ଦମ୍ମେସକ ରାସ୍ତା: ଶାଉଲ ରୂପାନ୍ତରିତ
1.
2. ସେ ମହାୟାଜକଙ୍କ ପାଖକୁ ଯାଇ ଦମ୍ମସକେ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହାଦ୍ବାରା ସେ ଯେତବେେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତବେେଳେ ସମାନଙ୍କେୁ ବନ୍ଦୀ କରି ୟିରୂଶାଲମକୁ ନଇେ ଆସିପାରିବେ।
3. ସେ ଦମ୍ମସକେ ନିକଟକୁ ଆସିଲେ। ହଠାତ୍ ସ୍ବର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଚ଼ାରିପଟେ ଉଦ୍ଭାସିତ ହାଇଗେଲା।
4. ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ବର ଶୁଣିବାକୁ ପାଇଲେ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ?
5. ଶାଉଲ କହିଲେ, ପ୍ରଭୁ, ତୁମ୍ଭେ କିଏ?
6. ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।
7. ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ଆଶ୍ଚର୍ୟ୍ଯ ହାଇେ ଠିଆ ହେଲେ। ସମାନେେ ଏହି କଥା ଶୁଣିଲେ, କିନ୍ତୁ କାହାକୁ ସଠାେରେ ଦେଖିଲେ ନାହିଁ।
8. ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖିପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମସକେକୁ ନଇଗେଲେ।
9. ସେ ତିନି ଦିନ ପର୍ୟ୍ଯନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆପିଆ ମଧ୍ଯ କଲେ ନାହିଁ।
ହନନିୟ ଶାଉଲଙ୍କୁ ବାପ୍ତିଜିତ କଲେ
10.
11. ପ୍ରଭୁ ତାହାଙ୍କୁ କହିଲେ, ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ୟିହୂଦାଙ୍କ ଘ ରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ଯକ୍ତିର ସନ୍ଧାନ ନିଅ। ଯେ ହତେୁ ସେ ପ୍ରାର୍ଥନା କରୁଅଛି।
12. ଏହି ଶାଉଲ ଗୋଟିଏ ଦର୍ଶନ ଦେଖିଅଛି ଯେ, ହନନିୟ ନାମକ ଜଣେ ଲୋକ ତା' ନିକଟକୁ ଆସି, ତା' ଉପରେ ହାତ ଥୋଇ ପ୍ରାର୍ଥନା କରୁଅଛି ଓ ତାହାଦ୍ବାରା ସେ ପୁଣି ଦେଖି ପାରୁଛି।
13. ହନନିୟ ଉତ୍ତର ଦେଲେ, ପ୍ରଭୁ, ମୁଁ ବହୁତ ଲୋକଙ୍କଠାରୁ ଏହି ଲୋକ ବିଷୟ ରେ ଶୁଣିଛି। ମୁଁ ଶୁଣିଛି ଯେ, ସେ ୟିରୂଶାଲମ ରେ ଆପଣଙ୍କ ପବିତ୍ର ଲୋକମାନଙ୍କ ପ୍ରତି ବହୁତ ଅତ୍ଯାଚାର କରିଛି।
14. ଏଠା ରେ ମଧ୍ଯ ସହେି ଲୋକଟି ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପାଇ ଆପଣଙ୍କୁ ବିଶ୍ବାସ କରୁଥିବା ସମସ୍ତ ଲୋକମାନଙ୍କୁ ବନ୍ଦୀ କରିବା ପାଇଁ ଆସିଛି।
15. କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶଷେ କାର୍ୟ୍ଯ ପାଇଁ ବାଛିଛି।
16. ଅଣଯିହୂଦୀ, ରାଜା ଓ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ସେ ମାେ ନାମ ରେ ସାକ୍ଷ୍ଯ ଦବେ। ମାେ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦଇେ ୟିବାକୁ ହବେ ମୁଁ ନିଜେ ତାହାକୁ ଜଣାଇବି।
17. ତେଣୁ ହନନିୟ ୟିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, ଭାଇ ଶାଉଲ! ପ୍ରଭୁ ଯୀଶୁ ମାେତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦଇେଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖିପାରିବ ଓ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇପୋରିବ।
