ଜଣେ ଭୂତ-ମାଲିକ ବ୍ୟକ୍ତି ସୁସ୍ଥ ହୋଇଗଲେ
1.
2. ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ ରେ ଗୋଟିଏ ଲୋକ କବର ମଧ୍ଯରୁ ବାହାରି ତାହାଙ୍କ ପାଖକୁ ଆସିଲା ା ତା' ଦହେ ରେ ଦୁଷ୍ଟାତ୍ମାଟି ପ୍ରବେଶ କରି ରହିଥିଲା।
3. ସେ ଲୋକଟି କବର ମଧିଅରେ ରହୁଥିଲା। ତାହାକୁ କହେି ହେଲେ ବାନ୍ଧି ପାରୁ ନଥିଲେ। ଏପରିକି ଶିକୁଳି ରେ ମଧ୍ଯ ତାକୁ ବାନ୍ଧି ପାରୁ ନଥିଲେ।
4. କାରଣ ତାହାକୁ ଅଧିକାଂଶ ସମୟରେ ହାତକଡି ଓ ବଡେି ଦ୍ବାରା ବାନ୍ଧି ଦିଆଯାଉଥିଲା। କିନ୍ତୁ ସେ ହାତକଡିକୁ ଛିଣ୍ଡାଇ ଖାଲିେ ଦେଉଥିଲା ଓ ଶିକୁଳିକୁ ଖଣ୍ଡ-ଖଣ୍ଡ କରି ଛିଣ୍ଡାଇ ଦେଉଥିଲା। କହେି ହେଲେ ତାକୁ ନିୟନ୍ତ୍ରିତ କରିପାରୁ ନ ଥିଲେ।
5. ସେ ଦିନରାତି ସଦା ବେଳେ କବର ଓ ପାହାଡ ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥର ରେ କ୍ଷତ ବିକ୍ଷତ କରି ପକାଉଥିଲା।
6. ଲୋକଟି ଯୀଶୁଙ୍କୁ ଦୂରରୁ ଦେଖି ତାହାଙ୍କ ପାଖକୁ ଧାଇଁ ଆସିଲା ଓ ପ୍ରଣାମ କରି ତାହାଙ୍କ ଆଗ ରେ ପଡିଗଲା।
7. ଯୀଶୁ ଲହେି ଲୋକକୁ କହିଲେ, ରେ ଦୁଷ୍ଟାତ୍ମା, ଏହି ଲୋକ ଦହରେୁ ବାହାରି ଆ।
8. ଯୀଶୁ ଏପରି କରିବା ଦ୍ବାରା ସହେି ଲୋକ ବଡ ପାଟି ରେ ଚିତ୍କାର କରି କହିଲା, ସବୁଠାରୁ ମହାନ ପରମେଶ୍ବରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମାେ ଠାରୁ କ'ଣ ଚାହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମାେତେ ହଇରାଣ କରନାହିଁ।
9. ଯୀଶୁ ତାକୁ ପଚାରିଲେ, ତୁମ୍ଭ ନାମ କ'ଣ?
10. ସହେି ଦୁଷ୍ଟାଚ୍ମାମାନେ ବାରମ୍ବାର କାକୁତି ମିନତି ହାଇେ ଭିକ୍ଷା ମାଗିଲେ ଯେ ସେ ସମାନଙ୍କେୁ ସହେି ଅଞ୍ଚଳର ବାହାରକୁ ପଠଇେ ନ ଦିଅନ୍ତୁ।
11. ସହେି ପାହାଡ କଡ ରେ ସେତବେେଳେ ଘୁଷୁରିଙ୍କର ଗୋଟିଏ ବଡ ପଲ ଚରୁଥିଲା।
12. ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠଇେ ଦିଅ, ତାହାଲେ ଆମ୍ଭେ ସମାନଙ୍କେ ଦହେ ଭିତ ରେ ପ୍ରବେଶ କରିୟିବୁ।
