କାଦେଶରେ ମୋଶାଙ୍କ ତ୍ରୁଟି

1.

2. ସହେି ସ୍ଥାନ ରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଏକତ୍ରୀତ ହେଲେ।

3. ସହେି ଲୋକମାନେ ମାଶାଙ୍କେ ସହିତ ବିବାଦ କରି କହିଲେ, ହାୟ! ଆମ୍ଭମାନେେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ପେଛ ମରିଥାନ୍ତୁ।

4. ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଚାହୁଁଛ ଯେପରିକି ଆମ୍ଭମାନେେ ଓ ଆମ୍ଭମାନଙ୍କର ପଶୁମାନେ ଏଠା ରେ ମରିବୁ?

5. ତୁମ୍ଭମାନେେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ୟ୍ଯ ସ୍ଥାନକୁ ଆଣିଲ? ଏଠା ରେ ଶସ୍ଯ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ଯ ପାଣି ନାହିଁ।

6. ଏଥି ରେ ମାଶାେ ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ବାରକୁ ୟାଇ ମୁହଁ ମାଡି ପଡିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସମାନଙ୍କେ ପ୍ରତି ପ୍ରକାଶିତ ହେଲା।

7. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

8. ତୁମ୍ଭେ ଆଶାବାଡି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭମାନେେ ସମାନଙ୍କେ ସମ୍ମୁଖ ରେ ସହେି ଶୈଳକୁ ଜଳ ଦବୋ ପାଇଁ ଆଜ୍ଞା ଦିଅ। ତହିଁରେ ସହେି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସମାନଙ୍କେର ପଶୁଗଣଙ୍କୁ ଜଳ ପାନ କରାଇବ।

9. ତହୁଁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ତାଙ୍କ ସମ୍ମୁଖ ରେ ପଡିଥିବା ଆଶାବାଡି ନେଲେ।

10. ପୁଣି ମାଶାେ ଓ ହାରୋଣ ସହେି ଶୈଳ ସମ୍ମୁଖ ରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସମାନଙ୍କେୁ କହିଲେ, ହେ ବିଦ୍ରୋହୀଗଣ, ଦେଖ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।

11. ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।

12. ଏଥି ରେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଲୋକମାନଙ୍କ ସମ୍ମୁଖ ରେ ମାଠାେ ରେ ବିଶ୍ବାସ କଲ ନାହିଁ ଏବଂ ଲୋକମାନଙ୍କ ଆଗ ରେ ମାେତେ ପବିତ୍ର ରୂପେ ସମ୍ମାନ ଦେଲେ ନାହିଁ। ଏଣୁ ତୁମ୍ଭମାନେେ ଏହିସବୁ ଲୋକମାନଙ୍କୁ ସହେି ଦେଶ ଭିତରକୁ ନବେ ନାହିଁ, ଯାହା ମୁଁ ସମାନଙ୍କେୁ ଦଇେଛି।

13. ଏହି ସ୍ଥାନକୁ ମରୀବାଃ-ଜଳ ବୋଲି କୁହାଗଲା, କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସମାନଙ୍କେ ମଧିଅରେ ପବିତ୍ରରୂପେ ମାନ୍ଯ ହେଲେ।

ଇଦୋମ୍ ମାଧ୍ୟମରେ ପାସ୍ ପ୍ରତ୍ୟାଖ୍ୟାନ

14.

15. ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶର ରେ ଦୀର୍ଘକାଳ ବାସ କଲେ ଓ ମିଶରୀଯମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ଯବହାର କଲେ, ତାହା ତୁମ୍ଭେ ଜାଣ।

16. ସେତବେେଳେ ଆମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସାହାୟ୍ଯ ପାଇଁ ବିଳାଶ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗର ରେ ଅଛୁ।

