ବୁଣିବାର ଦୃଷ୍ଟାନ୍ତ

1.

2. ଯୀଶୁ ଡଙ୍ଗା ରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସମାନଙ୍କେୁ ଉପଦେଶ ଦବୋ ପାଇଁ ଅନକଗେୁଡିଏ ଦୃଷ୍ଟାନ୍ତ ଦେଲେ। ତାହାଙ୍କ ଶିକ୍ଷା ରେ ସେ କହିଲେ,

3. ଶୁଣ; ଜଣେ ଚାଷୀ ବୀଜ ବୁଣିବାକୁ ବାହାରିଲା।

4. ଯେତବେେଳେ ଚାଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତା ରେ ପଡିଗଲା। ପକ୍ଷୀମାନେ ଆସି ସତକେ ଖାଇ ଦେଲେ।

5. ଆଉ କିଛି ବୀଜ ପଥୁରିଆ ଜମି ରେ ପଡିଗଲା। ସେ ଜମି ରେ ୟଥେଷ୍ଟ ମାଟି ନଥିଲା। ୟଥେଷ୍ଟ ମାଚି ନଥିବାରୁ ସେ ବୀଜଗୁଡିକ ଅତି ଶୀଘ୍ର ଗଜା ହାଇଗେଲା।

6. କିନ୍ତୁ ସୂର୍ୟ୍ଯ ଆକାଶ ରେ ଉଠିବା ପରପରେେ ଉତ୍ତାପ ହତେୁ ଗଜାଗୁଡିକ ଜଳି ଗଲା। ମାଟି ଭିତରକୁ ଚରେ ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଚାରାଗୁଡିକ ଶୁଖି ଗଲା।

7. କିଛି ବୀଜ କଣ୍ଟାବୁଦାଗୁଡିକ ଭିତ ରେ ପଡିଗଲା। କଣ୍ଟାବୁଦାଗୁଡିକ ବଢୁ ଥିଲା, ତେଣୁ କଣ୍ଟାବୁଦା ଗୁଡିକ ଗଛଚାରାଗୁଡିକୁ ଚାପି ଦଲୋ, ତା' ଫଳ ରେ ସଗେୁଡିକ ଭଲ ଭାବରେ ବଢି ପାରିଲାନାହିଁ। ତେଣୁ ସେଥି ରେ ଫଳ ଫଳିଲା ନାହିଁ

8. କେତକେ ବୀଜ ଭଲ ମାଟି ରେ ପଡିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢିଲା ଓ ଫଳ ଫଳିଲା କେତକେ ଗଛ ରେ ତିରିଶଗୁଣ ବା ଷାଠିଏଗୁଣ ବା ଏପରିକି କେତକେ ଗଛ ରେ ଶ ହଗେୁଣ ପର୍ୟ୍ଯନ୍ତ ଫଳ ଫଳିଲା।

9. ତା'ପରେ ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ୟିଏ ଶୁଣୁଛି, ଶୁଣୁ।

ଦୃଷ୍ଟାନ୍ତଗୁଡ଼ିକର ଉଦ୍ଦେଶ୍ୟ

10.

11. ଯୀଶୁ କ ହେଲେ, କବଳେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ନିଗୁଢ ତତ୍ତ୍ବ ବୁଝି ପାରିବା ପାଇଁ ଶକ୍ତି ଦିଆ ଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ଯମ ରେ ସବୁକଥା କହୁଛି।

12. ମୁଁ ଏପରି କରେ କାରଣ:

ବୁଣିବାର ଦୃଷ୍ଟାନ୍ତ ବ୍ୟାଖ୍ୟା କରାଯାଇଛି

13.

14. ଚାଷୀଟି ଲୋକମାନଙ୍କ ମନ ମଧିଅରେ ପରମେଶ୍ବରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି।

15. େ ବେଳବେଳେ ବାକ୍ଯ ରାସ୍ତା ରେ ପଡି ଯାଏ। କେତକେ ଲକେ ଏହି ରାସ୍ତା ଭଳି, ସହେି ଲୋକମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସମାନଙ୍କେ ମଧିଅରେ ବୁଣ ଯାଇ ଥିବା ବାକ୍ଯକୁ ନଇେ ଯାଏ।

16. ଆଉ କେତକେ ଲୋକ ପଥୁରିଆ ଜମି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦ ରେ ତାହା ଗ୍ରହଣ କରି ନିଅନ୍ତି।

17. କିନ୍ତୁ ତାହାର ଚରେ ତାହାଙ୍କ ହୃଦୟର ଗଭୀରତା ରେ ପ୍ରବେଶ କରି ପା ରେ ନାହିଁ। କବଳେ କିଛି କ୍ଷଣ ପାଇଁ ସମାନେେ ବାକ୍ଯକୁ ଧରି ରଖନ୍ତି। ପରେ ଯେତବେେଳେ ବାକ୍ଯ ୟୋଗୁ ବିପଦ ଆ ସେ ବା ସମାନେେ ନିର୍ୟ୍ଯାତିତ ହୁଅନ୍ତି, ସେତବେେଳେ ସମାନେେ ତୁରନ୍ତ ବିଶ୍ବାସ ପରିତ୍ଯାଗ କରନ୍ତି।

18. ଆଉ କେତକେ ଲୋକ କଣ୍ଟାବୁଦାଗୁଡିକରେ ପଡି ଯାଇଥିବା ବୀଜ ଭଳି। ଏମାନେ ବାକ୍ଯ ଶୁଣନ୍ତି।

19. କିନ୍ତୁ ତାହାଙ୍କ ମନ ରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମାହେ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆ ସେ ଓ ସଗେୁଡିକ ବାକ୍ଯକୁ ଚାପି ପକାଏ। ଫଳ ରେ ତାହା ସମାନଙ୍କେ ଜୀବନ ରେ ଫଳହୀନ ହୁଏ।

20. କେତକେ ଲୋକ ଭଲମାଟି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯକୁ ଶୁଣନ୍ତି ଓ ତା ହେ ଗ୍ରହଣ କରନ୍ତି। ତା'ପରେ ସମାନେେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା େ ବେଳବେଳେ ତିରିଶ ଗୁଣ, ଷାଠିଏ ଗୁଣ ବା ଶ ହେ ଗୁଣ ପର୍ୟ୍ଯନ୍ତ ଫଳ ଦଇେଥାଏ।

ଏକ ଟୋକେଇ ତଳେ ଆଲୋକ

21.

