ବାବିଲ ବିରୁଦ୍ଧରେ ଘୋଷଣା

1.

2. ପରମେଶ୍ବର କହିଲେ, ବୃକ୍ଷଲତା ଶୂନ୍ଯ ପର୍ବତ ଉପ ରେ ଏକ ଧ୍ବଜା ଟକେ। ହସ୍ତ ହଲାଇ ଲୋକମାନଙ୍କୁ ଉଚ୍ଚସ୍ବର ରେ ଡ଼ାକ। ସମାନଙ୍କେୁ କୁହ ଅଧିପତିମାନେ ପ୍ରବେଶ କରୁଥିବା ଦ୍ବାର ଦଇେ ସମାନେେ ପ୍ରବେଶ କରନ୍ତୁ।'

3. ପୁଣି ପରମେଶ୍ବର କହିଲେ,

4. ପର୍ବତମାନଙ୍କ ରେ ହେଉଥିବା କୋଳାହଳ ପ୍ରତି ଧ୍ଯାନ ଦିଅ। ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି। ବହୁ ରାଜ୍ଯର ଲୋକେ ଏକତ୍ରୀତ ହାଇେଛନ୍ତି। ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ଯବାହିନୀକୁ ଏକତ୍ରୀତ ହବୋକୁ ଆହ୍ବାନ ଦଇେଛନ୍ତି।

5. ସଦାପ୍ରଭୁ ଓ ତାଙ୍କର ଏହି ସୈନ୍ଯବାହିନୀ ବହୁଦୂର ଦେଶରୁ ଆସିବେ। ସମାନେେ ଦିଗନ୍ତ ବାହାରୁ ଆସିବେ। ଏହି ସୈନ୍ଯବାହିନୀକୁ ସଦାପ୍ରଭୁ ତାଙ୍କର ଅସ୍ତ୍ରସ୍ବରୂପ ବ୍ଯବହାର କରିବେ ଓ ତାଙ୍କ କୋରଧଭାବ ପ୍ରକାଶ କରିବେ। ଏହି ବାହିନୀ ସମଗ୍ର ଦେଶକୁ ଧ୍ବଂସ କରିବେ।'

6. ସଦାପ୍ରଭୁଙ୍କର ସ୍ବତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତବେେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ବର ସର୍ବଶକ୍ତିମାନ ଏହା ଘଟିବାକୁ ଦବେେ।

7. ଲୋକମାନେ ସମାନଙ୍କେର ସାହସ ହରାଇବେ। ଭୟ ଲୋକମାନଙ୍କୁ ଦୁର୍ବଳ କରିଦବେ।

8. ପ୍ରେତ୍ୟକକ ଲୋକ ଭୟ କରିବେ। ପ୍ରସବକାଳୀନ ସ୍ତ୍ରୀଲୋକର ବଦନୋ ପରି ସମାନଙ୍କେର ଭୟ ସମାନଙ୍କେୁ ଅନୁରୂପ ବଦନୋ ଦବେ। ସମାନଙ୍କେର ମୁଖମଣ୍ଡଳ ନିଆଁ ପରି ଲାଲ ହବେ। ଲୋକମନେ ପରସ୍ପରକୁ ଦେଖିବେ ଏବଂ ଆଶ୍ଚର୍ୟ୍ଯ ହବେେ।

9. ଦେଖ, ସଦାପ୍ରଭୁଙ୍କର ସେ ଭୟଙ୍କର ଦିବସ ଆସୁଅଛି। ପରମେଶ୍ବର ଅତ୍ଯନ୍ତ କ୍ରୁଦ୍ଧ ହବେେ ଓ ଦେଶକୁ ଧ୍ବଂସ କରିବେ। ପାପୀମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ଯ କରିବେ।

10. ସେତବେେଳେ ସ୍ବର୍ଗ ଅନ୍ଧକାରମଯ ହବେ ଓ ସୂର୍ୟ୍ଯ, ଚନ୍ଦ୍ର ଓ ତାରାଗଣ ଆଲୋକ ଦବେେ ନାହିଁ।

11. ପରମେଶ୍ବର କୁହନ୍ତି, ପୃଥିବୀ ରେ ଅମଙ୍ଗଳ ଘଟିବାର ମୁଁ କାରଣ ହବେି। ମୁଁ ମନ୍ଦାଚାରୀଙ୍କୁ ସମାନଙ୍କେର ପାପ ଲାଗି ଦଣ୍ଡ ଦବେି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦଖାେଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି।

