ଯିରୁଶାଲମରେ ପାଉଲଙ୍କ ପ୍ରତିରକ୍ଷା

1.

2. ସମାନେେ ପାଉଲଙ୍କୁ ଯିହୂଦୀ ଭାଷା ରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହାଇଗେଲେ। ତା'ପରେ ପାଉଲ କହିଲେ,

3. ମୁଁ ଜଣେ ଯିହୂଦୀୟ ଲୋକ। ମାରେ ଜନ୍ମ କିଲିକିଆ ଦେଶର ତାର୍ଷ ନଗର ରେ। କିନ୍ତୁ ଏହି ନଗର ରେ ମାରେ ଲାଳନପାଳନ ହାଇେଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟ ରେ ଗୁରୁ ଗମଲୀଯଲଙ୍କେ ପାଖରୁ ବହୁତ ଯତ୍ନ ସହକା ରେ ତାଲିମ ପାଇଛି। ତୁମ୍ଭମାନଙ୍କେ ପରି, ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।

4. ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ବନ୍ଦୀ କରି କାରାଗାର ରେ ରଖିଥିଲି।

5. ମହାୟାଜକ ଓ ପ୍ରାଚ଼ୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସମାନଙ୍କେଠାରୁ ଦମ୍ମସକରେେ ଥିବା ସମାନଙ୍କେର ଭାଇମାନଙ୍କ ପାଖକୁ ପତ୍ର ନଇେ ଯାଇଥିଲି। ସଠାେରେ ଥିବା ଯୀଶୁଙ୍କର ଶିଷ୍ଯମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସମାନଙ୍କେୁ ବନ୍ଦୀ କରି ୟିରୁଶାଲମକୁ ନଇେ ଆସିବା ପାଇଁ ମୁଁ ଯାଉଥିଲି।

6. ମୁଁ ଦମ୍ମସକରେ ନିକଟବର୍ତ୍ତୀ ହେଲା ବେଳେ ହଠାତ୍ ଗୋଟଏ ଘଟଣା ଘଟିଲା। ଦମ୍ମସକରେେ ପହଞ୍ଚିବା ବେଳେ ପ୍ରାୟ ଦ୍ବିପହର ହାଇେଥିଲା। ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ବଳ ଆଲୋକ ମାେ ଚ଼ାରିପାଖ ରେ ପ୍ରକାଶିତ ହେଲା।

7. ମୁଁ ତଳେ ପଡ଼ିଗଲି। ସେତବେେଳେ ମାେତେ ଗୋଟିଏ ବାଣୀ ଶୁଭିଲା, 'ଶାଉଲ, ଶାଉଲ, ତୁମ୍ଭେ କାହିଁକି ମାେତେ ତାଡ଼ନା କରୁଛ?'

8. ମୁଁ ପଚ଼ାରିଲି, 'ଆପଣ କିଏ, ପ୍ରଭୁ?' ସେ ମାେତେ କହିଲେ, 'ମୁଁ ସହେି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।'

9. ମାେ ସହିତ ଥିବା ଲୋକମାନେ ମଧ୍ଯ ସହେି ଆଲୋକ ଦେଖି ପାରିଲେ। କିନ୍ତୁ ସମାନେେ ମାେତେ କୁହାୟିବା ବାକ୍ଯ ଶୁଣି ବୁଝି ପାରିଲେ ନାହିଁ।

10. ମୁଁ ପଚ଼ାରିଲି, 'ପ୍ରଭୁ ମୁଁ କଣ କରିବି?' ପ୍ରଭୁ ମାେତେ କହିଲେ, 'ଉଠ ଦମ୍ମସକେ ନଗରକୁ ଯାଅ।' ଯେଉଁସବୁ କାର୍ୟ୍ଯ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସଠାେରେ ତୁମ୍ଭକୁ କୁହାୟିବ।'

