ଷ୍ଟିଫେନ୍ଙ୍କ ଠିକଣା: ଅବ୍ରହାମଙ୍କ କଲ୍

1.

2. ସେ ଉତ୍ତର ଦେଲେ, ମାରେ ଯିହୂଦୀ ପିତାମାନେ ଓ ଭାଇମାନେ, ମାେ କଥା ଶୁଣ। ଆମ୍ଭର ପିତା ଅବ୍ରାହାମ ହାରୋଣ ନଗର ରେ ବାସ କରିବା ପୂର୍ବରୁ ଯେତବେେଳେ ମସପେତାମିଆ ରେ ଥିଲେ, ସେତବେେଳେ ଗୌରବମୟ ପରମେଶ୍ବର ତାହାଙ୍କୁ ଦର୍ଶନ ଦଇେ କହିଲେ,

3. 'ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦଖାଇବେି, ସେ ଦେଶକୁ ଚାଲିଯାଅ।'

4. ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ଯାଗ କରି ହାରଣ ରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ଯୁ ପରେ ପରମେଶ୍ବର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭମାନେେ ବର୍ତ୍ତମାନ ରହୁଛ।

5. ପରମେଶ୍ବର ତାହାଙ୍କୁ କିଛି ଦେଲେ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ଯ ନୁହେଁ। ସେତବେେଳେ ତାହାଙ୍କର କିଛି ପିଲାପିଲି ନଥିଲା। ପରମେଶ୍ବର ତାହାଙ୍କୁ ଓ ତାହାଙ୍କର ଭବିଷ୍ଯତ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦବୋପାଇଁ ପ୍ରତିଜ୍ଞା କରିଥିଲେ।

6. ପରମେଶ୍ବର ତାହାଙ୍କୁ ଏହିକଥା କହିଥିଲେ, 'ତୁମ୍ଭର ସନ୍ତାନମାନେ ବିଦେଶ ରେ ଦାସ କର୍ମ କରିବେ। ସମାନେେ ତାହାଙ୍କୁ ଚ଼ାରିଶହ ବର୍ଷ ପର୍ୟ୍ଯନ୍ତ ଖରାପ ବ୍ଯବହାର କରିବେ।'

7. ପରମେଶ୍ବର କହିଲେ, ' ଯେଉଁମାନେ ସମାନଙ୍କେୁ ଦାସ କରି ରଖିଛନ୍ତି, ମୁଁ ସମାନଙ୍କେୁ ଦଣ୍ଡ ଦବେି। ତା'ପରେ ସମାନେେ ସଠାରୁେ ଆସି ଏହିସ୍ଥାନ ରେ ମାେତେ ପୂଜା କରିବେ।'

8. ଏହିପରି ପରମେଶ୍ବର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚ଼ିହ୍ନ ପ୍ରଦାନ କଲେ। ସେ ୟିସ୍ହାକଙ୍କର ପିତା ହେଲେ। ୟିସ୍ହାକଙ୍କ ଜନ୍ମର ଅଷ୍ଟମଦିନ ଅବ୍ରାହାମ ତାହାଙ୍କର ସୁନ୍ନତ କଲେ ଓ ୟିସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।

ମିଶରର ପିତୃପୁରୁଷମାନେ

9.

10. ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରି ଦେଲେ।

11. ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶ ରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟ ରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।

12. ମିଶର ରେ ଶସ୍ଯଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସଠାେକୁ ପଠାଇଲେ।

13. ସମାନଙ୍କେର ଦ୍ବିତୀୟ ଥର ୟିବା ସମୟରେ ଯୋଷଫେ ନିଜ ଭାଇମାନଙ୍କ ପାଖ ରେ ପରିଚ଼ିତ ହେଲେ ଓ ଫାରୋ ଯୋଷଫଙ୍କେ ପରିବାର ବିଷୟ ରେ ଜାଣିଲେ।

14. ତେଣୁ ଯୋଷଫେ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡ଼କଇେ ଆଣିଲେ। ସମାନେେ ସମୁଦାୟ ସତୁରି ଜଣ ଥିଲେ।

15. ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସଠାେରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ଯୁ ବରଣ କଲେ।

16. ସମାନଙ୍କେୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରାହାମ ହ ମାରେର ପୁତ୍ରମାନଙ୍କୁ ପାଖରୁ କିଛି ରୂପା ଟଙ୍କା ଦଇେ କିଣିଥିଲେ।

Moses ଶ୍ବର ମୋଶାଙ୍କ ଦ୍ୱାରା ଇସ୍ରାଏଲକୁ ଉଦ୍ଧାର କରନ୍ତି

17.

