ଯିରୁଶାଲମ ବିରୁଦ୍ଧରେ ଏକ ଖଣ୍ଡା

1.

2. ଆଉ ଏକ ତୃତୀଯାଂଶ ଖଡ୍ଗ ରେ କାଟ ଓ ନଗର ଚତୁର୍ଦ୍ଦିଗ ରେ ଭିଣି ଦିଅ। ଆଉ ଏକ ତୃତୀଯାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ କାରଣ ଆମ୍ଭେ ସମାନଙ୍କେୁ ଦୂର ଦେଶ ପର୍ୟ୍ଯନ୍ତ ଅନୁସରଣ କରିବା ଓ ଖଣ୍ଡା ରେ ସମାନଙ୍କେୁ ହତ୍ଯା କରିବା।

3. ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନଇେ ଆପଣା ବସ୍ତ୍ରାଞ୍ଚଳ ରେ ବାନ୍ଧିବ।

4. ଏହି ବାଳଗୁଡ଼ିକରୁ କିଛି ଅଧିକ ନିଅ ଏବଂ ସଗେୁଡ଼ିକ ଅଗ୍ନି ରେ ଫୋପାଡ଼ି ଦିଅ ଏବଂ ସଗେୁଡ଼ିକ ଦଗ୍ଧ କର, କାରଣ ଇଶ୍ରାୟେଲସାରା ଆମ୍ଭେ ଅଗ୍ନି ପଠାଇବା।

5. ତା'ପ ରେ ସଦାପ୍ରଭୁ ମାରେ ପ୍ରଭୁ ମାେତେ କହିଲେ, ଏହା ୟିରୁଶାଲମ ଅଟେ, ଯାହାକୁ ଆମ୍ଭେ ଦେଶମାନଙ୍କ ମଧିଅରେ ସ୍ଥାପନ କରିଅଛୁ ଓ ତା'ର ଚତୁର୍ଦ୍ଦିଗ ରେ ଅନ୍ଯାନ୍ଯ ଦେଶଗୁଡ଼ିକ ଅଛି।

6. ଆଉ ୟିରୁଶାଲମର ଲୋକମାନେ ଦୁଷ୍ଟତା କରି ସହେି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ୍ ଶାସନାବଳି ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶ ସମୂହର ଅପେକ୍ଷା ଆମ୍ଭ ବିଧି ସକଳର ବିରୁଦ୍ଧ ରେ ବିଦ୍ରୋହାଚରଣ କରିଅଛନ୍ତି। କାରଣ ସମାନେେ ଆମ୍ଭର ଶାସନାବଳି ଅଗ୍ରାହ୍ଯ କରିଅଛନ୍ତି ଓ ଆମ୍ଭର ବିଧିପୂର୍ବକ ପଥରେ ଗମନ କରି ନାହାଁନ୍ତି।

7. ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ତୁମ୍ଭମାନେେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ତୁମ୍ଭମାନେେ ମାେ ଆଜ୍ଞାନୁସା ରେ ବ୍ଯବହାର କରୁ ନାହଁ କିଅବା ତୁମ୍ଭ ଚତୁର୍ଦ୍ଦିଗସ୍ଥ ଦେଶମାନଙ୍କର ଚଳଣି ଅନୁସାରେ ଜୀବନ ଧାରଣ କରିପାରିଲ ନାହିଁ।

8. ତେଣୁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଜାତିଗୁଡ଼ିକ ମଧିଅରେ ତୁମ୍ଭର ବିଚାର କରିବାା

9. ଆମ୍ଭେ ତୁମ୍ଭମାନଙ୍କ ପ୍ରତି ତାହା କରିବା, ଯାହା ଆଗରୁ କବେେ କରି ନାହୁଁ କିଅବା ଭବିଷ୍ଯତ ରେ କବେେ କରିବା ନାହିଁ, କାରଣ ଏହିସବୁ ତୁମ୍ଭମାନଙ୍କର ଘୃଣ୍ଯ ବ୍ଯବହାର ପାଇଁ ହବେ।

10. ୟିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହବେ ଯେ ସମାନଙ୍କେ ମଧ୍ଯରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଚାର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶଷେ ସୀମା ରେ ଛିନ୍ନଭିନ୍ନ କରିବା।

