ପବିତ୍ର ଜିଲ୍ଲା

1.

2. ତାହା ମଧ୍ଯରୁ 500 ହାତ ର୍ଦୈଘ୍ଯ ଓ 500 ହାତ ପ୍ରସ୍ଥ ବିଶିଷ୍ଟ ଏକ ବର୍ଗାକାର କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ନିମନ୍ତେ ରହିବ। ତାହାର ଚତୁର୍ଦ୍ଦିଗ ରେ ପଚାଶ ହାତ ପରିମିତ ଏକ ଖାେଲା ସ୍ଥାନ ରହିବ।

3. ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ଭୂମି ମାପିବ। ଏହାରି ମଧିଅରେ ମନ୍ଦିର ଓ ମହାପବିତ୍ର ସ୍ଥାନ ହବେ।

4. ଦେଶର ଏହି ଅଂଶ ପବିତ୍ର ଅଟେ। ଯାଜକମାନେ, ୟିଏ ସଦାପ୍ରଭୁଙ୍କ ଉପାସନା କରିବାକୁ ଆସନ୍ତି ଏବଂ ପବିତ୍ର ମନ୍ଦିର ରେ ସବୋ କରେ ଏହି ଭୂମି ସଦାପ୍ରଭୁଙ୍କ ପାଇଁ ପାଇବେ। ଆଉ ଏହି ସ୍ଥାନ ସମାନଙ୍କେର ମନ୍ଦିର ନିର୍ମାଣ ପାଇଁ ଓ ଧର୍ମଧାମ ପାଇଁ ପବିତ୍ର ସ୍ଥାନ ହବେ।

5. ପୁଣି 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲବେୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିୟୁକ୍ତ ହୁଅନ୍ତି ଏହା ସମାନଙ୍କେର ବାସ କରିବା ପାଇଁ ନଗର ହବେ।

ସହର ଏବଂ ରାଜକୁମାର ଗୁଣ

6.

7. ପୁଣି ଅଧିପତି ନିମନ୍ତେ ଯାହା ହବେ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖ ରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ୟ୍ଯନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହବେ।

8. ଏହା ଦେଶ ମଧିଅରେ ତାହା ଅର୍ଥାତ୍ ଇଶ୍ରାୟେଲ ମଧିଅରେ ତାହାର ଅଧିକାରାର୍ଥେ ହବେ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ। ମାତ୍ର ଇଶ୍ରାୟେଲ ବଂଶକୁ ସମାନଙ୍କେର ଗୋଷ୍ଠୀ ଅନୁସାରେ ଦେଶ ଦବେେ।

ରାଜକୁମାରଙ୍କୁ ନିୟନ୍ତ୍ରଣ କରୁଥିବା ନିୟମ

9.

10. ଲୋକମାନଙ୍କୁ ଠକିବା ବନ୍ଦ କର। ଯଥାର୍ଥ ତରାଜୁ ଓ ଐଫା ଓ ଯଥାର୍ଥ ମାପ ବ୍ଯବହାର କର।

11. ବାତ୍ ଯେପରି ହାମରେର ଏକ ଦଶମାଂଶ ହବେ, ଐଫା ହାମରେର ସହିତ ସମାନ ହବେ। ଏଥିପାଇଁ ଐଫା ଓ ବାତର ଏକ ସମାନ ପରିମାଣ ହବେ। ତହିଁର ପରିମାଣ ହାମରେ ଅନୁସାରେ ହବେ।

12. ପୁଣି ଏକ ଶକେଲ କୋଡ଼ିଏ ଗୋଗ୍ ହବେ, ଏକ ମିନା କୋଡ଼ିଏ ଶକେଲ, ପଚିଶ ଶକେଲ, ପନ୍ଦର ଶକେଲ ହବେ।

13. ତୁମ୍ଭମାନେେ ଏହି ବିଶଷେ ନବୈେଦ୍ଯ ଉତ୍ସର୍ଗ କରିବ। ପ୍ରେତ୍ୟକକ ହାମରେ ଏକ ଷଷ୍ଠାଂଶ ଗହମ ଓ ଏକ ଷଷ୍ଠାଂଶ ବାଲି ତୁମ୍ଭମାନେେ ଦବେ।

