ସ୍ୱାର୍ଥପର ପରିଶ୍ରମର ଅଦରକାରୀତା
1.
2. ମୁଁ ନିଷ୍ପତ୍ତି ନଲେି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ଯବାନ୍।
3. ଏବଂ ୟିଏ ଆଜି ପର୍ୟ୍ଯନ୍ତ ଜନ୍ମ ହାଇନୋହିଁ, ସେ ଅନ୍ୟତର ସମାନଙ୍କେଠାରୁ ଭଲ ରେ ଅଛି, ଯେ ହତେୁ ସେ ସୂର୍ୟ୍ଯତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।
ସ୍ୱାର୍ଥପର ପରିଶ୍ରମର ଅସାରତା
4.
5. କିଛି ଲୋକ କହନ୍ତି, ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତବେେ ତୁମ୍କେ ଉପବାସ ରେ ମୃତ୍ଯୁ ଭୋଗ କରିବ।
6. ସଂଘର୍ଷ କରି ଦୁଇହାତ ପୂର୍ଣ୍ଣ କର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।
7. ଏହାପ ରେ ମୁଁ ପୁନରାଯ ସୂର୍ୟ୍ଯ ତଳେ ଅସାର ଦେଖିଲି।
8. ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ବିତୀୟ କହେି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କହେି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ ରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଚା ରେ ନାହିଁ ଯେ, କାହିଁକି ମୁଁ ଏତେ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ ମାରେ ଜୀବନକୁ ଉପ ଭୋଗ କରିବି ନାହିଁ ? ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ।
ଜଣେ ବନ୍ଧୁଙ୍କ ମୂଲ୍ୟ
9. ଏକ ଜଣରୁ ଦୁଇଜଣ ଭଲ। କାରଣ ସମାନେେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।
10. ଯଦି ଜଣେ ବ୍ଯକ୍ତି ପଡ଼ିୟାଏ, ତବେେ ତା'ର ସାଙ୍ଗ ତାକୁ ଉଠାଇବାକୁ ସାହାୟ୍ଯ କରିବ। ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ କହେି ସଠାେ ରେ ନ ଥାଏ।
11. ଆହୁରି ଦୁଇଜଣ ଏକତ୍ର ଶଯନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହାଇପୋରିବ।
12. ଯେକହେି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତବେେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିୟାଏ ନାହିଁ।
ଲୋକପ୍ରିୟତା ଦୂର ହୋଇଯାଏ
13.
14. କାରଣ ସେ ରାଜା ହବୋ ପାଇଁ କାରାଗାରରୁ ବାହାର ହାଇେ ଆସିଲା। ଆହୁରି ସେ ତାହାର ରାଜ୍ଯ ରେ ଦରିଦ୍ର ହାଇେ ଜନ୍ମିଥିଲା।
15. ମୁଁ ଦେଖିପାରୁଛି ଯେ, ପୃଥିବୀ ରେ ସୂର୍ୟ୍ଯତଳେ ଯେଉଁ ସମସ୍ତ ଲୋକମାନେ ବାସ କରୁଛନ୍ତି ଓ ୟାତାଯତ କରୁଛନ୍ତି, ସମାନେେ ପରବର୍ତ୍ତୀ ୟୁବକକୁ ଅନୁସରଣ କଲେ, ୟିଏକି ତା'ର ସାଙ୍ଗ, ତାଙ୍କର ସ୍ଥାନ ନବେେ।
16. ଅସଂଖ୍ଯ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପ ରେ ଆସିବେ ସମାନେେ ସହେି ପ୍ରଥମ ଜ୍ଞାନୀ ୟୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ଯ ଅସାର ଓ ପବନର ପଶ୍ଚାତ୍ ଗମନ କଲା ପରି।