12. ଦୁଲର୍‌ଲଭ ସୁବର୍ଣ୍ଣ ପରି ଅଳ୍ପ, କେତକେ ଉତ୍ତମ ଲୋକ ରହିବେ ଓ ସମାନେେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ବଳ ଭାବରେ ଦୀପ୍ତି ବିକାଶ କରିବେ।

13. ସଦାପ୍ରଭୁଙ୍କ କୋରଧ ରେ ଆକାଶମଣ୍ଡଳ କମ୍ପିତ ହବେ ଓ ଦିବସ ରେ ପୃଥିବୀ ସ୍ଥାନଚ୍ଯୁତ ହବେ।'

14. ଆହତ ହରିଣ ଓ ପାଳକହୀନ ମଷେପାଳକମାନଙ୍କ ପରି ବାବିଲର ଲୋକମାନେ ପଳାଯନ କରିବେ। ସମାନେେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହବେେ।

15. ମାତ୍ର ଶତ୍ରୁଗଣ ବାବିଲନୀଯଙ୍କ ପଶ୍ଚାତ୍ଧାବନ କରିବେ ଓ ଯେତବେେଳେ ସମାନଙ୍କେୁ ଧରିବେ ଖଡ୍ଗ ରେ ସମାନଙ୍କେୁ ହତ୍ଯା କରିବେ।

16. ସମାନଙ୍କେର ଗୃହମାନଙ୍କରୁ ସମସ୍ତ ଦ୍ରବ୍ଯ ଲୁଣ୍ଠିତ ହବେ। ସମାନଙ୍କେର ଭାର୍ୟ୍ଯାମାନେ ଧର୍ଷିତା ହବେେ ଓ ସମାନଙ୍କେର ଦୃଷ୍ଟି ଗୋଚର ରେ ସମାନଙ୍କେର େଛାଟ ପିଲାମାନେ ମୃତ୍ଯୁ ପର୍ୟ୍ଯନ୍ତ କୋରଡ଼ା ପାଇବେ।

17. ପରମେଶ୍ବର କୁହନ୍ତି, ବାବିଲର ବିପକ୍ଷ ରେ ଆକ୍ରମଣ ପାଇଁ ମୁଁ ମାଦୀଯମାନଙ୍କୁ ନିଯୋଜିତ କରିବି। ରେ ୗପ୍ୟ ଓ ସୁବର୍ଣ୍ଣ ଲାଞ୍ଚ ପାଇଲେ ମଧ୍ଯ ମାଦୀଯର ସୈନ୍ଯମାନେ କବେେ ଆକ୍ରମଣରୁ ନିବୃତ୍ତ ହବେେ ନାହିଁ।

18. ସହେି ସୈନ୍ଯମାନେ ବାବିଲ ଆକ୍ରମଣ କରି ତା'ର ୟୁବକମାନଙ୍କୁ ହତ୍ଯା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସମାନେେ ଦୟା ଦଖାଇବେେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହ ମାରୋର ପରି ସଂପୂର୍ଣ୍ଣ ଧ୍ବଂସ ପାଇବ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନଷ୍ଟ କରିବେ।

19. ବାବିଲୋନୀଯମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ଯ ସବୁ ରାଜ୍ଯମାନଙ୍କ ମଧିଅରେ ଅଧିକ ସୌନ୍ଦର୍ୟ୍ଯଶାଳୀ।

20. ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।

21. ସହେି ମରୁଭୂମିରେ କବଳେ କେତକେ ବନ୍ଯପ୍ରାଣୀ ବାସ କରିବେ। ବାବିଲନୀଯମାନେ ସମାନଙ୍କେ ନିଜ ଗୃହ ରେ ଆଉ ରହିବେ ନାହିଁ। ସହେି ଗୃହଗୁଡ଼ିକ ପଚୋ ଓ ଓଟପକ୍ଷୀ ବାସ କରିବେ ଏବଂ ବନ୍ଯଛାଗ ସଠାେ ରେ ନୃତ୍ଯ କରିବେ।

22. ବାବିଲର ସୁନ୍ଦର ପ୍ରାସାଦମାନଙ୍କ ରେ ଶୃଗାଳ ଓ କନ୍ଦେୁଆମାନେ ଭୁକିବେ। ବାବିଲ ସମ୍ପୂର୍ଣ୍ଣ ଧ୍ବଂସ ହବେ। ସେ ସମୟ ଖୁବ୍ ନିକଟ ଓ ମୁଁ ସେ ଧ୍ବଂସର ଦିନକୁ ଆଉ ଅଧିକ ବିଳମ୍ବ କରିବି ନାହିଁ।'

Bibles

Books

Chapters