ଭଉଣୀ ଫୋବୀ ପ୍ରଶଂସା କରିଥିଲେ

1.

2. ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ବରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କ ଠା ରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସଗେୁଡିକ ଦ୍ବାରା ତାହାଙ୍କୁ ସାହାୟ୍ଯ କର। ସେ ମାେତେ ଓ ଅନ୍ୟ ଅନକେ ଲୋକଙ୍କୁ ବହୁତ ସାହାୟ୍ଯ କରିଛନ୍ତି।

ରୋମାନ୍ ସାଧୁମାନଙ୍କୁ ନମସ୍କାର

3. ପ୍ରୀସ୍କା ଓ ଆକ୍ବିଲାଙ୍କୁ ମାରେନମସ୍କାର। ସମାନେେ ଖ୍ରୀଷ୍ଟ ଯୀଶୁଙ୍କ କାମ ରେ ମାରେ ସହକର୍ମୀ ଅଟନ୍ତି।

4. ସମାନେେ ମାରେ ଜୀବନ ରକ୍ଷା ଲାଗି ନିଜ ଜୀବନକୁ ବିପଦ ରେ ପକାଇ ଥିଲେ। ମୁଁ ସମାନଙ୍କେ ପ୍ରତି କୃତଜ୍ଞ। କବଳେ ମୁଁ ନୁହେଁ ସମସ୍ତ ଅଣଯିହୂଦୀୟ ମଣ୍ତଳୀର ଲୋକମାନେ ମଧ୍ଯ ସମାନଙ୍କେ ପ୍ରତି କୃତଜ୍ଞ।

5. ତାଙ୍କ ଘ ରେ ହେଉଥିବା ମଣ୍ତଳୀକୁ ମଧ୍ଯ ନମସ୍କାର।

6. ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି।

7. ଆନ୍ଦ୍ରନିକ ଓ ୟୂନିଯାଙ୍କୁ ନମସ୍କାର। ସମାନେେ ମାରେ ଜ୍ଞାତି, ଓ ସମାନେେ ମାେ ସହିତ ବନ୍ଦୀ ହାଇେ କାରଗା ରେ ଥିଲେ। ସମାନେେ ପରମେଶ୍ବରଙ୍କ ଅତି ପ୍ରସିଦ୍ଧ କାର୍ୟ୍ଯକର୍ତ୍ତା ଓ ମାଠାରୁେ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସୀ ଥିଲେ।

8. ପ୍ରଭୁଙ୍କ ଠା ରେ ସ୍ଥିତ ମାରେ ପ୍ରିୟ ମାତ୍ର ଆମ୍ପ୍ଲିଯାତାଙ୍କୁ ନମସ୍କାର।

9. ଖ୍ରୀଷ୍ଟଙ୍କ ସବୋ ବିଷୟ ରେ ଆମ୍ଭର ସହକର୍ମୀ ଉର୍ବୀଣ ଓ ମାରେ ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମାରେ ନମସ୍କାର।

10. ଆପେଲ୍ଲଙ୍କୁ ମାରେ ନମସ୍କାର, ୟିଏ ଖ୍ରୀଷ୍ଟଙ୍କ ସବୋ ରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମାରେ ନମସ୍କାର।

11. ମାରେ ଜ୍ଞାତି ହରେୋଦିଯୋନଙ୍କୁ ମାରେ ନମସ୍କାର। ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁ ମାନେ ପ୍ରଭୁଙ୍କର ଅଟନ୍ତି।

12. ପ୍ରଭୁଙ୍କର ପରିଶ୍ରମୀ କୀର୍ୟ୍ଯ କର୍ତ୍ତା କୁଫଣୋ ଓ କୁଫୋସାଙ୍କୁ ନମସ୍କାର। ମାରେପ୍ରିୟ ପ୍ରଭୁଙ୍କ ସବୋ ରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।

13. ପ୍ରଭୁଙ୍କର ବିଶିଷ୍ଟ ସବେକ ରୂପେ ଓ ତାହାଙ୍କର ମା'ଙ୍କୁ ଯେ ମାରେ ମାତା ଭଳି ତାହାଙ୍କୁ ମାରେ ନମସ୍କାର।

14. ଅସୁଙ୍କ୍ରିତ, ଫ୍ଲଗେୋନ, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସମାନଙ୍କେ ଭାଇମାନଙ୍କୁ ଯେଉଁ ମାନେ ସମାନଙ୍କେ ସହ ଅଛନ୍ତି ନମସ୍କାର।

15. ଫିଲଲଗ, ୟୁଲିଯା, ନୀରୂସ୍ ଓ ତାହାଙ୍କ ଭଉଣୀ, ଅଲୁମ୍ପା ଓ ସମାନଙ୍କେ ସହିତ ଥିବା ସମସ୍ତ ସାଧୁ-ସନ୍ଥମାନଙ୍କୁ ନମସ୍କାର।

16. ତୁମ୍ଭମାନେେ ସମସ୍ତେ ପବିତ୍ର ଚୁମ୍ବନ ଦଇେ ଏକା ରକେକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ବାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନଜଣାଉଛନ୍ତି।

ବିଭାଜନକାରୀ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ

17.

18. ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।

19. ତୁମ୍ଭମାନେେ ବାଧ୍ଯ ହୁଅ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସି। କିନ୍ତୁ ମୁଁ ଇଛା କରେ ଯେ ତୁମ୍ଭମାନେେ ଭଲ ପାଇଁ ବୁଦ୍ଧିମାନ ହାଇେ ରୁହ ଓ ମନ୍ଦ ବିଷୟ ଜାଣିବା ପାଇଁ ଚେଷ୍ଟା କର ନାହିଁ।

20. ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

ପାଉଲଙ୍କ ବନ୍ଧୁମାନଙ୍କ ତରଫରୁ ଶୁଭେଚ୍ଛା

21.

22. ଏହି ପତ୍ରର ଲେଖକ ମୁଁ ତର୍ତ୍ତିୟ ଅଟେ। ମୁଁ ମଧ୍ଯ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମ ରେ ନମସ୍କାର କରୁଅଛି।

23. ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।

24. ଏ ରୀଷ୍ଟ୍ର ନାମକ, ଏହି ନଗରର କୋଷଧ୍ଯକ୍ଷ ଓ କ୍ବାର୍ତ୍ତ ନାମକ ଜଣେ ଭାଇ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।

ଅନୁଗ୍ରହ

25. ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।

26. ପରମେଶ୍ବର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦଇେଛନ୍ତି। ଏହି ଗୁପ୍ତ ସତ୍ଯ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ଯଦ୍ବକ୍ତାମାନଙ୍କର ଲଖାେ ଦ୍ବାରା ତାହା ପ୍ରକାଶିତ ହେଲା। ଏହା ଦ୍ବାରା ସମସ୍ତ ଲୋକମାନଙ୍କର ପରମେଶ୍ବରଙ୍କ ପାଇଁ ବିଶ୍ବାସ ଓ ଆଜ୍ଞାକାରିତା ବଢି ପାରିବ।

27. ଯୀଶୁ ଖ୍ରୀଷ୍ଟଙ୍କ ଜରିଆ ରେ ଏକ ମାତ୍ର ଜ୍ଞାନବାନ ପରମେଶ୍ବରଙ୍କର ମହିମା ଅନନ୍ତ କାଳ ପାଇଁ ବ୍ଯାପ୍ତ ରହୁ। ଆମେନ୍।

Bibles

Books

Chapters