ସାତ ପାତ୍ର

1.

ପ୍ରଥମ ପାତ୍ର: ଘୃଣ୍ୟ ଘା ’

2.

ଦ୍ୱିତୀୟ ପାତ୍ର: ସମୁଦ୍ର ରକ୍ତରେ ପରିଣତ ହୁଏ

3.

ତୃତୀୟ ପାତ୍ର: ଜଳ ରକ୍ତରେ ପରିଣତ ହୁଏ

4.

5. ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ବରଙ୍କୁ କହିବାର ଶୁଣିଲି :

6. ଲୋକମାନେ ଯେ ହତେୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ଯଦ୍ ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସମାନଙ୍କେୁ ରକ୍ତପାତ କରିବାକୁ ଦଇେଛ। ସମାନେେ ଏହା ହିଁ ପାଇବାକୁ ଯୋଗ୍ଯ।

7. ମୁଁ ବଦେୀକୁ ଏହା କହିବାର ଶୁଣିଲି,

ଚତୁର୍ଥ ପାତ୍ର: ପୁରୁଷମାନେ ଜଳି ଯାଇଛନ୍ତି

8.

9. ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସମାନେେ ପରମେଶ୍ବରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କବଳେ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସମାନେେ ସମାନଙ୍କେର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ବରଙ୍କ ମହିମା ଗାନ ଦେଲେ ନାହିଁ।

ପଞ୍ଚମ ପାତ୍ର: ଅନ୍ଧକାର ଏବଂ ଯନ୍ତ୍ରଣା

10.

11. ସମାନେେ ତାହାଙ୍କ ୟନ୍ତ୍ରଣା ଓ ଘା ସକାେଶ ସ୍ବର୍ଗ ରେ ଥିବା ପରମେଶ୍ବରଙ୍କର ନିନ୍ଦା କଲେ। କିନ୍ତୁ ସମାନେେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।

ଷଷ୍ଠ ପାତ୍ର: ଫରାତ୍ ଶୁଖିଗଲା

12.

13. ତା'ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସମାନେେ ବେଙ୍ଗ ପରି ଦଖାଯାେଉଥିଲେ। ସମାନେେ ସହେି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ଯଦ୍ ବକ୍ତା ମୁଖରୁ ବାହାରି ଆସିଲେ

14. ସମାନେେ ଭୂତର ଆତ୍ମା ଓ ସମାନଙ୍କେର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିବାର କ୍ଷମତା ଥିଲା। ସମାନେେ ସର୍ବଶକ୍ତିମାନ ପରମେଶ୍ବରଙ୍କ ମହାଦିନର ୟୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସମାନଙ୍କେ ପାଖକୁ ଯାଆନ୍ତି।

15. ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।

16. ସହେି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷା ରେ କୁହା ଯାଉଥିବା 'ହର୍ମିଗିଦ୍ଦୋନ୍' ନାମକ ସ୍ଥାନ ରେ ଏକାଠି କଲେ।

ସପ୍ତମ ପାତ୍ର: ପୃଥିବୀ ସଂପୂର୍ଣ୍ଣ ଭାବରେ କମ୍ପିତ

17.

18. ତା'ପରେ ସଠାେରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ଯ ଇତିହାସ ରେ କବେେ ହାଇେ ନ ଥିଲା।

19. ମହାନଗରୀ ତିନି ଭାଗ ରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହାଇଗେଲା। ପରମେଶ୍ବର ମହାନଗରୀ ବାବିଲୋନକୁ ଦଣ୍ଡ ଦବୋପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କୋରଧରୂପ ମଦିରାପାତ୍ରରୁ ପାନ କରାଇଲେ।

20. ପ୍ରେତ୍ୟକକ ଦ୍ବୀପ ଉଭଇେ ଗଲା ଓ ସଠାେରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ।

21. ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରେତ୍ୟକକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସହେି କୁଆପଥର ମହାମାରୀ ପାଇଁ ପରମେଶ୍ବରଙ୍କୁ ନିନ୍ଦା କଲେ। ଏହି କ୍ଲେଶ ଅତି ଭୟାନକ ଥିଲା।

Bibles

Books

Chapters