ତୂରୀ ପର୍ବରେ ଅଫର୍
1.
2. ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମଷେ ଓ ସାତାଟେି ଏକବର୍ଷୀଯ ମଷେଶାବକ ହାମବେଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
3. ଗୋଟିଏ ଷଣ୍ତ ନିମନ୍ତେ ଦେଢ ଦିନ ଓ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ଆଉ ଶସ୍ଯ ନବୈେଦ୍ଯରୂପେ ଉତ୍ସର୍ଗ ହବେ।
4. ଓ ସାତଟି ମଷେଶାବକ ମଧ୍ଯରୁ ପ୍ରତି ମଷେଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ।
5. ପୁଣି ତୁମ୍ଭର ପାପର ପ୍ରଯଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍।
6. ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।
ପ୍ରାୟଶ୍ଚିତ ଦିନ ଅଫର୍
7.
8. ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ତ, ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡିକର କୌଣସି ଖୁଣ ନଥିବ।
9. ପୁଣି ତହିଁରେ ଶସ୍ଯ ନବୈେଦ୍ଯରୂପେ ଏକ ଷଣ୍ତ ନିମନ୍ତେ ଦେଢ ହିନ ଓ ଏକ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ନବେ।
10. ଓ ସାତ ମଷେଶାବକ ମଧ୍ଯରୁ ପ୍ରତି ମଷେଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
11. ପୁଣି ପାପର୍ଥକ ବଳିରୂପେ ଏକ ଛାଗ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ପ୍ରାଯଶ୍ଚିତାର୍ଥକ ନବୈେଦ୍ଯ, ନିତ୍ଯ ହାମବେଳି ଓ ସମାନଙ୍କେର ନବୈେଦ୍ଯ ଓ ପଯେ ନବୈେଦ୍ଯ ଛାଡା ଏହିସବୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍।
ତମ୍ବୁ ପର୍ବରେ ଅର୍ପଣ
12.
13. ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ରୂପେ ତରଟେି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
14. ଶସ୍ଯ ନବୈେଦ୍ଯ ରୂପେ ପ୍ରତି ଷଣ୍ତ ପାଇଁ ଦେଢଦିନ ପ୍ରତି ଅଣ୍ତିରା ମଷେ ପାଇଁ ଏକଦିନ,
15. ଓ ପ୍ରତି ମଷେବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
16. ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ସମାନଙ୍କେର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
17. ଆଉ ଦ୍ବିତୀୟ ଦିନ ରେ, ବାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନ ଥିବା ଉଚିତ୍।
18. ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କ ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
19. ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତିତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
20. ଆଉ ଉତ୍ସବର ତୃତୀୟ ଦିନ ରେ ଏଗାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
21. ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
22. ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓପଯେ ନବୈେଦ୍ଯ ବ୍ଯତୀତ ସହେିସବୁ ତୁମ୍ଭମାନେେ ଉତ୍ସର୍ଗ କରିବ।
23. ଆଉ ଚତୁର୍ଥ ଦିନ ରେ, ଦଶଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକ କୌଣସି ଖଣ ନଥିବା ଉଚିତ୍।
24. ଓ ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
25. ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
26. ଆଉ ପଞ୍ଚମ ଦିନ ରେ ନଅଟି ଷଣ୍ତ ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହିସବୁ ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
27. ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
28. ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବା ଉଚିତ୍। ଏ ସମସ୍ତ ନିତ୍ଯ ହାମବେଳି, ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିଗୁଡିକ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍।
29. ଆଉ ପର୍ବର ଷଷ୍ଠ ଦିନ ରେ ଆଠଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।
30. ଆଉ ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
31. ପୁଣି ପାପର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
32. ଆଉ ସପ୍ତମ ଦିନ ରେ ସାତଟି ଷଣ୍ତ, ଦିଇ ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।
33. ଆଉ ଗୋବତ୍ସର, ମଷେର ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
34. ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
35. ଆଉ ଅଷ୍ଟମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବେ। ସହେିଦିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।
36. ମାତ୍ର ସଦାପ୍ରଭୁଙ୍କୁ ହାମବେଳିରୂପେ ଏକ ଷଣ୍ତ, ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୈଣସି ଖୁଣ ନଥିବ।
37. ଆଉ ଗୋବତ୍ସର, ମଷେର ଓ ମଷେବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
38. ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି, ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।
39. ତୁମ୍ଭମାନେେ ତୁମ୍ଭମାନଙ୍କର ପର୍ବଦିନ ରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହାମବେଳି ତୁମ୍ଭମାନଙ୍କ ଶସ୍ଯ ନବୈେଦ୍ଯ, ତୁମ୍ଭମାନଙ୍କ ପଯେ ନବୈେଦ୍ଯ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂୟୋଗ ବିଶଷେ ପ୍ରତିଜ୍ଞା ନବୈେଦ୍ଯ ଓ ସ୍ବେଚ୍ଛାମୂଳକ ନବୈେଦ୍ଯ ଉତ୍ସର୍ଗ କର।
40. ସଦାପ୍ରଭୁ ମାଶାଙ୍କେୁ ଯେଉଁ ସବୁ ଆଜ୍ଞା ଦଇେଥିଲେ, ମାଶାେ ସେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ କହିଲେ।