18. ସହେି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ବ କରିବାପାଇଁ ଆରମ୍ଭ କଲେ। ସେ ଯୋଷଫଙ୍କେୁ ଜାଣି ନଥିଲେ।

19. ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ଯବହାର କଲେ। ରାଜା ସମାନଙ୍କେର ଶିଶୁମାନଙ୍କୁ ମାରିବା ପାଇଁ ବାହା ରେ ପକଇଦେବୋକୁ ସମାନଙ୍କେୁ ବଧ୍ଯ କଲେ।

20. ଏହି ସମୟରେ ମାଶାେ ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘ ରେ ତିନିମାସ ପର୍ୟ୍ଯନ୍ତ ଲାଳନପାଳନ କରାଗଲା।

21. ତାହାଙ୍କୁ ବାହା ରେ ପକାଇ ଦବୋ ବେଳେ ଫାରୋଙ୍କର କନ୍ଯା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ।

22. ମାଶାେ ମିଶରବାସୀମାନଙ୍କର ସମସ୍ତ ବିଦ୍ଯା ରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ଯ ଓ କାମ ରେ ଶକ୍ତିଶାଳୀ ଥିଲେ।

23. ତାହାଙ୍କୁ ଚ଼ାଳିଶବର୍ଷ ବୟସ ହବୋ ବେଳେ ସେ ନିଜ ଭାଇମାନଙ୍କୁ ତଥା ଇଶ୍ରାୟେଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ।

24. ମାଶାେ ସଠାେରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ଯାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସହେିଠା ରେ ମରିଗଲା।

25. ମାଶାେ ଭାବିଲେ ଯେ, ପରମେଶ୍ବର ସମାନଙ୍କେର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ୟ୍ଯ ରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସମାନେେ ତାହା ବୁଝିଲେ ନାହିଁ।

26. ତା' ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧିଅରେ କଳି କରୁଥିବାର ଦେଖିଲେ। ସେ ସମାନଙ୍କେ ମଧିଅରେ ଶାନ୍ତି ସ୍ଥାପନ କରିବାକୁ ଚେ଼ଷ୍ଟା କଲେ ଓ କହିଲେ, ' ହେ ଲୋକମାନେ, ତୁମ୍ଭମାନେେ ପରସ୍ପର ଭାଇଭାଇ। ତୁମ୍ଭମାନେେ ପରସ୍ପର ଭିତ ରେ କାହିଁକି କଳି କରୁଛ?'

27. ଏହାଶୁଣି ପଡ଼ୋଶୀ ପ୍ରତି ଅନ୍ଯାୟ କରୁଥିବା ଲୋକଟି ମାଶାଙ୍କେୁ ଠଲେିଦଇେ କହିଲା, 'ତୁମ୍ଭକୁ ଆମ୍ଭ ଶାସକ ଓ ବିଚ଼ାରକ ରୂପେ କିଏ ନିୟୁକ୍ତି ଦଲୋ?

28. ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦଲେ ସହେିପରି କ'ଣ ମାେତେ ମାରି ଦବୋପାଇଁ ଚ଼ାହୁଁଛ?'

29. ମାଶାେ ଏହାଶୁଣି ଅତିଶୀଘ୍ର ମିଶରରୁ ଚ଼ାଲିଗଲେ ଓ ମିଦିୟନ ଦେଶ ରେ ଜଣେ ବିଦେଶୀ ହାଇେ ରହିଲେ। ସଠାେରେ ତାହାଙ୍କର ଦୁଇଟି ପୁତ୍ର ଦେଲେ।

30. ଦୀର୍ଘ ଚ଼ାଳିଶବର୍ଷ ଅତିବାହିତ ହବୋ ପରେ ଜଣେ ସ୍ବର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ବଳନ୍ତା ବୁଦାର ଅଗ୍ନିଶିଖା ରେ ମାଶାଙ୍କେୁ ଦର୍ଶନ ଦେଲେ।

31. ମାଶାେ ସେ ଦୃଶ୍ଯ ଦେଖି ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ୟିବାବଳକେୁ ସେ ପ୍ରଭୁଙ୍କର ସ୍ବର ଶୁଣିଲେ:

32. 'ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର। ଅବ୍ରହାମ, ୟିସ୍ହାକ ଓ ଯାକୁବର ପରମେଶ୍ବର।' ଏହାଶୁଣି ମାଶାେ ଭୟ ରେ ଥରିଲେ ଓ ଆଉ ଦେଖିବା ପାଇଁ ସାହାସ କଲେ ନାହିଁ।

33. ତା'ପରେ ପ୍ରଭୁ ତାହାଙ୍କୁ କହିଲେ, 'ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନ ରେ ତୁମ୍ଭେ ଠିଆ ହାଇେଛ ତାହା ପବିତ୍ରଭୂମି।

