ନେହାଙ୍କୁ God ଶ୍ବରଙ୍କ ପ୍ରତିଜ୍ଞା

1.

2. ପୃଥିବୀ ରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚ଼ର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧିଅରେ ଥିବା ସମସ୍ତ ମତ୍ସ୍ଯ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିଯନ୍ତ୍ରଣ ରେ ରହିବେ।

3. ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।

4. କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦବେି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତ ରେ ଜୀବନ ଅଛି।

5. ମୁଁ ରକ୍ତ ପାତ, ଦ୍ବାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ବାରା ହେଉ ବା ଲୋକମାନଙ୍କ ଦ୍ବାରା। ଯଦି ଲୋକମାନେ ପରସ୍ପରକୁ ହତ୍ଯା କରନ୍ତି, ମୁଁ ରକ୍ତପାତ ଦ୍ବାରା ଦଣ୍ଡିତ କରିବି।

6. ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।

7. ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚଯ ବହୁତ ପିଲାପିଲି ହବେ। ତୁମ୍ଭମାନେେ ପୃଥିବୀକୁ ମନୁଷ୍ଯ ରେ ପରିପୂର୍ଣ୍ଣ କରିବ।

8. ଏହାପରେ ପରମେଶ୍ବର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ,

9. ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି।

10. ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁ ସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା।

11. ଏହା ମାରେତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ଯା ରେ ଧ୍ବଂସ ପାଇଥିଲା। କିନ୍ତୁ ଏପରି ପ୍ରଳଯ ଆଉ ପୁନ୍ନରାଯ ହବେ ନାହିଁ। ଏହରି ବନ୍ଯା ଦ୍ବାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହବେ ନାହିଁ।

12. ଏବଂ ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦବେି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚ଼ିହ୍ନ ତୁମ୍ଭକୁ ଦଖାଇବେ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରେତ୍ୟକକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିଯମ କରିଅଛି। ଏହି ନିଯମ ସବଦିନ ପାଇଁ ସ୍ଥାଯୀ ହବେ। ଏହାହିଁ ତାରଣେ ପ୍ରମାଣ।

13. ମୁଁ ମାହେର ଇନ୍ଦ୍ରଧନୁ ମେଘ ରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମାରେ ଚୁକ୍ତି ରେ ଚିହ୍ନ ହବେ।

14. ଯେତବେେଳେ ମୁଁ ପୃଥିବୀ ଉପରେ ମେଘ ସଂଚ଼ାର କରିବି, ସେତବେେଳେ ସହେି ଇନ୍ଦ୍ରଧନୁ ମେଘ ରେ ଦଖାୟିବେ।

15. ମୁଁ ଯେ ତବେଳେ ଇନ୍ଦ୍ରଧନୁକୁ ଦେଖେ ସେତବେେଳେ ମୁଁ ତୁମ୍ଭ ସହିତ ଓ ଅନ୍ଯାନ୍ଯ ସଜୀବ ପ୍ରାଣୀମାନଙ୍କ ସହିତ ହାଇେଥିବା ଚୁକ୍ତିକୁ ମନେ ପକାଇବି। ସହେି ଚ଼କ୍ତି କ ହେ ଯେ, ଭବିଷ୍ଯତ ରେ ଏପରି ବନ୍ଯା ରେ ସମସ୍ତେ ବିନାଶ ହବେେ ନାହିଁ।

16. ପୁଣି ଇନ୍ଦ୍ରଧନୁ ହେଲ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ବରଙ୍କର ଯେଉଁ ଅନନ୍ତକାଳସ୍ଥାଯୀ ନିଯମ ଅଛି, ତାହା ମୁଁ ସ୍ମରଣ କରିବି।

17. ତେଣୁ ସଦାପ୍ରଭୁ ନୋହକୁ କହିଲେ, ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ଇନ୍ଦ୍ରଧନୁ ଏହି ଚ଼ିହ୍ନ ହବେ।

ନେହା ଏବଂ ତାଙ୍କର ପୁତ୍ରମାନେ

18.

19. ସହେି ତିନିଜଣ ୟାକ ନୋହର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନିଜଣଙ୍କଠାରୁ ଜନ୍ମ ନେଲେ।

20. ନୋହ କୃଷକ ହେଲ। ସେ କ୍ଷେତ୍ର ରେ ଦ୍ରାକ୍ଷା ବୃକ୍ଷ ରୋପଣ କଲେ।

21. ନୋହ ତହିଁରୁ ଦ୍ରାକ୍ଷାରସ ପ୍ରସ୍ତୁତି କରି ପାନ କଲେ। ସେ ଦ୍ରାକ୍ଷାରସ ପାନ କରି ମତ୍ତ ହାଇେ ତାଙ୍କର ଲୁଗାପଟା ଖାଲିଦେଇେ ତାଙ୍କର ତମ୍ବୁ ରେ ପଡ଼ି ରହିଲେ। ସେ କୌଣସି ବସ୍ତ୍ର ପରିଧାନ କରି ନଥିଲେ।

22. କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହା ରେ ଆପଣା ଦୁଇଭାଇଙ୍କୁ ସମାଚ଼ାର ଦେଲେ।

23. ସେତବେେଳେ ଶମେ ଓ ଯଫେତ୍ କାନ୍ଧ ରେ ବସ୍ତ୍ର ଘନେି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉତଗ୍ନତା ଆଚ୍ଛାଦନ କଲେ। ସମାନେେ ପଛ କରି ୟାଇଥିବାରୁ ପିତାଙ୍କର ଉତଗ୍ନତା ଦିଖି ପାରିଲେ ନାହିଁ।

24. ଏହାପରେ ନୋହ ଉଠିଲା ( ସେ ମଦ୍ଯ ପାନକରି ଶାଇେଥିଲା)। ସେ ଜାଣିଲେ ଯେ ତାଙ୍କର ସାନପୁଅ ତାଙ୍କ ପାଇଁ କ'ଣ କରିଛନ୍ତି।

25. ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।

26. ନୋବ ମଧ୍ଯ ଏପରି କହିଲେ, ଶମେ ଆଶୀର୍ବାଦ ପ୍ରାପ୍ତ ସଦାପ୍ରଭୁ ପରମେଶ୍ବରଙ୍କ ଦ୍ବାରା କିଣାନ ଶମରେ ଦାସ ହେଉ।

27. ପରମେଶ୍ବର ଯଫେତ୍କୁ ବହୁତ ଜମି ଦିଅନ୍ତୁ। ସେ ଶମରେ ତମ୍ବୁ ରେ ବାସ କରୁ। କିଣାନ ତାହାର ଦାସ ହେଉ।

28. ବନ୍ଯାପରେ ନୋହ ତିନିଶହ ପଚ଼ାଶ ବର୍ଷ ବଞ୍ଚିଲେ।

29. ଏହି ପରି ନୋହ ମାଟେ ରେ 950 ବର୍ଷ ବଞ୍ଚିଲେ। ଏହାପରେ ମୃତ୍ଯୁବରଣ କଲେ।

Bibles

Books

Chapters