ଅଭୟାରଣ୍ୟର ପରିମାପ

1.

2. ପ୍ରବେଶ ସ୍ଥାନ ପ୍ରସ୍ଥ ଦଶ ହାତ ଓ ସହେି ପ୍ରବେଶ ସ୍ଥାନର ପାଶର୍‌ବ ଏପାଖେ ପାଞ୍ଚହାତ ଓ ସପୋଖେ ପାଞ୍ଚ ହାତ ଥିଲା। ଏବଂ ସେ ତାହାର ର୍ଦୈଘ୍ଯ ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ।

3. ତା'ପ ରେ ସେ ଶଷେ କଠାେରୀ ରେ ପ୍ରବେଶ କଲେ। ସେ ଉଭୟ ପାଶର୍‌ବର କବାଟ ପାଖର କାନ୍ଥଗୁଡ଼ିକୁ ମାପିଲେ। ପ୍ରେତ୍ୟକକ ପାଖ ଦୁଇ ଇଞ୍ଚ ମାଟୋ ଏବଂ ସାତ ହାତ ପ୍ରସ୍ଥ ଥିଲା।

4. ତା'ପ ରେ ସେ ତା'ର ର୍ଦୈଘ୍ଯ ମାପିଲେ। ଏହାର ର୍ଦୈଘ୍ଯ କୋଡ଼ିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଆଉ ସେ ଲୋକଟି ମାେତେ କହିଲା, ଏହା ମହାପବିତ୍ର ସ୍ଥାନ ଅଟେ।

କାନ୍ଥରେ ସାଇଡ୍ ଚାମ୍ବରସ୍

5.

6. ପାଶର୍‌ବସ୍ଥ କଠାେରୀଗୁଡ଼ିକ ତିନି ମହଲା ପୃଥକ୍ ଭାବରେ ଥିଲା ଓ ଗୋଟିଏ ଉପ ରେ ଆଉ ଗୋଟିଏ ମହଲା ଥିଲା। ପ୍ରେତ୍ୟକକ ମହଲା ରେ ତିରିଶଟି କଠାେରୀ ଥିଲା। କାନ୍ଥଟି ଥାକ ହାଇେ ନିର୍ମିତ ହାଇେଥିଲା। ପାଶର୍‌ବ କଠାେରୀଗୁଡ଼ିକ ଥାକରେ ନିର୍ମିତ ହାଇେଥିଲା। କଠାେରୀଗୁଡ଼ିକର ଭାର ମନ୍ଦିର କାନ୍ଥ ରେ ରହିବା ପରିବର୍ତେ ତାହା ସଗେୁଡ଼ିକ ଉପ ରେ ନ୍ଯସ୍ତ ଥିଲା।

7. ପୁଣି ପାଶର୍‌ବସ୍ଥ କଠାେରୀସବୁ ଉଚ୍ଚତା ରେ ମନ୍ଦିରକୁ ବେଷ୍ଟନ କରି ଅଧିକ ପ୍ରଶସ୍ତ ହେଲା। କାରଣ ମନ୍ଦିରର ବେଷ୍ଟନ ଚତୁର୍ଦ୍ଦିଗ ରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ମନ୍ଦିର ଆହୁରି ଆହୁରି ପ୍ରଶସ୍ତ ହେଲା। ଆଉ ନିମ୍ନତମ କଠାେରୀରୁ ଉଚ୍ଚତମ କଠାେରୀକୁ ୟିବାର ପଥ ମଧ୍ଯମ କୋଠରୀ ଦଇଗେଲା।

8. ମୁଁ ଦେଖିଲି ଯେ ମନ୍ଦିରର ଚତୁର୍ଦ୍ଦିଗ ରେ ଉଚ୍ଚୀକୃତ ମଜେିଆ ଥିଲା। ପାଶର୍‌ବସ୍ଥ କଠାେରୀଗୁଡ଼ିକର ମୂଳଭିତ୍ତି ଛଅହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା।

9. ପାଶର୍‌ବ କୋଠରୀଗୁଡ଼ିକର ବାହାର କାନ୍ଥ ପାଞ୍ଚହାତ ପ୍ରସ୍ଥ ଥିଲା। ମନ୍ଦିରର ପାଶର୍‌ବସ୍ଥ କଠାେରୀ ମଧିଅରେ ଏକ ଖାେଲା ସ୍ଥାନ ଅବଶିଷ୍ଟ ଥିଲା।

10. ଆଉ ଯାଜକମାନଙ୍କର କୋଠରୀଗୁଡ଼ିକ କୋଡ଼ିଏ ହାତ ପ୍ରସ୍ଥ ଥିଲା ଏବଂ ମନ୍ଦିର ଚାରିପଟେ ଥିଲା।

11. ପାଶର୍‌ବସ୍ଥ କଠାେରୀଗୁଡ଼ିକର ଦ୍ବାର ସହେି ଅବଶିଷ୍ଟ ଖାେଲାସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ବାର ଉତ୍ତର ଆଡ଼େ ଓ ଅନ୍ୟ ଗୋଟିଏ ଦ୍ବାର ଦକ୍ଷିଣ ଆଡ଼େ ଥିଲା। ଆଉ ସହେି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗ ରେ ପାଞ୍ଚ ହାତ ଥିଲା।

ୱେଷ୍ଟର୍ଣ୍ଣ ଏଣ୍ଡରେ ବିଲଡିଂ

12.

