ବିଚାର ଏବଂ ପରିତ୍ରାଣରେ ପ୍ରଭୁ
1.
2. ଆପଣଙ୍କର ପରିଧଯେ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ଡ ରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ରପରି କାହିଁକି ?
3. ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।
4. କାରଣ ପ୍ରତି ଶାଧେର ଦିନ ଆମ୍ଭ ହୃଦଯ ରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହାଇେଅଛି।
5. ଆମ୍ଭେ ଅନାଇଲୁ, ମାତ୍ର ସାହାୟ୍ଯକାରୀ କହେି ନ ଥିଲେ। ସହାୟକ ନ ଥିବାରୁ ଆମ୍ଭେ ଆଶ୍ଚର୍ୟ୍ଯ ହେଲୁ। ଏଣୁ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।
6. ପୁଣି ଆମ୍ଭେ ନିଜର କୋର୍ଧ ରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପ ରେ ସମାନଙ୍କେୁ ମତ୍ତ କରାଇଲୁ ; ପୁଣି ଭୂମିରେ ସମାନଙ୍କେର ପ୍ରାଣର ରକ୍ତ ଢ଼ାଳି ଦଲେୁ।
ଭଗବାନଙ୍କ ଦୟା ମନେ ଅଛି
7.
8. ସଦାପ୍ରଭୁ କହିଲେ, ନିଶ୍ଚଯ ସମାନେେ ଆମ୍ଭର ଲୋକ, ଯେଉଁମାନେ ଅସତ୍ଯ ବ୍ଯବହାର କରିବେ ନାହିଁ, ସମାନେେ ଆମ୍ଭର ସନ୍ତାନ। ଏଣୁ ସେ ସମାନଙ୍କେର ତ୍ରାଣକର୍ତ୍ତା ହେଲେ।
9. ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।
10. ମାତ୍ର ସମାନେେ ସଦାପ୍ରଭୁଙ୍କ ବିପକ୍ଷ ରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ର ଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସମାନଙ୍କେର ଶତ୍ରୁ ହାଇଗେଲେ ଓ ସମାନଙ୍କେର ବିପକ୍ଷ ରେ ୟୁଦ୍ଧ କଲେ।
11. ସେତବେେଳେ ସେ ପ୍ରାଚୀନ କାଳ ଓ ମାଶାେ ଓ ନିଜର ଲୋକମାନଙ୍କୁ ସ୍ମରଣ କଲେ, ସେ ନିଜର ମଷେପାଳକମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ ଓ ସେ ୟିଏକି ସମାନଙ୍କେ ମଧିଅରେ ନିଜର ପବିତ୍ର ଆତ୍ମାକୁ ସ୍ଥାପନ କଲେ, ସେ କାହାଁନ୍ତି ?
12. ଯେ ନିଜର ଅଦ୍ଭୁତ ଶକ୍ତି ବଳ ରେ ନିଜର ଦକ୍ଷିଣ ହସ୍ତ ସାହାୟ୍ଯ ରେ ମାଶାଙ୍କେୁ ପରିଚାଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାଯୀ ନାମ ସ୍ଥାପନ ଉଦ୍ଦେଶ୍ଯ ରେ ସମାନଙ୍କେ ସମ୍ମୁଖ ରେ ଜଳକୁ ଦୁଇଭାଗ କଲେ, ସେ କାହାଁନ୍ତି ?
13. ଯେ ସମୁଦ୍ର ମଧିଅରେ ବାଟ କଢ଼ାଇ ନେଲେ ଓ ଅଶ୍ବତୁଲ୍ଯ ଗମନ କରାଇଲେ ମରୁଭୂମିରେ ୟିଏକି ଝୁଣ୍ଟିଲେ ନାହିଁ ସେ କାହାଁନ୍ତି ?
14. ଯେପରି ପଶୁପଲ ଉପତ୍ୟକାକୁ ଓହ୍ଲାଇ ୟାଆନ୍ତି ସହେିପରି ସଦାପ୍ରଭୁଙ୍କ ଆତ୍ମା ସମାନଙ୍କେୁ ବିଶ୍ରାମ କରାଇଲେ। ଏହିପରି ତୁମ୍ଭେ ନିଜ ନାମକୁ ଗୌରବାନ୍ବିତ କରିବାକୁ ନିଜ ଲୋକମାନଙ୍କୁ ଚାଳିତ କର।
ଅନୁତାପର ଏକ ପ୍ରାର୍ଥନା
15.
16. ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇଶ୍ରାୟେଲ ଯାଜକ ଆମ୍ଭମାନଙ୍କୁ ସ୍ବୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ୟ୍ଯନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।
17. ହେ ସଦାପ୍ରଭୁ, ଆମ୍ଭମାନଙ୍କୁ କାହିଁକି ତୁମ୍ଭ ପଥରୁ ବିଭ୍ରାନ୍ତ କରୁଅଛି ଓ ତୁମ୍ଭକୁ ଭୟ କରିବାକୁ ଆମ୍ଭର ଅନ୍ତଃକରଣକୁ କଠିନ କରୁଅଛ ? ନିଜର ଦାସମାନଙ୍କ ପାଇଁ ଓ ନିଜର ଅଧିକାର ସ୍ବରୂପ ଗୋଷ୍ଠୀଗଣଙ୍କ ପାଇଁ ଫରେିଆସ।
18. ତୁମ୍ଭର ପବିତ୍ର ଲୋକମାନେ ଅଳ୍ପକାଳ ପାଇଁ ତୁମ୍ଭର ମନ୍ଦିରକୁ ଅଧିକାର କଲେ ; ମାତ୍ର ଆମ୍ଭମାନଙ୍କର ବିପକ୍ଷଦଳ ତୁମ୍ଭର ସହେି ପବିତ୍ର ମନ୍ଦିରକୁ ପଦଦଳିତ କଲେ।
19. ଯେଉଁମାନଙ୍କୁ ତୁମ୍ଭେ କବେେ ଶାସନ କରି ନାହଁ ଓ ଯେଉଁମାନେ ତୁମ୍ଭ ନାମ ରେ କବେେ ଖ୍ଯାତ ହାଇେ ନ ଥିଲେ, ଦୀର୍ଘକାଳ ସହେି ଲୋକମାନଙ୍କ ପରି ଆମ୍ଭେ ହାଇେଅଛୁ।