ଯାଜକ ଓ ଲେବୀୟମାନଙ୍କର କର୍ତ୍ତବ୍ୟ

1.

2. ତୁମ୍ଭେ ଲବେୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସମାନେେ ତୁମ୍ଭ ସହିତ ୟୋଗ ଦବେେ ଓ ତୁମ୍ଭର ସାହାୟ୍ଯ କରିବେ। ଯେତବେେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ଯ ତମ୍ବୁ ସମ୍ମୁଖ ରେ ରହିବ।

3. ସମାନେେ ତୁମ୍ଭକୁ ବିବରଣୀ ଦବେେ ଓ ପବିତ୍ର ତମ୍ବୁର ରକ୍ଷାର ଦାଯିତ୍ବ ନବେେ। କିନ୍ତୁ ସମାନେେ ପବିତ୍ର ପାତ୍ର ନିକଟକୁ କିମ୍ବା ୟଜ୍ଞବଦେୀ ନିକଟକୁ ଯିବେ ନାହିଁ। ତେଣୁ ସମାନେେ ମରନ୍ତି ନାହିଁ, ତୁମ୍ଭେ ମଧ୍ଯ ନୁହଁ।

4. ସମାନେେ ତୁମ୍ଭ ସହିତ ୟୋଗ ଦଇେ ତୁମ୍ଭର ସମସ୍ତ ସବୋକର୍ମ ସହିତ ସମାଗମ ତମ୍ବୁର ରକ୍ଷଣୀଯ ଦାଯିତ୍ବ ନବେେ। ଆଉ କୌଣସି ଅନ୍ୟ ବଂଶୀଯ ଲୋକ ସମାନଙ୍କେ ନିକଟକୁ ୟିବ ନାହିଁ।

5. ପୁଣି ଇଶ୍ରାୟେଲ ଲୋକମାନଙ୍କ ପ୍ରତି ଆମ୍ଭର କୋରଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭମାନେେ ପବିତ୍ରସ୍ଥାନର ଓ ୟଜ୍ଞବଦେୀର ସୁରକ୍ଷାର ଦାଯିତ୍ବ ନବେ।

6. ଆଉ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ତୁମ୍ଭ ଭ୍ରାତୃଗଣ ଲବେୀମାନଙ୍କୁ ଗ୍ରହଣ କରିଅଛୁ। ସମାନେେ ଯେପରି ସଦାପ୍ରଭୁଙ୍କର ଓ ସମାଗମ ତମ୍ବୁର ସବୋ କରିପାରିବେ, ସମାନେେ ତୁମ୍ଭଙ୍କୁ ଉପହାର ସ୍ବରୂପ ଦେଲେ।

7. କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।

ପୁରୋହିତମାନଙ୍କ ସମର୍ଥନ ପାଇଁ ଅଫର୍

8.

9. ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡିକ ତୁମ୍ଭର ହବେ। ଏହି ଅଂଶଗୁଡିକ ଦଗ୍ଧ ହବୋ ଉଚିତ୍ ନୁହଁ ଯଥା: ସମାନଙ୍କେର ଶସ୍ଯ ନବୈେଦ୍ଯ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ଯତ ବଂଶଧରଙ୍କ ପାଇଁ।

10. ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରେତ୍ୟକକ ପୁରୁଷ ପବିତ୍ରସ୍ଥାନ ରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହବେ।

11. ଇଶ୍ରାୟେଲର ଲୋକମାନେ ସମସ୍ତ ଦୋଳନୀଯ ନବୈେଦ୍ଯର ଦାନ ମଧ୍ଯରୁ ଉତ୍ତୋଳନୀଯ ଉପହାର ଆମ୍ଭେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣଙ୍କୁ ଓ ତୁମ୍ଭର କନ୍ଯାମାନଙ୍କୁ ଅନନ୍ତକାଳୀନ ଅଧିକା ରେର୍ଥେ ଦଲେୁ। ତୁମ୍ଭ ପରିବାରର ପ୍ରେତ୍ୟକକ ବିଧିସମ୍ମତ ଶୁଚି ଲୋକ ତାହା ଭୋଜନ କରିପାରିବେ।

12. ଇଶ୍ରାୟେଲ ଲୋକମାନେ ମାେ ଉବ୍ଦେଶ୍ଯ ରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ଯ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦଲେୁ।

13. ସମାନେେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ବଫଳ ସଦାପ୍ରଭୁଙ୍କ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହବେ, ତୁମ୍ଭ ଗୃହସ୍ଥିତ ପ୍ରେତ୍ୟକକ ବିଧିସମ୍ମତ ଶୁଚି ବ୍ଯକ୍ତି ତାହା ଭୋଜନ କରିବ।

14. ଇଶ୍ରାୟେଲ ରେ ସଦାପ୍ରଭୁଙ୍କୁ ସମସ୍ତ ଉତ୍ସର୍ଗୀକୃତ ଦ୍ରବ୍ଯ ତୁମ୍ଭର ହବେ।

15. ସମାନେେ ମନୁଷ୍ଯ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସମାନେେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ଯର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍।

16. ଯେ ତବେଳେ ତୁମ୍ଭେ ଏକ ମାସର ଶିଶୁକୁ ମୁକ୍ତ କର, ତା'ର ନିରୂପିତ ମୂଲ୍ଯ ରେ ପବିତ୍ରସ୍ଥାନର କୋଡିଏ ଗରୋ ପରିମିତ ଶକେଲ ଅନୁସାରେ ପାଞ୍ଚ ଶକେଲ ରୂପା ରେ ମୁକ୍ତ କରିବ।

