିଲେ।

16. ସହେି ନଗରୀଟି ଚାରିକଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସହେି ଦୂତ ମାପଦଣ୍ଡ ରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ଯ 12,000 ଷ୍ଟାଡ଼ିଆ ଥିଲା।

17. ସେ ଦୂତ କାନ୍ଥର ଉଚ୍ଚତା ମଧ୍ଯ ମାପିଲେ ଏହା 144 ହାତ ହେଲା। ଦୂତ ମନୁଷ୍ଯମାନଙ୍କ ଦ୍ବାରା ବ୍ଯବହୃତ ମାନଦଣ୍ଡ ରେ ମାପିଥିଲେ।

18. ସହେି ନଗରୀର କାନ୍ଥ ସୂର୍ୟ୍ଯକାନ୍ତମଣି ରେ ତିଆରି ହାଇେଥିଲା। ସହେି ନଗରୀ ସ୍ବଚ୍ଛକାଚ ପରି ଉଜ୍ଜ୍ବଳ ଖାଣ୍ଟି ସୁନା ରେ ତିଆରି ହାଇେଥିଲା।

19. ନଗରୀ କାନ୍ଥର ମୂଳଦୁଆ ପଥର ରେ ବହୁମୂଲ୍ଯ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ବିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ୟ୍ଯମଣି, ଚତୁର୍ଥଟି ମରକତମଣି ଥିଲା।

20. ପଞ୍ଚମ ରେ ପୁଲକମଣି, ଷଷ୍ଠ ମଣିକ୍ଯମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମ ରେ ଫିରୋଜମଣି, ନମମ ରେ ଗୋମଦେକମଣି, ଦଶମ ରେ ଲଶୁନୀୟମଣି, ଏକାଦଶ ରେ ଇନ୍ଦ୍ରନୀଳମଣି, ଓ ଦ୍ବାଦଶ ରେ ସୁଗନ୍ଧମଣି ଖଚିତ ଥିଲା।

21. ବାରଟି ପ୍ରବେଶ ଦ୍ବାର ହେଉଛି ବାର ଗୋଟି ମୁକ୍ତ ପ୍ରେତ୍ୟକକ ପ୍ରବେଶ ଦ୍ବାର ଗୋଟିଏ ଲଖାେ ମୁକ୍ତା ରେ ତିଆରି ହାଇେଥିଲା। ନଗରର ରାଜପଥ ନିର୍ମିତ କାଚପରି, ଖାଣ୍ଟି ସୁନା ରେ ତିଆରି ହାଇେଥିଲା।

ନୂତନ ଯିରୁଶାଲମର ଗ ory ରବ

22.

23. ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।

24. ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଚାଲିବେ। ପୃଥିବୀର ରାଜାମାନେ ସମାନଙ୍କେର ଐଶ୍ବର୍ୟ୍ଯ ଏହି ନଗରୀକୁ ଦବେେ।

25. ସହେି ନଗରୀର ଦ୍ବାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସଠାେରେ କବେେ ହେଲେ ରାତି ହବେ ନାହିଁ।

26. ସହେି ନଗରକୁ ଜାତିସମୂହର ଐଶ୍ବର୍ୟ୍ଯ ଓ ମହିମା ଅଣାୟିବ।

27. କୌଣସି ଅଶୁଚି ଜିନିଷ ତା' ଭିତ ରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ୟ୍ଯ କରିବା ଲୋକ ଓ ମିଥ୍ଯା କହିବା ଲୋକ ତା' ଭିତ ରେ ପଶିପାରିବେ ନାହିଁ। ମଷେଶାବକଙ୍କ ଜୀବନପୁସ୍ତକରେ ନାମ ଲଖାେ ହାଇେଥିବା ଲୋକମାନେ ସହେି ନଗରୀ ଭିତ ରେ ପ୍ରବେଶ କରିବେ।

Bibles

Books

Chapters