ଧନ ଜୀବନର ଲକ୍ଷ୍ୟ ନୁହେଁ

1.

2. ପରମେଶ୍ବର କେତକଙ୍କେୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସହେି ବ୍ଯକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ବର ସହେି ବ୍ଯକ୍ତିକୁ ଏସବୁ ଉପ ଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳ ରେ ଅନ୍ୟ ଜଣେ ଏହା ଉପ ଭୋଗ କଲେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ଯାଧି ସ୍ବରୂପ ଅଟେ।

3. ଜଣେ ଲୋକ ଏକ ଦୀର୍ଘ ଜୀବନୟାପନ କଲେ। ଏବଂ ସେ ଶ ହେ ସନ୍ତାନ ଜନ୍ମ ଦଇପୋ ରେ। କିନ୍ତୁ ଯଦି ସେ ସମାନଙ୍କେ ଉପ ରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ଯୁ ପ ରେ ତାକୁ କହେି ସ୍ମରଣ ନ କରେ, ତା ହେଲେ ସହେି ଲୋକ ଅପେକ୍ଷା ଜନ୍ମ ହବୋ ସମୟରେ ମୃତ୍ଯୁବରଣ କରିଥିବା ସହେି ଶିଶୁଟି ଉତ୍ତମ ଅଟେ।

4. ସହେିପରି ଶିଶୁଟି ଘନ କୁହୁଡ଼ି ରେ ଆଚ୍ଛାଦନ ହାଇେ ଆ ସେ ଏବଂ ଅନ୍ଧାର ରେ ଏଇ ପୃଥିବୀରୁ ଚାଲିୟାଏ, ଏବଂ ସହେି ଅନ୍ଧାର ଏହାର ନାମକୁ ମଧ୍ଯ ଲୁଚାଇ ଦିଏ।

5. ସେ ସୂର୍ୟ୍ଯ ଦେଖି ନାହିଁ କି ସେ ବିଷଯ ରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ।

6. ପୁଣି ସେ ମନୁଷ୍ଯ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ୟାଆନ୍ତି?

7. ମନୁଷ୍ଯ ତା'ର ନିଜ ପଟେ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥି ରେ ସନ୍ତୁଷ୍ଟ ହୁଏ ନାହିଁ, କାହିଁକି?

8. ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣ ରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ଯବହାର କରିବାକୁ ହବେ, ତାହା ଯଦି ଜାଣେ, ଉତ୍ତମତା କଣ?

9. ଏହା ନିତାନ୍ତ ଖୁସିର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥି ରେ ସନ୍ତୁଷ୍ଟ ହବୋ ଭଲ। ଏହା ମଧ୍ଯ ଅସାର ଅଟେ। ଏହା ବାଯୁକୁ ଧରିବା ତୁଲ୍ଯ ହବେ।

10. ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।

11. ସମାନେେ ଯେତେ ଅଧିକ ୟୁକ୍ତି କରିବେ, ତାହା େସତେ ଅନାବଶ୍ଯକ ଅଟେ। ଏହା ତାଙ୍କର କ'ଣ ଲାଭ ହବେ ?

12. କିଏ ଜାଣେ ସମାନଙ୍କେ ଏହି କ୍ଷଣସ୍ଥାଯୀ ଜୀବନ ରେ, ମନୁଷ୍ଯ ଅଧିକ ଲାଭକରି କ'ଣ କରିପା ରେ? କାରଣ ସମାନଙ୍କେର ଦିନଗୁଡ଼ିକ ଛାଇ ପରି ଚାଲିୟିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ୟ୍ଯତଳେ ଭବିଷ୍ଯତ ରେ ଏଇ ପୃଥିବୀ ରେ କ'ଣ ହବେ?

Bibles

Books

Chapters