17. ମାତ୍ର ତୁମ୍ଭେ ଗୋରୁ କିମ୍ବା ମଷେ କିମ୍ବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ। ସମାନେେ ପବିତ୍ର, ତୁମ୍ଭେ ୟଜ୍ଞବଦେୀ ଉପରେ ସମାନଙ୍କେର ରକ୍ତ ଛିଞ୍ଚିବେ ଏବଂ ସମାନଙ୍କେର ମଦକେୁ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନବୈେଦ୍ଯ ହବେ।

18. ଆଉ ସମାନଙ୍କେର ମାଂସ, ଦୋଳନୀଯ ନବୈେଦ୍ଯାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ଏ ସମସ୍ତ ତୁମ୍ଭର ହବେ।

19. ଇଶ୍ରାୟେଲ ଲୋକମାନେ ଯେଉଁସବୁ ଦ୍ରବ୍ଯ ପବିତ୍ର କରି ଉତ୍ତୋଳନୀଯ ଉପହାରରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି, ସେ ସମସ୍ତ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ, ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ଯାଗଣକୁ ଦଲେୁ। ତୁମ୍ଭ ପାଇଁ ଓ ତୁମ୍ଭ ବଂଶପାଇଁ ଏହା ସଦାପ୍ରଭୁଙ୍କ ସାକ୍ଷାତ ରେ ଅନନ୍ତକାଳୀନ ନିଯମ।

20. ସଦାପ୍ରଭୁ ହାରୋଣଙ୍କୁ କହିଲେ, ସମାନଙ୍କେ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସମାନଙ୍କେ ମଧିଅରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।

ଲେବୀୟମାନଙ୍କ ସମର୍ଥନ ପାଇଁ ଦଶମାଂଶ

21.

22. ମାତ୍ର ଇଶ୍ରାୟେଲର ଅନ୍ୟମାନେ ସମାଗମ ତମ୍ବୁ ନିକଟକୁ ଆସିବେ ନାହିଁ। ସମାନେେ ଆସିଲେ ମରିବେ।

23. ମାତ୍ର ଲବେୀମାନେ ସମାଗମ ତମ୍ବୁର ସବୋ କରିବେ ଓ ସମାନେେ ଏଥିପାଇଁ ଦାଯୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହବେ। କିନ୍ତୁ ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଦେଶ ଅଧିକାର ପାଇବେ ନାହିଁ।

24. କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କୁ ଉତ୍ତୋଳନୀଯ ଉପହାରରୂପେ ଯେଉଁ ଏକ ଦଶମାଂସ ଉତ୍ସର୍ଗ କରନ୍ତି, ତାହା ମୁଁ ଲବେୀୟମାନଙ୍କୁ ଅଧିକାରାର୍ଥେ ଦଲେି। ଏଣୁ ମୁଁ କହିଲି, ସମାନେେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ କୌଣସି ଅଧିକାର ପାଇବେ ନାହିଁ।

ଲେବୀୟମାନଙ୍କର ଦଶମାଂଶ

25. ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

26. ଲବେୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇଶ୍ରାୟେଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦଲେୁ, ତାହା ଯେତବେେଳେ ତୁମ୍ଭେ ସମାନଙ୍କେଠାରୁ ଗ୍ରହଣ କରିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାଟେ ପାଇଥିବାର ଏକ ଦଶମାଂଶ ଉତ୍ସର୍ଗ କରିବ।

27. ଠିକ୍ ଶସ୍ଯ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହବେ।

28. ଏହିରୂପେ ତୁମ୍ଭମାନେେ ଇଶ୍ରାୟେଲ ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭମାନେେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ତୋଳନୀଯ ଉପହାର ଉତ୍ସର୍ଗ କରିବ। ସଦାପ୍ରଭୁଙ୍କୁ ଦେଉଥିବା ଉପହାର ଯାଜକ ହାରୋଣକୁ ଦବେ।

29. ଇଶ୍ରାୟେଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦବେେ, ତୁମ୍ଭମାନେେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ।

30. ମାଶାେ ଲବେୀୟମାନଙ୍କୁ କହିଲେ, ଯେତବେେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇଶ୍ରାୟେଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ଯ ଓ ଦ୍ରାକ୍ଷାରସ ତୁଲ୍ଯ ଗ୍ରହଣ କରାୟିବା ଉଚିତ୍।

31. ପୁଣି ତୁମ୍ଭମାନେେ ଓ ତୁମ୍ଭ ପରିବାର ଲୋକମାନେ ସବୁ ସ୍ଥାନ ରେ ତାହା ଭୋଜନ କରିବ। କାରଣ ତାହା ସମାଗମ ତମ୍ବୁ ରେ କରିଥିବା ସବୋକାର୍ୟ୍ଯର ପୁରସ୍କାର ଅଟେ।

32. ଆଉ ସହେି ଉତ୍ତମ ଦ୍ରବ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କଲେ। ତୁମ୍ଭମାନେେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭମାନେେ ଯେପରି ନ ମରିବ ସେଥିପାଇଁ ଇଶ୍ରାୟେଲ ଲୋକମାନଙ୍କର ପବିତ୍ର ଦ୍ରବ୍ଯ ଅପବିତ୍ର କରିବ ନାହିଁ।

Bibles

Books

Chapters