ମନ୍ଦିର ପରିସର ଏବଂ ପରିମାପ

13.

14. ଆହୁରି ମନ୍ଦିରର ପୂର୍ବ ଦିଗ ରେ ନିଷେଦ୍ଧାଞ୍ଚଳ 100 ହାତ ପ୍ରସ୍ଥ ଥିଲା।

15. ତା'ପ ରେ ସେ ମନ୍ଦିର ସମ୍ମୁଖ ରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

16. କାଷ୍ଠ ଆଚ୍ଛାଦିତ ଦ୍ବାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ବାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ୟ୍ଯନ୍ତ ସବୁଗୁଡ଼ିକୁ ମାପିଲେ।

17. ଦ୍ବାରର ଉପରି ଭାଗ, ଅନ୍ତଃସ୍ଥ ଓ ବହିଃସ୍ଥ କାନ୍ଥସବୁର ଚାରିଆଡ଼େ ଭିତ ରେ ଓ ବାହା ରେ ସଗେୁଡ଼ିକରେ ବିଶଷେ କାରୁକାର୍ୟ୍ଯ ଖାଦେିତ ହାଇେଥିଲା।

18. ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।

19. ଗୋଟିଏ ମୁହଁ ସିଂହର ଓ ଅନ୍ୟ ଗୋଟିଏ ମୁହଁ ମନୁଷ୍ଯର ଉଭୟ ପାଶର୍‌ବର ଖଜୁର୍ର ବୃକ୍ଷକୁ ଅନାଇଥିଲେ।

20. ଭୂମିଠାରୁ ଦ୍ବାରର ଉପରଭାଗ ପର୍ୟ୍ଯନ୍ତ କିରୂବଦୂତ ଓ ଖଜୁର୍ର ବୃକ୍ଷର କାରୁକାର୍ୟ୍ଯ ହାଇେଥିଲା। ଏହିରୂପେ ମନ୍ଦିରର କାନ୍ଥଗୁଡ଼ିକ ଶିଳ୍ପିତ ହାଇେଥିଲା।

21. ପବିତ୍ରସ୍ଥାନର କାନ୍ଥଗୁଡ଼ିକ ବର୍ଗାକାର ଥିଲା। ମହାପବିତ୍ର ସ୍ଥାନର ସମ୍ମୁଖ ରେ କାଠ ରେ ନିର୍ମିତ ବଦେୀ ପରି ଦଖାଯାେଉଥିବା କିଛି ଗୋଟିଏ ଥିଲା।

22. ୟଜ୍ଞବଦେୀ କାଷ୍ଠ ନିର୍ମିତ ତିନିହାତ ଉଚ୍ଚ ଥିଲା ଓ ତାହାର ର୍ଦୈଘ୍ଯ ଦୁଇହାତ ଥିଲା। ଆଉ ତାହାର କଣସବୁ ତହିଁର ର୍ଦୈଘ୍ଯ। ତହିଁର ଚାରିପାଖ କାଷ୍ଠମଯ ଥିଲା। ପୁଣି ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ମଜେ ଏହି।

23. ମନ୍ଦିର ଓ ମହାପବିତ୍ରସ୍ଥାନର ଦୁଇଟି ଲଖାଏଁେ ଦ୍ବାର ଥିଲା।

24. ପ୍ରେତ୍ୟକକ କବାଟରେ ଦୁଇଟି ପଟା ଥିଲା। ପ୍ରେତ୍ୟକକ କବାଟ ଦୁଇଟି କବ୍ଜା ବିଶିଷ୍ଟ ପଟା ରେ ତିଆରି ହାଇେଥିଲା।

25. ପୁଣି କାନ୍ଥ ରେ ଯେପରି କିରୂବଦୂତଗଣର ଓ ଖଜୁର୍ର ବୃକ୍ଷର କାରୁକାର୍ୟ୍ଯ ହାଇେଥିଲା ସହେିପରି ମନ୍ଦିର କବାଟରେ ମଧ୍ଯ ହାଇେଥିଲା। ବାହାର ବାରଣ୍ଡାର ଅଗ୍ର ଭାଗ ରେ ମାଟେ କଡ଼ିକାଠର ଛାତ ଥିଲା।

26. ବାରଣ୍ଡାର ପାଶର୍‌ବ ରେ ଏ ପାଖ ରେ ଓ ସେ ପାଖ ରେ ବନ୍ଦ ଜଳାକବାଟି ଓ ଖଜୁର୍ର ବୃକ୍ଷର ଆକୃତି ଥିଲା। ଆଉ ମନ୍ଦିରସ୍ଥ ପାଶର୍‌ବ କଠାେରୀ ଓ ମାଟେ କଡ଼ିକାଠସବୁ ଏହି ପ୍ରକାର ଥିଲା।

Bibles

Books

Chapters