11. ମୁଁ କିଛି ଦେଖିପାରୁ ନଥିଲି, କାରଣ ସହେି ଆଲୋକର ତଜେ ମାେତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମାରେ ବନ୍ଧୁମାନେ ମାେ ହାତ ଧରି ଦମ୍ମସକେ ନଇଗେଲେ।

12. ହନନିୟ ନାମକ ଜଣେ ଭକ୍ତ ଦମ୍ମସକେ ନଗର ରେ ଥିଲେ। ସେ ମାଶାଙ୍କେ ବ୍ଯବସ୍ଥା ମାନୁଥିଲେ। ସଠାେରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ।

13. ହନନିୟ ମାେ ପାଖ ରେ ଆସି ଠିଆ ହାଇେ କହିଲେ, ' ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।' ମୁଁ ସହେି ମୁହୂର୍ତ୍ତ ରେ ତାହାଙ୍କୁ ଦେଖିପାରିଲି।

14. ସେ ମାେତେ କହିଲେ, 'ଆମ୍ଭମାନଙ୍କ ପୈତୃକ ପରମେଶ୍ବର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସହେି ଧାର୍ମିକ ବ୍ଯକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି।

15. କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖ ରେ ତାହାଙ୍କର ସାକ୍ଷୀ ହବେ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ।

16. ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'

17. ତା'ପରେ ମୁଁ ୟିରୁଶାଲମକୁ ଫରେି ଆସିଲି। ସଠାେରେ ମନ୍ଦିର ରେ ଦିନେ ପ୍ରର୍ଥନା କଲା ବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି।

18. ସହେି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମାେତେ କହିଲେ, 'ତୁମ୍ଭେ ସଙ୍ଗେ ସଙ୍ଗେ ୟିରୁଶାଲମ ଛାଡ଼ି ଦିଅ, କାରଣ ତୁମ୍ଭେ ମାେ ବିଷୟ ରେ ଯାହା କହିବ, ସମାନେେ ଗ୍ରହଣ କରିବେ ନାହିଁ।'

19. କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରେତ୍ୟକକ ସମାଜଗୃହକୁ ଯାଇ ସଠାେରେ ତୁମ୍ଭକୁ ବିଶ୍ବାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି।

20. ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସଠାେରେ ଠିଆ ହାଇେ ସହେି କାର୍ୟ୍ଯକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ଯା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସମାନେେ ଜାଣନ୍ତି।'

21. କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'

ପାଉଲଙ୍କ ରୋମାନ ନାଗରିକତା

22.

23. ସମାନେେ ଚ଼ିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ଯକୁ ଧୂଳି ଫୋପାଡ଼ିଲେ।

24. ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।

25. ସମାନେେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସଠାେରେ ଠିଆ ହାଇେଥିବା ଜଣେ ସନୋ ଅଧିକାରୀଙ୍କୁ କହିଲେ, ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହାଇେ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?

26. ଏ କଥା ଅଧିକାରୀ ଶୁଣି ସନୋଧ୍ଯକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, ତୁମ୍ଭେ ଜାଣ, ତୁମ୍ଭେ କଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?

27. ତେଣୁ ସନୋଧ୍ଯକ୍ଷ ଯାଇ ପାଉଲଙ୍କୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ କଣ ପ୍ରକୃତ ରେ ଜଣେ ରୋମୀୟ ନାଗରିକ?

28. ସନୋଧ୍ଯକ୍ଷ କହିଲେ, ମୁଁ ଜଣେ ରୋମୀୟ ନାଗରିକ ହବୋପାଇଁ ପ୍ରଚୁ଼ର ଟଙ୍କା ଦଇେଥିଲି।।

29. ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଚ଼ାଲି ଗଲେ। ସନୋଧ୍ଯକ୍ଷ ମଧ୍ଯ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦଇେଥିବାରୁ ଡ଼ରିଗଲେ।

ସାନହେଡ୍ରିନ୍ ବିଭାଜିତ

30.

Bibles

Books

Chapters