ବିଶ୍ରାମବାରରେ ଆରୋଗ୍ୟ

1.

2. ସଠାେରେ କେତକେ ଲୋକ ଜଗି ରହିଥିଲେ ଯେ ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସ ରେ ସୁସ୍ଥ କରି ଦବେେ, ତବେେ ସମାନେେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।

3. ଯୀଶୁ ସଠାେରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, ଏଠା ରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।

4. ତା'ପରେ ଯୀଶୁ ଲୋକମାନଙ୍କୁ ପଚାରିଲେ, ବିଶ୍ରାମ ଦିବସ ରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣଙ୍କର ଜୀବନ ରକ୍ଷା କରବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍? କିନ୍ତୁ ସମାନେେ ନୀରବ ରହିଲେ।

5. ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ

6. ତା' ହାତ ଭଲ ହାଇଗେଲା। ତା'ପରେ ଫାରୂଶୀମାନେ ସଠାରୁେ ଚାଲି ଗଲେ ଓ ହରେୋଦୀୟ ମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡୟନ୍ତ୍ର କଲେ।

ବହୁତ ଲୋକ ଯୀଶୁଙ୍କୁ ଅନୁସରଣ କରନ୍ତି

7.

8. ୟିହୂଦା, ୟିରୂଶାଲମ, ଏଦୋମ, ୟର୍ଦ୍ଦନ ନଦୀର ଅପର ପାଶର୍‌ବ ସୋର ଓ ସୀଦୋନର ଚାରିଆଡୁ ଅନକେ ଲୋକ ମଧ୍ଯ ଆସି ପହନ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହା ସବୁ କରୁଥିଲେ, ସେ ସମସ୍ତ ଘଟଣା ସମାନେେ ଶୁଣି ସାରିଥିଲେ।

9. ଯୀଶୁ ଅନକେ ଲୋକଙ୍କୁ ଦେଖିଲେ, ଭିଡ ହାଇେ ୟିବାରୁ ଲୋକମାନେ ଯେପରି ତାହାଙ୍କ ଆଡକୁ ମାଡି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ଯମାନଙ୍କୁ ଗୋଟିଏ େଛାଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ।

10. ଯୀଶୁ ଅନକେ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡକୁ ମାଡି ଆସୁଥିଲେ।

11. କେତକେ ଲୋକଙ୍କ ଦହେ ରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତବେେଳେ ସହେି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସମାନେେ ତାହାଙ୍କ ଆଗ ରେ ପଡି ଯାଇ ଚିତ୍କାର କରି କହୁଥିଲେ, ତୁମ୍ଭେ ପରମେଶ୍ବରଙ୍କ ପୁତ୍ର।

12. କିନ୍ତୁ ଯୀଶୁ ସମାନଙ୍କେୁ ଦୃଢ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସମାନେେ ଲୋକମାନଙ୍କୁ ଯେପରି ନ କୁହନ୍ତି।

ବାରଜଣ ପ୍ରେରିତ

13.

14. ଯୀଶୁ ସମାନଙ୍କେ ମଧ୍ଯରୁ ବାରଜଣଙ୍କୁ ବାଛି ପ୍ ରରେିତ ବୋଲି ନାମିତ କଲେ। ଯୀଶୁ ଚାହୁଁଥିଲେ ଯେ ସମାନେେ ତାହାଙ୍କ ସହିତ ରହିବେ। ସେ ସମାନଙ୍କେୁ ପ୍ରଚାର ଉଦ୍ଦେଶ୍ଯ ରେ ଅନ୍ୟ ସ୍ଥାନ ଗୁଡିକୁ ପଠାଇବେ ଓ

15. ଲୋକମାନଙ୍କ ଦହରେୁ ଭୁତମାନଙ୍କୁ ତଡି ଦବୋ ପାଇଁ ସମାନଙ୍କେର ଅଧିକାର ରହିବ।

16. ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମାନେ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।

17. ଜବଦେିଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ( ଯେଉଁମାନଙ୍କୁ ସେ ବିନରେି ଗୋ୍ ଅର୍ଥାତ ମେଘ ଗର୍ଜ୍ଜନର ପୁତ୍ର ନାମ ଦେଲେ)।

18. ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ

19. ତଥା ଈଷ୍କରିଯୋଥ ଯୀହୂଦା। ଏହି ଯିହୁଦା ପରେ ପ୍ରବଞ୍ଚନ କରି ଯୀଶୁଙ୍କୁ ଶତୃ ହସ୍ତ ରେ ଅର୍ପଣ କରିଥିଲା।

ଏକ ଘର ବିଭାଜିତ ହୋଇପାରିବ ନାହିଁ

20.

21. ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସମାନେେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।

22. ୟିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, ଯୀଶୁଙ୍କ ଦହେ ରେ ବାଆଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡି ଦେଉଛନ୍ତି।

23. ତେଣୁ ଯୀଶୁ ସମାନଙ୍କେୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ବୁଝାଇଲେ, ଶୟତାନ କିପରି ଶୟତାନକୁ ତଡି ଦଇେ ପାରିବ?

24. ଯଦି କୌଣସି ରାଜ୍ଯ ନିଜ ଭିତ ରେ ୟୁଦ୍ଧ କରେ ତବେେ ତାହା ଆଉ ତିଷ୍ଟି ରହି ପାରିବନାହିଁ।

25. ଯଦି କୌଣସି ପରିବାର ନିଜ ଭିତ ରେ ଭାଗ-ଭାଗ ହାଇେ ଯାଏ, ତବେେ ସେ ପରିବାର ତିଷ୍ଟି ରହି ପାରିବନାହିଁ।

26. ସହେି ଭଳି ଯଦି ଜଣେ ଶୟତାନ ବିଭାଜିତ ହାଇେ ନିଜ ବିରୁଦ୍ଧ ରେ ଲଢଇେ କରେ, ତବେେ ସେ ମଧ୍ଯ ତିଷ୍ଠି ରହି ପାରିବନାହିଁ। ବରଂ ତାହାର ଅନ୍ତ ହାଇଯେିବ।

27. ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘ ରେ ପଶି ତାର ସମ୍ପତ୍ତି ଲୁଟି ନବୋକୁ ଚାହିଁବ, ତବେେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା'ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନଇେ ଯାଇ ପାରିବ।

କ୍ଷମାହୀନ ପାପ

28.

29. କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧ ରେ ଯେଉଁ ଲୋକ କିଛି କହିବ, ତାହାକୁ କବେେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସହେି ପାପର ଦୋଷୀ ହବେ।

30. ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠା ରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।

ଯୀଶୁଙ୍କ ମାତା ଏବଂ ଭାଇମାନେ ତାଙ୍କ ପାଇଁ ପଠାନ୍ତି

31.

32. ସେତବେେଳେ ଯୀଶୁଙ୍କ ଚାରିପଟେ ଲୋକମାନେ ଘରେି ବସିଥିଲେ। ସମାନେେ ତାହାଙ୍କୁ କହିଲେ, ତୁମ୍ଭ ମାଆ ଓ ଭାଇମାନେ ତୁମ୍ଭକୁ ବାହା ରେ ଅପେକ୍ଷା କରିଛନ୍ତି।

33. ଯୀଶୁ ପଚାରିଲେ, କିଏ ମାରେ ମାଆ? କେଉଁମାନେ ମାରେ ଭାଇ?

34. ତା'ପରେ ଯୀଶୁ ତାହାଙ୍କ ଚାରି ପାଖ ରେ ବସିଥିବା ଲୋକମାନଙ୍କ ଆଡେ ଚାହିଁଲେ। ସେ କହିଲେ, ଏ ଲୋକମାନେ ମାରେ ମାଆ ଓ ଭାଇ।

35. ଯେଉଁମାନେ ପରମେଶ୍ବରଙ୍କ ଇଛାକୁ କାର୍ୟ୍ଯକାରୀ କରନ୍ତି, ସମାନେେ ହିଁ ମାରେ ଭାଇ, ଭଉଣୀ ଓ ମାଆ।

Bibles

Books

Chapters