34. ମୁଁ ମିଶର ଦେଶ ରେ ମାେ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ଯବହାର ଦେଖିଛି। ମୁଁ ସମାନଙ୍କେର କ୍ରନ୍ଦନ ଶୁଣିଲି। ମୁଁ ସମାନଙ୍କେୁ ମୁକ୍ତି ଦବୋପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।'

35. ଯେଉଁ ମାଶାଙ୍କେୁ ସମାନେେ ଅବଜ୍ଞା କରି କହିଥିଲେ, 'କିଏ ତୁମ୍ଭକୁ ଶାସକ ଓ ବିଚ଼ାରକ କଲା?' ସହେି ମାଶାଙ୍କେୁ ହିଁ ବର୍ତ୍ତମାନ ପରମେଶ୍ବର ସମାନଙ୍କେର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ବର୍ଗଦୂତ ମାଶାଙ୍କେୁ ବୁଦା ଭିତ ରେ ଦର୍ଶନ ଦଇେଥିଲେ ସହେି ସ୍ବର୍ଗଦୂତଙ୍କ ସାହାୟ୍ଯ ରେ ପରମେଶ୍ପ ମାଶାଙ୍କେୁ ପଠାଇଲେ।

36. ତେଣୁ ମାଶାେ ମିଶର ଦେଶ ରେ ଓ ସୂଫ ସମୁଦ୍ର ରେ ତଥା ମରୂଭୂମିରେ ଚ଼ାଳିଶ ବର୍ଷ ପର୍ୟ୍ଯନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ୟ୍ଯ ପୂର୍ଣ୍ଣ ଚ଼ିହ୍ନ ଓ କାର୍ୟ୍ଯମାନ କରି ସମାନଙ୍କେୁ ବାହାରକୁ ଆଣିଲେ।

ଇସ୍ରାଏଲ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି

37. ସେ ମାଶାେ ଇଶ୍ରାୟେଲର ସନ୍ତାନମାନଙ୍କୁ କହିଲେ, 'ପରମେଶ୍ବର ତୁମ୍ଭମାନଙ୍କ ମଧ୍ଯରୁ ମାେପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।'

38. ଏହି ମାଶାେ ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀ ରେ ଥିଲେ। ଯେଉଁ ସ୍ବର୍ଗଦୂତ ସୀନୟ ପର୍ବତ ରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହାଇେଥିଲେ, ସହେି ସ୍ବର୍ଗଦୂତ ଆମ୍ଭ ପିତୃପୁରୁଷ ମାଶାଙ୍କେ ସହିତ ଥିଲେ, ମାଶାେ ପରମେଶ୍ବରଙ୍କ ଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମାଶାେ ଆମ୍ଭମାନଙ୍କୁ ଦେଲେ।

39. କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସମାନେେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫରେି ୟିବାପାଇଁ ଇଚ୍ଛା କଲେ।

40. ସମାନେେ ହାରୋଣଙ୍କୁ ଯାଇ କହିଲେ, 'ଆମ୍ଭମାନଙ୍କର ପଥ ଦଖାଇବୋ ପାଇଁ କେତେ ଜଣ ଦବେତାଙ୍କୁ ନିର୍ମାଣ କର। ଏହି ଯେଉଁ ମାଶାେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ'ଣ ହେଲା ଆମ୍ଭେ ଜାଣି ନାହୁଁ।'

41. ସହେି ସମୟରେ ସମାନେେ ଗୋଟିଏ ବାଛୁରୀର ମୂର୍ତ୍ତି ତିଆରି କରି ସହେି ମୂର୍ତ୍ତି ଆଗ ରେ ବଳି ଦେଲେ। ସମାନେେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସି ହେଲେ।

42. କିନ୍ତୁ ପରମେଶ୍ବର ସମାନଙ୍କେଠାରୁ ବିମୁଖ ହେଲେ। ସେ ସମାନଙ୍କେୁ ଆକାଶସ୍ଥ ଭଣ୍ଡ ଦବେତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ। ଏହି ବିଷୟ ରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲଖାେଅଛି,

43. ତୁମ୍ଭମାନେେ ତୁମ୍ଭମାନଙ୍କ ସହିତ ମାେଲଖର ତମ୍ବୁ ଏବଂ ନକ୍ଷତ୍ର ଦବେତା ରମ୍ପାର ମୂର୍ତ୍ତିକୁ ମଧ୍ଯ ବୋହି ନଇଯାେଇଥିଲ। ଏଗୁଡ଼ିକୁ ତୁମ୍ଭମାନେେ ପୂଜା କରିବାପାଇଁ ତିଆରି କରିଥିଲ। ତେଣୁ ମୁଁ ମଧ୍ଯ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦବେି।' ଆମାଷେ 5:25-27

ଭଗବାନଙ୍କ ପ୍ରକୃତ ତମ୍ବୁ

44.