13. ଯୀଶୁ ସମାନଙ୍କେୁ ଏପରି କରିବାକୁ ଅନୁମତି ଦଇେ ଦେଲେ। ତା'ପରେ ଦୁଷ୍ଟାତ୍ମାମାନେ ସହେି ଲୋକଟି ଦହରେୁ ବାହାରି ଘୁଷୁରିମାନଙ୍କ ଦହେ ରେ ପଶିଗଲେ। ସହେି ଘୁଷୁରି ପଲ ରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ କଡକୁ ଖୁବ୍ ବଗେ ରେ ଧାଇଁଲେ ଓ ହ୍ରଦ ଭିତ ରେ ପଡି ଗଲେ। ସବୁତକ ଘୁଷୁରି ପାଣି ରେ ବୁଡିଗଲେ।
14. ଘୁଷୁରି ପଲର ଜଗୁଆଳମାନେ ପଳଇେ ଯାଇ ସହର ରେ ଏହି ଘଟଣା ବିଷୟ ରେ କହିଲେ। ଲୋକେ କ'ଣ ଘଟିଛି ବୋଲି ଦେଖିବାକୁ ଆସିଲେ।
15. ସମାନେେ ଯୀଶୁଙ୍କ ପାଖ ରେ ପହଞ୍ଚି ଦେଖିଲେ ଯାହା ଦହେ ରେ ବାହିନୀଭୂତ ପ୍ରବେଶ କରିଥିଲା, ସେ ଲୋକଟି ଲୁଗାପଟା ପିନ୍ଧି ଭଲ ଭାବରେ ବସିଛି। ତାହାର ମନ ଭଲ ହାଇେ ଯାଇଛି। ଏହା ଦେଖି ସମାନେେ ଭୟଭୀତ ହେଲେ।
16. ସଠାେରେ କେତକେ ଲୋକ ଥିଲେ, ଯେଉଁମାନେ ଯୀଶୁଙ୍କ କାର୍ୟ୍ଯ ଦେଖିଥିଲେ। ସମାନେେ ଅନ୍ୟ ଲୋକମାନଙ୍କ ଆଗ ରେ ଦୁଷ୍ଟାତ୍ମା ଭୂତଗ୍ରସ୍ତ ଲୋକଟିର ଓ ଘୁଷୁରିମାନଙ୍କର କ'ଣ ହେଲା, ସେ ସବୁ ବର୍ଣ୍ଣନା କଲେ।
17. ତା'ପରେ ସେ ଲୋକମାନେ ଯୀଶୁଙ୍କୁ ସେ ଅଞ୍ଚଳ ଛାଡି ଚାଲିୟିବାକୁ ଅନୁରୋଧ କଲେ।
18. ଯୀଶୁ ଡଙ୍ଗା ରେ ବସି ଚାଲି ୟିବାକୁ ପ୍ରସ୍ତୁତ ହେଲେ। ୟିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ବାରା ଆକ୍ରାନ୍ତ ହାଇେଥିଲା, ସେ ଯୀଶୁଙ୍କ ସହିତ ୟିବାକୁ ତାହାଙ୍କୁ ଅନୁ ରୋଧ କଲା।
19. କିନ୍ତୁ ଯୀଶୁ ତାହାକୁ ଯୀବାପାଇଁ ଅନୁମତି ଦେଲେ ନାହିଁ। ଯୀଶୁ କହିଲେ, ତୁମ୍ଭେ ତୁମ୍ଭର ଘରକୁ, ଆତ୍ମୀୟ -ସ୍ବଜନଙ୍କ ପାଖକୁ ଯାଅ। ପ୍ରଭୁ ତୁମ୍ଭ ପାଇଁ ଯାହା କରିଛନ୍ତି, ସେ ସମସ୍ତ କଥା ସମାନଙ୍କେୁ କୁହ। ସମାନଙ୍କେୁ କୁହ ଯେ ପ୍ରଭୁ ତୁମ୍ଭକୁ ଦୟା କରିଛନ୍ତି।
20. ତେଣୁ ସେ ଚାଲିଗଲା ଓ ଦକୋପଲି ଅଞ୍ଚଳର ଲୋକଙ୍କୁ କହିବାକୁ ଲାଗିଲା ଯେ ଯୀଶୁ କିପରି ତା ପାଇଁ କେତେ ବଡ କାମ କରିଛନ୍ତି। ସମସ୍ତ ଲୋକ ଏ କଥା ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।
ଜଣେ Girl ିଅ ଜୀବନରେ ପୁନ ored ସ୍ଥାପିତ ହେଲା ଏବଂ ଜଣେ ମହିଳା ସୁସ୍ଥ ହେଲେ
21.