14. ପୁଣି ବାତ୍ ସମ୍ବନ୍ଧୀଯ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍ର ଦଶମାଂଶ ହବେ। କୋର୍ ଦଶ ବାତ୍ ଅର୍ଥାତ୍ ଏକ ହାମରେ, କାରଣ ଦଶ ବାତ ରେ ଏକ ହାମରେ ହୁଏ।

15. ଆଉ ଇଶ୍ରାୟେଲର ଭଲ ଜଳ ହାଇେଥିବା ଚାରଣଭୂମି ସ୍ଥାନରୁ ପଲର 200 ମଷେ ମଧ୍ଯରୁ ଏକ ମଷେ ଦବେ। ତାହା ଲୋକମାନଙ୍କ ନିମନ୍ତେ ବିଶଷେ ନବୈେଦ୍ଯ ହବେ।

16. ଦେଶର ସମସ୍ତ ଲୋକ ଇଶ୍ରାୟେଲର ଅଧିପତିଙ୍କ ପାଇଁ ଏହି ଉପହାର ଦବେେ।

17. ପୁଣି ପର୍ବ ଦିନ ରେ ; ଅମାବାସ୍ଯା ରେ ଓ ବିଶ୍ରାମବାରଗୁଡ଼ିକରେ ଇଶ୍ରାୟେଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହାମବେଳି, ଶସ୍ଯବଳି ଓ ପଯେ ନବୈେଦ୍ଯ ଓ ସହଭାଗିତାର ନବୈେଦ୍ଯ ଅଧିପତି ଦବେେ। ଅଧିପତି ଇଶ୍ରାୟେଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ଯ ନବୈେଦ୍ଯ, ହାମବେଳି, ସହଭାଗିତାର ନବୈେଦ୍ଯ ଉତ୍ସର୍ଗ କରିବେ।

ପର୍ବ ପାଳନ କରିବା

18.

19. ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନଇେ ମନ୍ଦିରର ଚୌକାଠମାନର ଉପ ରେ ୟଜ୍ଞବଦେୀ ଥାକର ଚାରି କଣର ଉପ ରେ ଆଉ ଭିତର ପ୍ରାଙ୍ଗଣର ଦ୍ବାର ଚୌକାଠର ଉପ ରେ ଲଗାଇବା ଉଚିତ୍।

20. ଆଉ ଯେଉଁ ଲୋକ ଭ୍ରାନ୍ତି ରେ କୌଣସି ପାପ କରେ ତାହା ପାଇଁ ଓ ସହେିମାନଙ୍କ ପାଇଁ ଅଜାଣତ ରେ ପାପ କରେ, ତାହା ପାଇଁ ତୁମ୍ଭେ ମାସର ସପ୍ତମ ଦିନ ରେ ଏହି ପ୍ରକାର କରିବ। ଏହିରୂପେ ତୁମ୍ଭମାନେେ ମନ୍ଦିରକୁ ପବିତ୍ର କରିବ।

21. ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ତୁମ୍ଭମାନଙ୍କର ନିସ୍ତାର ପର୍ବ ହବେ। ସହେି ପର୍ବ ସାତଦିନ ଧରି ପାଳିତ ହବେ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ଯ ରୋଟୀ ଭୋଜନ କରିବ।

22. ପୁଣି ସହେି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ।

23. ଭୋଜିର ସାତଦିନ ସମୟ ୟାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିବା ଉଚିତ୍। ସାତଦିନ ୟାଏ ପ୍ରତିଦିନ ନିର୍ଦ୍ ଦୋଷ ସାତ ବୃଷଭ ଓ ସାତ ମଷେ, ଆଉ ପାପାର୍ଥକ ବଳିରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।

24. ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ୟବ ଓ ଏକ ଏକ ମଷେ ସହିତ ଏକ ଏକ ଐଫା ୟବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବେ।

25. ଏବଂ ସହେି ଅଧିପତି ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସାତଦିନ ୟାଏ ଏହିରୂପ ଅର୍ଥାତ୍ ପାପାର୍ଥକ ବଳି, ହାମେର୍ଥକ ବଳି, ଶସ୍ଯ ନବୈେଦ୍ଯ ଆଉ ତୈଳ ଦାନର ବିଧି ଅନୁୟାଯୀ ଉତ୍ସର୍ଗ କରିବେ।

Bibles

Books

Chapters