18. ଏହି କଥା କହିବା ସଙ୍ଗେ ସଙ୍ଗେ ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା। ସେ ଦେଖି ପାରିଲେ। ତା'ପରେ ସେ ଉଠି ବାପ୍ତିଜିତ ହେଲେ।
19. କିଛି ଖାଦ୍ୟ ଖାଇବା ପରେ ତାହାଙ୍କର ବଳ ଆସିଲା। ସେ ଦମ୍ମସକେ ନଗର ରେ ଶିଷ୍ଯମାନଙ୍କ ସହିତ କିଛି ସମୟ ରହିଲେ।
ଶାଉଲ ଖ୍ରୀଷ୍ଟଙ୍କର ପ୍ରଚାର କରନ୍ତି
20. ତା'ପରେ ଶାଉଲ ସିଧା ଯିହୂଦୀ ସମାଜଗୃହମାନଙ୍କ ରେ ପହଞ୍ଚି ସଠାେରେ ଯୀଶୁଙ୍କ ବିଷୟ ରେ ପ୍ରଚ଼ାର କଲେ। ସେ ଲୋକମାନଙ୍କୁ କହିବାକୁ ଲାଗିଲେ, ଯୀଶୁ ପରମେଶ୍ବରଙ୍କର ପୁତ୍ର ଅଟନ୍ତି।
21. ତାହାଙ୍କ କଥା ଶୁଣୁଥିବା ସମସ୍ତ ଲୋକ ଆଶ୍ଚର୍ୟ୍ଯ ହେଲେ। ସମାନେେ କହିଲେ, ଏ କ'ଣ ସହେି ଲୋକ ନୁହେଁ, ୟିଏ ଏହି ନାମ ରେ ବିଶ୍ବାସ କରିଥିବା ୟିରୂଶାଲମର ଲୋକମାନଙ୍କୁ ତାଡ଼ନା କରୁଥିଲା? ଏହି ଲୋକ କ'ଣ ସେ ନୁହେଁ, ଯେ କି ସମାନଙ୍କେୁ ବାନ୍ଧି ନଇେ ପ୍ରଧାନ ଯାଜକମାନଙ୍କ ପାଖକୁ ନଇୟିବୋ ପାଇଁ ଏଠାକୁ ଆସିଥିଲା।
22. କିନ୍ତୁ ଶାଉଲ ଅଧିକ ଶକ୍ତିଶାଳୀ ହାଇେ ଉଠିଲେ। ସେ ପ୍ରମାଣ କରି ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ତାହାଙ୍କ ପ୍ରମାଣ ସବୁ ଏତେ ଦୃଢ଼ ଥିଲା ଯେ, ଦମ୍ମସକରେ ଯିହୂଦୀମାନେ ଏ ବିଷୟ ରେ ତାହାଙ୍କ ସହିତ ୟୁକ୍ତି କରିପାରୁ ନଥିଲେ।
ଶାଉଲ ମୃତ୍ୟୁରୁ ରକ୍ଷା ପାଇଲେ
23. ଅନକେ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦବୋ ପାଇଁ ଷଡ଼ୟନ୍ତ୍ର କଲେ।
24. ଯିହୂଦୀମାନେ ତାହାଙ୍କୁ ମାରିବାପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖ ରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣିପାରିଲେ।
25. କିନ୍ତୁ ତାହାଙ୍କର ଅନୁସରଣକାରୀ ତାହାଙ୍କୁ ଦିନେ ରାତି ରେ ଟୋକଇେ ରେ ନଇେ ପାଚରେୀ ଆରପଟେ ଛାଡ଼ି ଦେଲେ।
ଶାଉଲ ଯିରୁଶାଲମରେ
26. ଶାଉଲ ୟିରୂଶାଲମ ରେ ପହଞ୍ଚି ବିଶ୍ବାସୀ ଶିଷ୍ଯମାନଙ୍କ ସହିତ ଯୋଗଦବୋ ପାଇଁ ଚେ଼ଷ୍ଟା କଲେ, କିନ୍ତୁ ସମାନେେ ସମସ୍ତେ ତାହାଙ୍କୁ ଭୟ କରୁଥିଲେ। ସେ ଯେ ପ୍ରକୃତ ରେ ଯୀଶୁଙ୍କର ଶିଷ୍ଯ ହାଇେଅଛନ୍ତି, ଏହା ଶିଷ୍ଯମାନେ ବିଶ୍ବାସ କଲେ ନାହିଁ।
27. ମାତ୍ର ବର୍ଣ୍ଣବ୍ବା, ଶାଉଲଙ୍କୁ ଗ୍ରହଣ କଲେ ଓ ତାହାଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କ ପାଖକୁ ଗଲେ। ଦମ୍ମସକେକୁ ୟିବା ବାଟରେ ଶାଉଲ କିପାରି ପ୍ରଭୁଙ୍କ ଦର୍ଶନ ପାଇଥିଲେ ଓ ପ୍ରଭୁ ତାହାଙ୍କୁ ସହ କିପରି କଥା ହେଲେ, ଏହା ପ୍ ରରେିତମାନଙ୍କୁ ବୁଝାଇ କହିଲେ। ଶାଉଲ ଦମ୍ମସକରେେ କିପରି ନିର୍ଭୀକ ଭାବରେ ଯୀଶୁଙ୍କ ନାମ ରେ ପ୍ରଚ଼ାର କରିଥିଲେ, ଏହା ସବୁ ମଧ୍ଯ ସେ ସମାନଙ୍କେୁ ବୁଝାଇ ଦେଲେ।
28. ତାପରେ ଶାଉଲ ସମାନଙ୍କେ ସହିତ ରହି, ୟିରୂଶାଲମର ପ୍ରେତ୍ୟକକ ସ୍ଥାନ ରେ ପ୍ରଭୁଙ୍କର ନାମ ରେ ସାହାସର ସହିତ ପ୍ରଚ଼ାର କଲେ।
29. ସେ ଗ୍ରୀକ୍ ଭାଷାଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ଏବଂ ବାଦାନୁବାଦ ମଧ୍ଯ କରୁଥିଲେ। କିନ୍ତୁ ସମାନେେ ତାହାଙ୍କୁ ମାରିବା ପାଇଁ ଚେ଼ଷ୍ଟା କଲେ।
30. ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇ ଦେଲେ।
ଚର୍ଚ୍ଚ ସମୃଦ୍ଧ
31.