11. ତହୁଁ ସଦାପ୍ରଭୁ ମାରେପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁ ସକଳ ଦ୍ବାରା ଓ ଆପଣାର ସବୁ ଘୃଣା ଯୋଗ୍ଯ କର୍ମଦ୍ବାରା ଆମ୍ଭର ପବିତ୍ରସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ଶପଥ କରୁଛୁ ଯେ, ଆମ୍ଭେ ତୁମ୍ଭମାନଙ୍କୁ ପଛ କରିଦବୋ। ଆଉ ତୁମ୍ଭମାନଙ୍କ ପାଇଁ ଦୁଃଖ କରିବା ନାହିଁ କି ଦୟା କରିବା ନାହିଁ।

12. ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ମହାମାରୀ ରେ ଓ ଦୁର୍ଭିକ୍ଷ ରେ ନଗର ମଧିଅରେ ମରିବେ। ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ୟୁଦ୍ଧ ରେ ନଗର ବାହା ରେ ମୃତ୍ଯୁବରଣ କରିବେ ; ଆଉ ଅବଶିଷ୍ଟ ଏକ ତୃତୀଯାଂଶ ଛିନ୍ନଭିନ୍ନ ହବେେ। ଯେ ହତେୁ ଆମ୍ଭେ ଖଡ୍ଗ ନଇେ ଗୋଡ଼ାଇବା।

13. ତା'ପ ରେ ସମାନଙ୍କେ ବିରୁଦ୍ଧ ରେ ଆମ୍ଭର କୋରଧ ଶଷେ ହବେ ଓ ଆମ୍ଭର କୋପ ଶାନ୍ତ ହବେ। ଏବଂ ସମାନଙ୍କେ ଉପ ରେ ପ୍ରତିଶାଧେ ନଇେଥିବାରୁ ଆମ୍ଭେ ନିଜେ ଆଶ୍ବସ୍ତ ହବୋ। ତା'ପ ରେ ଯେତବେେଳେ ସମାନଙ୍କେ ଉପରୁ ମାରେ କୋରଧ ଦୂ ରଇେ ୟିବ, ସମାନେେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କୋର୍ଧ ସମାନଙ୍କେ ବିରୁଦ୍ଧ ରେ କହିଅଛୁ।

14. ପୁନର୍ବାର ପରମେଶ୍ବର କହିଲେ, ହେ ୟିରୁଶାଲମ, ଆମ୍ଭେ ତୁମ୍ଭକୁ ବିନାଶ କରିବା। ତୁମ୍ଭର ଚତୁର୍ଦ୍ଦିଗସ୍ଥ ଦେଶଗୁଡ଼ିକ ଓ ତୁମ୍ଭ ମଧ୍ଯ ଦଇେ ଯାଉଥିବା ପଥିକଗଣ ତୁମ୍ଭକୁ ଗାଳି ଦବେେ, ପରିହାସ କରିବେ।

15. ଏବଂ ଯେତବେେଳେ ଆମ୍ଭେ କୋରଧ ରେ ଏବଂ କୋର୍ଧ ଭର୍ତ୍ସନା ରେ ତୁମ୍ଭମାନଙ୍କୁ ଦଣ୍ଡ ଦବୋ, ତୁମ୍ଭମାନଙ୍କର ଚତୁଃପାଶର୍‌ବ ରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ୟ୍ଯର ଏକ ବିସ୍ମଯର ବିଷଯ ହବେ। କିନ୍ତୁ ସମାନେେ ମଧ୍ଯ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ।

16. ଆମ୍ଭେ ଆମ୍ଭର ବିନାଶକାରୀ ଦୁର୍ଭିକ୍ଷର ତୀରଗୁଡ଼ିକ ତୁମ୍ଭମାନଙ୍କ ଉପରକୁ ନିକ୍ଷପେ କରିବା। ଆମ୍ଭେ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ସଗେୁଡ଼ିକୁ ପଠାଇବା, ମୁଁ ତୁମ୍ଭମାନଙ୍କ ପାଖକୁ ଅଧିକରୁ ଅଧିକ ଦୁର୍ଭିକ୍ଷ ପଠାଇବି ଏବଂ ଆମ୍ଭେ ତୁମ୍ଭମାନଙ୍କର ଖାଦ୍ୟ ଯୋଗାଣ ବନ୍ଦ କରିବା।

17. ଆଉ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୁର୍ଭିକ୍ଷ ଓ ବନ୍ଯ ଜନ୍ତୁମାନଙ୍କୁ ପଠାଇବା, ସମାନେେ ତୁମ୍ଭକୁ ନିଃସନ୍ତାନ କରି ଛାଡ଼ି ଦବେେ। ମହାମାରୀ ଓ ରକ୍ତପାତ ତୁମ୍ଭମାନଙ୍କର ମଧ୍ଯ ଦଇେ ୟିବ। ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉଠାଇବା। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।

Bibles

Books

Chapters