17. ଆମ୍ଭେ ବିନଯ କରୁ ଅଛୁ, ଦୟାକରି ତୁମ୍ଭ ଦେଶ ଦଇେ ଆମ୍ଭମାନଙ୍କୁ ୟିବାକୁ ଦିଅ। ଆମ୍ଭମାନେେ ତୁମ୍ଭ ଶସ୍ଯକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦଇେ ୟିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭମାନେେ କବଳେ ରାଜପଥ ଦଇେ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ୟ୍ଯନ୍ତ ଦକ୍ଷିଣ କିମ୍ବା ବାମକୁ ୟିବୁ ନାହିଁ।

18. ପୁଣି ଇଦୋମ କହିଲେ, ତୁମ୍ଭମାନେେ ଆମ୍ଭ ଦେଶ ମଧ୍ଯ ଦଇୟିବେ ନାହିଁ, ଗଲେ ଆମ୍ଭେ ଖଡ୍ଗ ନଇେ ତୁମ୍ଭ ବିରୁଦ୍ଧ ରେ ଲଢିବା।

19. ଇଶ୍ରାୟେଲର ଲୋକମାନେ କହିଲେ, ଆମ୍ଭମାନେେ କବଳେ ତୁମ୍ଭ ସଡକ ଦଇେ ୟିବୁ। ଯଦି ଆମ୍ଭମାନେେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତବେେ ଆମ୍ଭେ ତହିଁର ମୂଲ୍ଯ ଦବେୁ, ଆମ୍ଭମାନେେ କବଳେ ତୁମ୍ଭ ଦେଶ ଦଇେ ପାଦ ରେ ୟିବୁ। ଆମ୍ଭମାନେେ ଆଉକିଛି କରିବୁ ନାହିଁ।

20. ମାତ୍ର ଇଦୋମ ପୁନର୍ବାର ଉତ୍ତର ଦେଲେ, ନା! ତା'ପରେ ଇଦୋମ ଏକ ଶକ୍ତିଶାଳୀ ସୈନ୍ଯବାହିନୀ ନଇେ ଇଶ୍ରାୟେଲ ବିରୁଦ୍ଧ ରେ ଲଢିବାକୁ ବାହାରିଲେ।

21. ଏହିପରି ଇଦୋମ ଇଶ୍ରାୟେଲକୁ ଆପଣା ସୀମା ନଇେ ୟିବାର ଅନୁମତି ଦେଲେ ନାହିଁ। ତେଣୁ ଇଶ୍ରାୟେଲ ତାଙ୍କ ନିକଟରୁ ଫରେିୟାଇ ଅନ୍ୟ ବାଟରେ ଗଲେ।

ହାରୋଣଙ୍କ ମୃତ୍ୟୁ

22. ସମସ୍ତ ଇଶ୍ରାୟେଲର ଲୋକମାନେ କାଦେଶରୁ ହାରେ ପର୍ବତକୁ ୟାତ୍ରା କଲେ।

23. ହାରେ ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତବେେଳେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,

24. ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।

25. ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିଯାସରକୁ ହାରେ ପର୍ବତ ଉପରକୁ ନଇୟୋଅ।

26. ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢିନବୋ ଉଚିତ୍ ଓ ତା'ର ପୁତ୍ର ଇଲିଯାସରକୁ ସଗେୁଡିକ ପିନ୍ଧାଇ ଦବୋ ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ୟିବ।

27. ତହୁଁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମାଶାେ ହାରୋଣ ଓ ଇଲିଯାଶର ଇଶ୍ରାୟେଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖ ରେ ହାରେ ପର୍ବତକୁ ଉଠିଲେ।

28. ମାଶାେ ହାରୋଣଙ୍କ ପବିତ୍ର ବସ୍ତ୍ର କାଢିଲେ ଓ ସଗେୁଡିକ ଇଲିଯାସରକୁ ପିନ୍ଧାଇଲେ। ତା'ପରେ ହାରୋଣ ପର୍ବତ ଉପରେ ମଲେ ଓ ତବେେ ମାଶାେ ଓ ଇଲିଯାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ।

29. ଇଶ୍ରାୟେଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ଯୁ ଜାଣିଲେ। ତେଣୁ ପ୍ରେତ୍ୟକକ ଇଶ୍ରାୟେଲୀୟ ତିରିଶ ଦିନ ପର୍ୟ୍ଯନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।

Bibles

Books

Chapters