ଏନିୟସ୍ ସୁସ୍ଥ ହୋଇଗଲେ
32.
33. ସଠାେରେ ସେ ଏନିୟ ନାମକ ଜଣେ ପକ୍ଷଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶୟ୍ଯାଶାଯୀ ଅବସ୍ଥା ରେ ପଡ଼ିଥିଲା।
34. ପିତର ତାହାକୁ କହିଲେ, ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ ରେ ସେ ଉଠିଗଲା।
35. ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫରଣେ କରି ପ୍ରଭୁଙ୍କଠା ରେ ବିଶ୍ବାସ କଲେ।
ଡର୍କାସ୍ ଜୀବନକୁ ପୁନ ored ସ୍ଥାପିତ
36.
37. ପିତର ଯେତବେେଳେ ଲୂଦ ରେ ଥିଲେ, ସେତବେେଳେ ସେ ଅସୁସ୍ଥ ହାଇେ ମରିଗଲେ। ଲୋକମାନେ ତାହାଙ୍କର ଶରୀରକୁ ଧୋଇ ଉପର ମହଲାର କୋଠରୀ ରେ ଶୁଆଇ ଦେଲେ।
38. ଯାଫୋର ବିଶ୍ବାସୀ ଶିଷ୍ଯମାନେ ଶୁଣିଲେ ଯେ, ପିତର ଲୂଦ ରେ ଅଛନ୍ତି। ଲୂଦ ଯାଫୋର ପାଖ ରେ ଥିଲା। ତେଣୁ ସମାନେେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବଦନେ କଲେ, ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।
39. ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସମାନଙ୍କେ ସହିତ ଗଲେ। ସେ ଯେତବେେଳେ ପହନ୍ଚିଲେ, ସମାନେେ ତାହାଙ୍କୁ ଉପର କଠାେରୀକୁ ନଇେ ଗଲେ। ପିତରଙ୍କ ଚ଼ାରିପାଖେ ବିଧବାମାନେ ଠିଆ ହାଇେ କାନ୍ଦୁଥିଲେ। ଟାବୀଥା ସମାନଙ୍କେ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସଗେୁଡ଼ିକ ସମାନେେ ପିତରଙ୍କୁ ଦଖାଇେଲେ।
40. ପିତର କଠାେରୀ ଭିତରୁ ସମସ୍ତଙ୍କୁ ବାହାର କରି ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ତା'ପରେ ସେ ଟାବୀଥାଙ୍କ ଶରୀର ପାଖକୁ ଯାଇ କହିଲେ, ଟାବୀଥା, ଉଠ। ସେ ଆଖି ଖାଲିେଲେ ଓ ପିତରଙ୍କୁ ଦେଖି ଉଠି ବସିଲେ।
41. ପିତର ତାହାଙ୍କର ହାତ ଧରି ଉେଠଇଲେ ଓ ବିଶ୍ବାସୀମାନଙ୍କୁ ଓ ବିଧବାମାନଙ୍କୁ କଠାେରୀ ମଧ୍ଯକୁ ଡାକିଲେଓ ଟାବୀଥାକୁ ଜୀବିତ ଦଖାଇେଲେ।
42. ଏହି ଖବର ଯାଫୋର ଚ଼ାରିଆଡ଼େ ବ୍ଯାପିଗଲା। ଅନକେ ଲୋକ ପ୍ରଭୁଙ୍କ ପାଖ ରେ ବିଶ୍ବାସ କଲେ।
43. ତା'ପରେ ପିତର ଯାଫୋ ନଗର ରେ ଶିମାନେ ନାମକ ଜଣେ ଚମାର ଘ ରେ ବହୁତ ଦିନ ରହିଲେ।