କୟିନ ହତ୍ୟା

1. ଯେତବେେଳେ ସହେି ମନୁଷ୍ଯ ତାଙ୍କର ସ୍ତ୍ରୀ ହବାଙ୍କ ସହିତ ସହବାସ କଲେ, ସେ ଗର୍ଭବତୀ ହେଲ ଏବଂ ଏକ ପୁତ୍ରକୁ ଜନ୍ମ ଦେଲେ, ଯାହାକୁ ସେ କଯିନ କହିଲେ। ହବା କହିଲେ, ସଦାପ୍ରଭୁଙ୍କ ସହାୟତା ରେ ମୁଁ ଏକ ମନୁଷ୍ଯ ଜନ୍ମ କରିଛି।

2. ଏହାପରେ ହବା କଯିନର ଭାଇ ଏବଲଙ୍କୁ ଜନ୍ମ କଲେ। ଏବଲ ମଷେପାଳକ ଓ କଯିନ କୃଷକ ହେଲ।

3. କିଛି ସମୟ ପରେ, କଯିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭୂଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ

4. ଏବଂ ଏବଲ ନିଜର ପ୍ରଥମଜାତ ମଷେ ଆଣିଲେ ଏବଂ ସମାନଙ୍କେର ସର୍ବୋତ୍ତମ ଅଂଶ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ।

5. କିନ୍ତୁ ସଦାପ୍ରଭୁ କଯିନଙ୍କୁ ଓ ତାଙ୍କର ନବୈେଦ୍ଯକୁ ଗ୍ରହଣ କଲେ ନାହିଁ। ଏଣୁ କଯିନ ବହୁତ କୋରଧ ଏବଂ ଦୁଃଖ କଲା।

6. ସଦାପ୍ରଭୁ କଯିନକୁ ପଚ଼ାରିଲେ, କାହିଁକି ତୁମ୍ଭେ କୋରଧ କରିଅଛ? ତୁମ୍ଭେ କାହିଁକି ଦୁଃଖ କରୁଛ?

7. ତୁମ୍ଭେ ଯଦି ଠିକ୍ ବିଷଯ କରିବ, ତବେେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ କର ତବେେ ତାହା ପାପ ହବେ। ପାପ ଏକ ପ୍ରାଣୀପରି, ତୁମ୍ଭ ଦ୍ବାରା ସମ୍ମୁଖ ରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛ। ତୁମ୍ଭେ ନିଶ୍ଚଯ ତା' ଉପରେ ରାଜତ୍ବ କରିବ।

8. କଯିନ ତା'ର ଭାଇ ହବେଲକୁ କହିଲା, ଚ଼ାଲ କ୍ଷତକେୁ ୟିବା। ତେଣୁ କଯିନ ଏବଂ ହବେଲ କ୍ଷତକେୁ ବାହାରି ଗଲେ। ଏହାପରେ କଯିନ ହବେଲକୁ ଆକ୍ରମଣ କରି ହତ୍ଯା କଲେ।

9. ଏହାପରେ ସଦାପ୍ରଭୁ କଯିନକୁ କହିଲେ, ତୁମ୍ଭର ଭାଇ ହବେଲ କେଉଁଠି?

10. ଏହାପରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡ଼ାକ ପକାଉଛି।

11. ଭୂମିରେ ତୁମ୍ଭ ଭାଇର ରକ୍ତ ଢ଼ାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାୟିବ।

12. ଅତୀତ ରେ ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦଇେ ଆଉ ତୁମ୍ଭର ସବୋ କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବୁଲୁଥିବ, ପୃଥିବୀ ରେ ତୁମ୍ଭର ଗୃହ ରହିବ ନାହିଁ।

13. ଏହାପରେ କଯିନ କହିଲା, ମାରଦେଣ୍ଡ ଅସହ୍ଯ!