45. ଆମ୍ଭର ପୂର୍ବପୁରୁଷମାନେ ସହେି ପବିତ୍ର ତମ୍ବୁ ସାଙ୍ଗ ରେ ଆଣିଥିଲେ। ସହେି ସମୟରେ ୟିହୋଶୂୟଙ୍କ ନତେୃତ୍ବ ରେ ସମାନେେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନଇେଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନା ରେ ବାହାର କରି ଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ୟ୍ଯନ୍ତ ଥିଲା।

46. ଦାଉଦ ପରମେଶ୍ବରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ବରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦବୋପାଇଁ ପରମେଶ୍ବରଙ୍କୁ ଅନୁ ରୋଧ କଲେ।

47. କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।

48. ମାତ୍ର ସର୍ବୋପରିସ୍ଥ ପରମେଶ୍ବର କୌଣସି ହାତ ତିଆରି ମନ୍ଦିର ରେ ବାସ କରନ୍ତି ନାହିଁ। ଭବିଷ୍ଯଦ୍ବକ୍ତା ଏହିପରି ଲେଖନ୍ତି,

49. ପୃଥିବୀ ମାହେର ପାଦପୀଠ। ତୁମ୍ଭମାନେେ ମାେ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ? ମାରେ ବିଶ୍ରାମ ନବୋପାଇଁ ସ୍ଥାନ କେଉଁଠି?

50. ମନରେଖ, ମୁଁ ଏସବୁ ସୃଷ୍ଟି କରିଛି।'ୟିଶାଇୟ 66:1-2

ଇସ୍ରାଏଲ ପବିତ୍ର ଆତ୍ମାକୁ ପ୍ରତିରୋଧ କରନ୍ତି

51. ସ୍ତିଫାନ କହିଲେ, ହେ ଯିହୂଦୀ ଲୋକମାନେ, ତୁମ୍ଭମାନେେ କଡ଼େେ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ବରଙ୍କର ନୁହେଁ। ତୁମ୍ଭମାନେେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭମାନେେ ସର୍ବଦା ପବିତ୍ର ଆତ୍ମାଙ୍କର ବି ରୋଧ କରିଛ। ତୁମ୍ଭମାନେେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।

52. ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନକରି ଛାଡ଼ି ନାହାଁନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସହେି ଧାର୍ମିକ ବ୍ଯକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସହେି ଲୋକମାନଙ୍କୁ ମଧ୍ଯ ମାରି ଦଇେଥିଲେ। ବର୍ତ୍ତମାନ ତୁମ୍ଭମାନେେ ସହେି ଧାର୍ମିକ ବ୍ଯକ୍ତିଙ୍କୁ ପ୍ରତାରିତ ଓ ହତ୍ଯା କରିଛ।

53. ତୁମ୍ଭମାନେେ ପରମେଶ୍ବରଙ୍କ ଦୂତ ଦ୍ବାରା ମାଶାଙ୍କେୁ ଦିଆଯାଇଥିବା ବ୍ଯବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ଯ ହାଇନୋହଁ।

ଶହୀଦ ଷ୍ଟିଫେନ୍

54.

55. କିନ୍ତୁ ସ୍ତିଫାନ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଆକାଶକୁ ଚାହିଁଲେ। ସଠାେରେ ସେ ପରମେଶ୍ବରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ବରଙ୍କ ଡାହାଣ ପଟେ ଠିଆ ହବୋର ଦେଖିଲେ।

56. ସ୍ତିଫାନ କହିଲେ, ଦେଖ, ମୁଁ ସ୍ବର୍ଗକୁ ଖାେଲା ଅବସ୍ଥା ରେ ଓ ପରମେଶ୍ବରଙ୍କ ଡାହାଣ ପଟେ ମନୁଷ୍ଯପୁତ୍ରଙ୍କୁ ଠିଆ ହବୋର ଦେଖୁଛି।

57. ଏଥି ରେ ଯିହୂଦୀ ନେତାମାନେ କାନ ରେ ହାତ ଦଇେ ଖୁବ୍ ଜାରେ ରେ ପାଟି କଲେ। ସମାନେେ ଏକାଠି ହାଇେ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ।

58. ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ନଇେ ପଥର ମାରିବା ଆରମ୍ଭ କରି ଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ୟୁବକର ପାଖ ରେ ସମାନଙ୍କେର ଲୁଗାପଟା ରଖିଲେ।

59. ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମାେ ଆତ୍ମାକୁ ଗ୍ରହଣ କର।

60. ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜାରେ ରେ କହିଲେ, ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କରନାହିଁ। ଏହା କହି ସେ ମୃତ୍ଯୁବରଣ କଲେ।

Bibles

Books

Chapters