22. ତବେେ ଯାହା କିଛି ଲୁଚି ରହିଛି, ତାହା ସ୍ପଷ୍ଟ ହାଇୟିବେ। ଯା ହେ କିଛି ରହସ୍ଯ ହାଇେ ରହିଛି, ତାହା ପ୍ରକାଶ ପାଇବ।

23. ମାେତେ ଶୁଣିଥିବା ଲୋକମାନେ ଶୁଣନ୍ତୁ।

24. ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହାଇେ ବିଚାର କରା ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ବର ତୁମ୍ଭକୁ ଠିକ୍ ସହେିଭଳି ଭାବରେ ଦବେେ। ବରଂ ପରମେଶ୍ବର ତୁମ୍ଭକୁ ଆହୁରି ଅଧିକ ଦବେେ।

25. ଯାହା ପାଖ ରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆୟିବ। କିନ୍ତୁ ଯାହା ପାଖ ରେ ଖୁବ୍ କମ୍ ଅଛି, ତାହା ମଧ୍ଯ ସେ ହ ରଇେ ବସିବ।

ବ the ୁଥିବା ବୀଜର ଦୃଷ୍ଟାନ୍ତ

26.

27. ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।

28. କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,

29. ଯେତବେେଳେ ଶସ୍ଯ ପାଚିଯାଏ, ସେତବେେଳେ ସହେି ଲୋକ ଦାଆ ନଇେ ତାକୁ କାଟେ। କାରଣ ଏହାହିଁ ଅମଳ କରିବାର ଉପୟୁକ୍ତ ସମୟ।

ସୋରିଷ ବୀଜର ଦୃଷ୍ଟାନ୍ତ

30.

31. ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ସୋରି। ଦାନା ଭଳି। ଏହି ସୋରି। ଦାନା, ତୁମ୍ଭେ ଜମି ରେ ବୁଣୁଥିବା ବୀଜଗୁଡିକ ଭିତ ରେ ସବୁଠାରୁ ଛଟେ।

32. କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।

ଯୀଶୁଙ୍କ ଦୃଷ୍ଟାନ୍ତଗୁଡ଼ିକର ବ୍ୟବହାର

33.

34. ଯୀଶୁ ଲୋକଙ୍କୁ ଉପଦେଶ ଦଲୋ ବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରଯୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ଯମାନେ ଏକୁଟିଆ ଥିବା ବେଳେ, ଯୀଶୁ ସମାନଙ୍କେୁ ସବୁଗୁଡିକର ଅର୍ଥ ସ୍ପଷ୍ଟ ଭାବରେ ବୁଝଇେ ଦେଉଥିଲେ।

ପବନ ଏବଂ ତରଙ୍ଗ ଯୀଶୁଙ୍କ କଥା ମାନ

35.

36. ତେଣୁ ସମାନେେ ସବୁ ଲୋକଙ୍କୁ ସଠାେରେ ଛାଡି ଦେଲେ। ଯେଉଁ ଡଙ୍ଗା ରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ଯମାନେ ମଧ୍ଯ ଯାଇ ସେଥି ରେ ବସିଲେ। ସଠାେରେ ଅନ୍ୟ ଡଙ୍ଗାଗୁଡିକ ମଧ୍ଯ ଥିଲା।

37. ତା'ପରେ ହ୍ରଦ ରେ ଗୋଟିଏ ଭୟଙ୍କର ଝଡ ସୃଷ୍ଟି ହେଲା। ଡଙ୍ଗା ଆଡକୁ ଢେଉ ମାଡି ଆସିଲା। ଡଙ୍ଗା ରେ ପାଣି ପ୍ରାୟ ଭର୍ତ୍ତି ହାଇଗେଲା।

38. ଯୀଶୁ ଡଙ୍ଗା ଭିତ ରେ ପଛ ମଙ୍ଗ ରେ ଗୋଟିଏ ତକିଆ ରେ ମୁଣ୍ଡ ଦଇେ ଶାଇେ ପଡିଥିଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସମାନେେ କହିଲେ, ଗୁରୁ, ତୁମ୍ଭେ କ'ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡିୟିବା।

39. ଯୀଶୁ ଉଠି ପଡିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, ଶାନ୍ତ ହୁଅ, ସ୍ଥିର ହୁଅ। ତା'ପରେ ଝଡ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା।

40. ତା'ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ କାହିଁକି ଭୟ କରୁଛ? ଏ ପର୍ୟ୍ଯନ୍ତ କ'ଣ ତୁମ୍ଭମାନଙ୍କର ବିଶ୍ବାସ ହାଇନୋହିଁ?

41. ସମାନେେ କିନ୍ତୁ ବହୁତ ଡରି ଯାଇଥିଲେ। ସମାନେେ ନିଜ ଭିତ ରେ ପଚରା ଉଚରା ହେଲେ, ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ଯ ତାହାଙ୍କୁ ମାନୁଛନ୍ତି।

Bibles

Books

Chapters