ଦୁଇ ସାକ୍ଷୀ

1. ତା'ପରେ ମାେତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମାେତେ କୁହାଗଲା, ଯାଅ ପରମେଶ୍ବରଙ୍କର ମନ୍ଦିର, ବଦେୀକୁ ମାପ, ଏବଂ ସଠାେରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ଯା ଗଣନା କର।

2. କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।

3. ମୁଁ ମାରଦେୁଇ ସାକ୍ଷୀଙ୍କୁ କ୍ଷମତା ଦବେି। ସମାନେେ 1260 ଦିନ ପର୍ୟ୍ଯନ୍ତ ଅଖା ପିନ୍ଧି ଭବିଷ୍ଯଦ୍ ବାଣୀ କହିବେ।

4. ଏହି ଦୁଇ ସାକ୍ଷୀ ହେଉଛନ୍ତି, ପୃଥିବୀ ରେ ପ୍ରଭୁଙ୍କ ସମ୍ମୁଖ ରେ ଠିଆ ହାଇେଥିବା ଦୁଇ ବୀଜ ବୃକ୍ଷ ଓ ଦୁଇ ଦୀପରୁଖା।

5. ଯଦି କହେି ସମାନଙ୍କେର କ୍ଷତି କରିବାକୁ ଚା ହେଁ, ତା' ହେଲ ସମାନଙ୍କେର ମୁହଁରୁ ବାହାରୁଥିବା ଅଗ୍ନି ସମାନଙ୍କେୁ ଧ୍ବଂସ କରିବ। ଯଦି କୌଣସି ଲୋକ ସମାନଙ୍କେର କ୍ଷତି କରିବାକୁ ଚେଷ୍ଟା କରେ, ସେ ଏହିପରିଭାବେ ମୃତ୍ଯୁ ଭୋଗ କରିବ।

6. ଏହି ଦୁଇଜଣ ଭବିଷ୍ଯଦ୍ ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସମାନଙ୍କେର କ୍ଷମତା ଅଛି। ଜଳକୁ ରକ୍ତ ରେ ପରିଣତ କରିବାର କ୍ଷମତା ସମାନଙ୍କେର ଅଛି। ପୃଥିବୀକୁ ପ୍ରେତ୍ୟକକ ପ୍ରକାରର ମହାମାରୀ ଦ୍ବାରା କଷ୍ଟ ଦବୋର କ୍ଷମତା ସମାନଙ୍କେର ଅଛି। ସମାନେେ ସମାନଙ୍କେର ନିଜ ଇଚ୍ଛା ଅନୁସାରେ ଯେତେଥର ଚାହିଁବେ, ସତେଥର ଏହା କରି ପାରିବେ।

ସାକ୍ଷୀମାନେ ହତ୍ୟା କଲେ

7.

8. ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତା ରେ ପଡ଼ିରହିବ। ଏହି ନଗରର ନାମ 'ସଦୋମ' ଓ 'ମିସର'। ନଗରର ନାମଗୁଡ଼ିକର ବିଶଷେ ଅର୍ଥ ରହିଛି। ଏହି ନଗର ରେ ସମାନଙ୍କେର ପ୍ରଭୁଙ୍କୁ ମଧ୍ଯ କ୍ରୁଶ ରେ ଚଢ଼ାଇ ମାରି ଦିଆଯାଇଥିଲା।

9. ସାଢ଼େ ତିନିଦିନ ପର୍ୟ୍ଯନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସମାନଙ୍କେର ଶବ ଦେଖିବେ। କିନ୍ତୁ ସମାନେେ ସମାନଙ୍କେର ସମାଧିସ୍ଥ ହବୋକୁ ଦବେେ ନାହିଁ।

10. ସମାନଙ୍କେର ମୃତ୍ଯୁ ରେ ପୃଥିବୀର ଲୋକେ ଖୁସି ହବେେ। ସମାନେେ ଭୋଜି କରିବେ ଓ ପରସ୍ପର ଭିତ ରେ ଉପହାର ଦିଆନିଆ କରିବେ। ସମାନେେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ୟନ୍ତ୍ରଣା ଦଇେଥିଲେ।

ସାକ୍ଷୀମାନେ ପୁନରୁତ୍ଥିତ ହେଲେ

11.

12. ତା'ପରେ ସହେି ଦୁଇଜଣ ସାକ୍ଷୀ ସ୍ବର୍ଗରୁ ଆସୁଥିବା ଗୋଟିଏ ଉଚ୍ଚ ସ୍ବର ଶୁଣିପାରିଲେ, ଏଠାକୁ ଉଠି ଆସ। ଏହା ଶୁଣି ଦୁଇ ଜଣ ଭବିଷ୍ଯଦ୍ ବକ୍ତା ମେଘ ଦ୍ବାରା ସ୍ବର୍ଗକୁ ଗଲେ। ଏହା ସମାନଙ୍କେର ଶତ୍ରୁମାନେ ଦେଖୁଥିଲେ।

13. ଠିକ୍ ସହେି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହାଇଗେଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସମାନେେ ସ୍ବର୍ଗର ପରମେଶ୍ବରଙ୍କୁ ଗୌରବ ଦେଲେ।

14. ଦ୍ବିତୀୟ କ୍ଲେଶ ଦୂର ହେଲା। ତୃତୀୟ କ୍ଲେଶଟି ଖୁବ୍ ଶୀଘ୍ର ଆସୁଛି।

ସପ୍ତମ ତୂରୀ: ରାଜ୍ୟ ଘୋଷିତ

15.

16. ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ବରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ବରଙ୍କ ସମ୍ମୁଖ ରେ ସମାନଙ୍କେ ସିଂହାସନ ରେ ବସନ୍ତି।

17. ସହେି ପ୍ରାଚୀନମାନେ କହିଲେ :

18. ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କୋରଧ କରିଥିଲେ, କିନ୍ତୁ ବର୍ତ୍ତମାନ ତୁମ୍ଭ କୋରଧର ସମୟ ଉପସ୍ଥିତ, ମୃତମାନଙ୍କର ବିଚାର ସମୟ ଆସିଛି ; ତୁମ୍ଭ ସବେକମାନଙ୍କୁ ଭବିଷ୍ଯତ୍ ବକ୍ତାମାନଙ୍କୁ ପୁରସ୍କାର ଦବୋର ସମୟ ଆସିଛି, ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରେତ୍ୟକକଙ୍କୁ ପୁରସ୍କାର ଦବୋର ସମୟ ଆସିଛି। ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହାଇେଛି।

19. ତା'ପରେ ସ୍ବର୍ଗ ରେ ପରମେଶ୍ବରଙ୍କ ମନ୍ଦିର ଖାଲିଗେଲା ଓ ସହେି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦଖାଗେଲା। ଏହି ପବିତ୍ର ସିନ୍ଦୁକରେ ସହେି ଚୁକ୍ତି ଥିଲା, ଯାହାକୁ ପରମେଶ୍ବର ଲୋକମାନଙ୍କୁ ଦଇେଥିଲେ। ତା'ପରେ ସଠାେରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।

Bibles

Books

Chapters