ସିୟୋନର ଭବିଷ୍ୟତ ଗ ory ରବ
1.
2. ତା'ର ଅପାର ଆନନ୍ଦ ଉଲ୍ଲସ ନୃତ୍ଯ ଓ ଗାନ ମାଧ୍ଯମ ରେ ପ୍ରଦର୍ଶନ କରିବ। ଲିବାନୋନର ପରାକ୍ରମ, କର୍ମିଲ ଓ ଶାରୋଣର ଶାେଭା ସେ ପ୍ରାପ୍ତ ହବେ। ଏସବୁ ଘଟିବ, କାରଣ ସମାନେେ ସଦାପ୍ରଭୁଙ୍କର ମହିମା ଏବଂ ସମାନେେ ପରମେଶ୍ବରଙ୍କ ଶୋଭା ଦେଖିବେ।
3. ତୁମ୍ଭମାନେେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର।
4. ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦଇେ କୁହ, ସାହସୀ ହୁଅ, ଭୟ କର ନାହିଁ। ଦେଖ, ତୁମ୍ଭର ପରମେଶ୍ବର ବିପକ୍ଷମାନଙ୍କ ଉପ ରେ ପ୍ରତି ଶାଧେ ନବୋକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।
5. ସେତବେେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହାଇେ ଦେଖିପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣ ରେ ଶ୍ରବଣ କରିବେ।
6. ଖଞ୍ଜଲୋକ ହରିଣ ତୁଲ୍ଯ ନିଆଁ ମାରିବ ଓ ମୂକ ଆନନ୍ଦ ରେ ଗାନ କରିବ। କାରଣ ପ୍ରାନ୍ତର ରେ ଜଳ ଓ ମରୁଭୂମିରେ ଝରଣାର ଷୋର୍ତ ବାହାରିବ।
7. ମରିଚିକା ଜଳାଶଯ ହବେ। ଶୁଷ୍କ ମରୁଭୂମି ନିର୍ଝରମଯ ହବେ। ଶୃଗାଳମାନଙ୍କ ବାସ ସ୍ଥାନ ରେ ନଳ ଓ ତଣ୍ଡିବଣ ଜନ୍ମିବ।
8. ପୁଣି ସେତବେେଳେ ସଠାେ ରେ ରାଜଦଣ୍ଡ ଓ ପଥ ହବେ ଯାହାକି ପବିତ୍ରତାର ପଥ ବୋଲି ବିଖ୍ଯାତ ହବେ। ତାହା ଉପ ରେ କବଳେ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଚାରୀ ଓ ଅଜ୍ଞାନମାନେ ସେ ପଥରେ ଯିବେ ନାହିଁ।
9. ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦବୋକୁ ସଠାେ ରେ ନ ଥିବେ। ସମାନେେ ସଠାେ ରେ ଦଖାେଯିବେ ନାହିଁ। କବଳେ ମୁକ୍ତିପ୍ରାପ୍ତ ଲୋକମାନେ ତା'ଉପ ରେ ବିଚରଣ କରିବେ।
10. ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।