14. ଆଜି ତୁମ୍ଭେ ମାେତେ ଭୂମିରୁ ତଡ଼ି ଦଲେ, ତହିଁରେ ମୁଁ ତୁମ୍ଭଠାରୁ ଲୁକାଯିତ ହବେି। ମୁଁ ଏକ ପଳାତକ ଓ ପୃଥିବୀ ରେ ଭ୍ରମଣକାରୀ ହବେି। ଏପରି ହବେ ଯେ କୌଣସି ଲୋକ ମାେତେ ପାଇଲେ ବଧ କରିବ।

15. ଏହାପରେ ସଦାପ୍ରଭୁ କଯିନକୁ କହିଲେ, ମୁଁ ଏପରି ଘଟିବାକୁ ଦବେି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ଯା କରେ ତବେେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି। ଏହାପରେ ସଦାପ୍ରଭୁ ପରମେଶ୍ବର କଯିନଙ୍କୁ ଏକ ଚି଼ହ୍ନଟ ଦେଲେ। ଚ଼ିହ୍ନଟି ଦର୍ଶାଇଲା ଯେ, କହେି ତାକୁ ମାରିବା ଉଚ଼ିତ୍ ନୁହେଁ।

କୟିନର ପରିବାର

16. ଏହାପରେ କଯିନ ସଦାପ୍ରଭୁଙ୍କର ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶ ରେ ବାସ କଲେ।

17. କଯିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହାପରେ ସେ ଗର୍ଭବତୀ ହାଇେ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କଯିନ ତା'ର ପୁତ୍ର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦଲୋ ହନୋକ।

18. ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁଯାଯଲେ। ମହୁଯାଯଲରେ ଏକ ପୁତ୍ର ଥିଲା ଯାହାର ନାମ ମଥୁଶାଯଲେ ଓ ମଥୁଶାଯଲରେ ଏକ ପୁତ୍ର ଥିଲା ଯାହାର ନାମ ଲମେକ।

19. ଲମେକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣଙ୍କର ନାମ ଆଦା ଓ ଅନ୍ୟ ଜଣଙ୍କର ନାମ ଥିଲା ସିଲ୍ଲା।

20. ଆଦା ଜାବଳକୁ ଜନ୍ମ ଦଲୋ, ସେ ତମ୍ବୁ ନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସମାନେେ ଗୋରୁଗାଇ ଚ଼ରାଇ ଜୀବିକା ନିର୍ବାହ କରୁଥିଲେ।

21. ଜାବଳ ଭାଇର ନାମ ଥିଲା ୟୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା।

22. ସିଲ୍ଲାର ଗର୍ଭରୁ ତୁବଲ-କଯିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କଯିନର ନଯମା ନାମ୍ନୀ ଏକ ଭଉଣୀ ଥିଲା।

23. ଲମେକ ତା'ର ସ୍ତ୍ରୀକୁ କହିଲା, ହେ ଆଦା ଓ ସିଲ୍ଲା, ମାେ କଥା ଶୁଣ! ହେ ଲମେକର ସ୍ତ୍ରୀଗଣ ତୁମ୍ଭମାନେ ମାେ କଥା ଶୁଣ ଜଣେ ଲୋକ ମାେତେ ଆଘାତ ଦଲୋ ତେଣୁ ମୁଁ ତାକୁ ମାରିଦଲେି। ଜଣେ ଶିଶୁ ମାେତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦଲେି।

24. ଯବେେ କଯିନର ହତ୍ଯାର ପ୍ରତି ଶାଧେ ବହୁତ ହବେ। ତବେେ ମାେତେ ହତ୍ଯା କରିବାର ଦଣ୍ଡ ତା'ଠାରୁ ଅନକେ ଗୁଣ ରେ କଠାେର ହବେ।

ଏକ ନୂତନ ପୁତ୍ର

25.

26. ଶେଥର ଏକ ପୁତ୍ର ଥିଲା, ସେ ତା'ର ନାମ ଦଇେଥିଲେ ଈନୋଶ। ଏହି ସମୟରେ ମନୁଷ୍ଯମାନେ ସଦାପ୍ରଭୁଙ୍କର ପ୍ରାର୍ଥନା କରିବାକୁ ଆରମ୍ଭ କଲେ।

Bibles

Books

Chapters