22. ଯୀହୂଦୀ ସମାଜଗୃହର ଜଣେ ଅଧିକାରୀ ସଠାେକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ ରେ ତାହାଙ୍କ ପାଦ ତଳେ ପଡିଗଲେ।
23. ସେ କାକୁତି ମିନତି ହାଇେ ଯୀଶୁଙ୍କୁ ଭିକ୍ଷା ମାଗିଲେ, ମାରେ େଛାଟ ଝିଅ ମରିବା ଉପରେ। ଦୟା କରି ଆପଣ ଆସି ତା' ଉପରେ ହାତ ରଖନ୍ତୁ, ତା ହେଲେ ସେ ସୁସ୍ଥ ହାଇଯେିବ ଓ ଜୀବନ ପାଇବ।
24. ଯୀଶୁ ଯାଈରସଙ୍କ ସାଥୀ ରେ ବାହାରିଲେ। ଅନକେ ଲୋକ ଯୀଶୁଙ୍କ ପେଛ ପେଛ ଗଲେ। ଭିଡ ହାଇେଥିବା ୟୋଗୁ ଲୋକେ ଯୀଶୁଙ୍କ ଆଡକୁ ମାଡି ଆସୁ ଥିଲେ।
25. ସଠାେରେ ଲୋକଙ୍କ ଭିତ ରେ ଜଣେ ସ୍ତ୍ରୀ ଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା।
26. ଅନକେ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହାଇେ ପଡିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା'ର ସମସ୍ତ ଟଙ୍କା ଖର୍ଚ୍ଚ ହାଇେ ଯାଇଥିଲା। ତଥାପି ତା'ର ସ୍ବାସ୍ଥ୍ଯ ରେ କୌଣସି ଉନ୍ନତି ଘଟୁ ନଥିଲା। ବରଂ ତା'ର ଦହେ ଅତ୍ଯଧିକ ଖରାପ ହାଇେ ଯାଉଥିଲା।
27. ସହେି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟ ରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁ ଦଲୋ।
28. ସେ ମନମେନେ ହୁଥିଲା, ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତବେେ ଭଲ ହଇୟିବେି।
29. ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ ରେ ତାର ରକ୍ତସ୍ରାବ ବନ୍ଦ ହାଇଗେଲା ଓ ତାର ଶରୀର ରେ ରୋଗ ଭଲ ହାଇଗେଲା ବୋଲି ସେ ଅନୁଭବ କଲା।
30. ସହେି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କ ଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡି ପଚାରିଲେ, ମାରେ ବସ୍ତ୍ର କିଏ ଛୁଇଁଲା।
31. ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଏଠା ରେ ତ ଅନକେ ଲୋକ ଆପଣଙ୍କ ଆଡକୁ ଠଲେି ହାଇେ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, ମାେତେ କିଏ ଛୁଇଁଲା?
32. କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଚାରିଆଡକୁ ଦେଖିବାକୁ ଲାଗିଲେ।
33. ସହେି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହାଇଯୋଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡିଗଲା। ସେ ଭୟ ରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା।
34. ଯୀଶୁ ତାକୁ କହିଲେ, ଆଗୋ ନାରୀ; ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ଶାନ୍ତି ରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।
35. ଯୀଶୁ ସଠାେରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜ ଗୃହର ଅଧିକାରୀ ଯାଈରସଙ୍କ ଘରୁ କେତକେ ଲୋକ ଆସି ତାହାଙ୍କୁ କହିଲେ, ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ(ଯୀଶୁ)ଙ୍କୁ ଅଯଥା ରେ ଆଉ କାହିଁକି ହଇରାଣ କରିବ?
36. କିନ୍ତୁ ଯୀଶୁ ସମାନଙ୍କେ କଥା ଶୁଣିସାରି ଯୀହୂଦୀ ସମାଜ ଗୃହର ଅଧିକାରୀଙ୍କୁ କହିଲେ, ଭୟ କର ନାହିଁ, କବଳେ ବିଶ୍ବାସ କର।
37. ତା'ପରେ ସେ ସମସ୍ତଙ୍କୁ ଛାଡି କବଳେ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ।
38. ସମାନେେ ଯିହୂଦୀ ସମାଜ ଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସଠାେରେ ଲୋକମାନଙ୍କୁ ଉଚ୍ଚ ସ୍ବର ରେ ବିଳାପ କରୁଥିବାର ଦେଖିଲେ। ସଠାେରେ ବହୁତ କୋଳାହଳ ହେଉଥିଲା।
39. ଯୀଶୁ ଘର ଭିତ ରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କବଳେ ଶୋଇ ଯାଇଛି।
40. ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ। କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠଇେ ଦେଲେ। କବଳେ ପିଲାଟିର ବାପା-ମାଆ ଓ ତାହାଙ୍କ ସହିତ ଆସିଥିବା ଶିଷ୍ଯମାନଙ୍କୁ ସାଙ୍ଗ ରେ ନଇେ ପିଲାଟି ଯେଉଁ କଠାେରୀ ରେ ଥିଲା, ସହେି କଠାେରୀକୁ ଗଲେ।
41. ତା'ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, ଟଲିଥା, କୂମ୍ ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଚାଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା।
42. ତା'ର ବାପା-ମାଆ ଓ ଶିଷ୍ଯମାନେ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ।
43. ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଆଙ୍କୁ ଦୃଢ ଭାବରେ ନିର୍ଦ୍ଦେଶ ଦେଲେ। ତା ପରେ ଯୀଶୁ ଝିଅଟିର ବାପା-ମାଆଙ୍କୁ ଝିଅକୁ କିଛି ଖାଇବାକୁ ଦବୋକୁ କହିଲେ।