ମନସେହର ଅନ୍ୟ ଅର୍ଦ୍ଧ-ଜନଜାତି (ପଶ୍ଚିମ)
1. ଏହାପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷଫଙ୍କେର ପ୍ରଥମ ପକ୍ସ୍ଟତ୍ର। ମନଃଶିଙ୍କର ପ୍ରଥମ ପକ୍ସ୍ଟତ୍ର ମାଖୀର ଗିଲିଯଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିଯଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।
2. ଏହି ଭୂମି ମଧ୍ଯ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀଯଷେର ସନ୍ତାନଗଣ, ହେଲକ ସନ୍ତାନଗଣ, ଅସ୍ତ୍ରୀଯଲେ ସନ୍ତାନଗଣ, ଶେଖମ ସନ୍ତାନଗଣ, ହଫରେ ସନ୍ତାନଗଣ ଓ ଶମୀଦା ସନ୍ତାନଗଣମାନେ ବାଣ୍ଟି ନେଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶାନକ୍ସ୍ଟସା ରେ ଯୋଷଫେର ପକ୍ସ୍ଟତ୍ର ମନଃଶିର ପକ୍ସ୍ଟତ୍ର ସନ୍ତାନମାନେ ଥିଲେ।
3. ସଲଫାଦର ଥିଲେ ହଫରେ ପକ୍ସ୍ଟତ୍ର, ହଫରେ ଥିଲେ ଗିଲିଯଦର ପକ୍ସ୍ଟତ୍ର, ଗିଲିଯଦ ଥିଲେ ମାଖୀର ପକ୍ସ୍ଟତ୍ର ଏବଂ ମାଖୀର ଥିଲେ ମନଃଶିର ପକ୍ସ୍ଟତ୍ର। ସଲଫାଦର କୌଣସି ପକ୍ସ୍ଟତ୍ର ନଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ଯା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋଯା, ହଗଲା, ମିଲ୍ଲା ଓ ତିର୍ସା।
4. ଏହି ଝିଅମାନେ ଇଲିଯାସର ଯାଜକ ପାଖକକ୍ସ୍ଟ ଗଲେ। ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ସନୋପତିଗଣ। କନ୍ଯାଗଣ କହିଲେ, ଆମ୍ଭମାନଙ୍କ ପୁରୁଷ ସଐର୍କୀଯମାନଙ୍କ ପରି ଆମ୍ଭକକ୍ସ୍ଟ ଭୂମି ଦବୋକକ୍ସ୍ଟ ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ ସମାନେେ ସମାନଙ୍କେର ପିତାର ଭାତୃଗଣ ମଧିଅରେ ସମାନଙ୍କେୁ ଏକ ଅଧିକାର ଦେଲେ।
5. ତେଣୁ ମନଃଶିର ବଂଶଧର ୟର୍ଦ୍ଦନ ନଦୀର ପଶ୍ଚିମ ପଟରକ୍ସ୍ଟ ଦଶଟି ଅଞ୍ଚଳ ଏବଂ ଅଧିକ ଦକ୍ସ୍ଟଇଟି ଅଞ୍ଚଳ ଗିଲିଯଦ ଓ ବାଶନ ୟର୍ଦ୍ଦନ ନଦୀର ଆର ପାରି ରେ ନେଲେ।
6. ତେଣୁ ଏହିପରି ଭାବରେ ସେ ସ୍ତ୍ରୀ ଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିଯଦର ଭୂମିକକ୍ସ୍ଟ ଅବଶିଷ୍ଟ ମନଃଶି ବଂଶଧରକକ୍ସ୍ଟ ଅଧିକାର ଦିଆଗଲା।
7. ମନଃଶିର ଅଞ୍ଚଳ ଥିଲା ଅଶରେ ଓ ମିକ୍ମଥତ୍ ମଧ୍ଯବର୍ତ୍ତୀ, ଏହା ଥିଲା ଶିଖ୍ମ ନିକଟବର୍ତ୍ତୀ। ଏହାର ସୀମା ଦକ୍ଷିଣରକ୍ସ୍ଟ ଐନ୍ନ-ତପୂହନିବାସୀ ନିକଟବର୍ତ୍ତୀ ଥିଲା।
8. ତପୂହର ଚତକ୍ସ୍ଟଃପାଶର୍ବସ୍ଥ ସମସ୍ତ ଭୂମି ମନଃଶିର ଅଧିକାର ରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧିନ ରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମା ରେ ଥିଲା ଏବଂ ଏହା ଇଫ୍ରଯିମମାନଙ୍କ ଅଧିକାର ରେ ରହିଲା।
9. ମନଃଶିର ସୀମା ଦକ୍ଷିଣରକ୍ସ୍ଟ କାନ୍ନା ନଦୀ ପର୍ୟ୍ଯନ୍ତ ଲାଗି ରହିଲା। ଏହି ଅଞ୍ଚଳ ମନଃଶିର ବଂଶଧରଙ୍କ ଅଧିନ ରେ ରହିଲା। କିନ୍ତୁ ନଗରଟି ଇଫ୍ରଯିମମାନଙ୍କ ଅଧିନ ରେ ରହିଲା। ମନଃଶିର ସୀମା ନଦୀର ଉତ୍ତର ସିମାସ୍ଥଠାରକ୍ସ୍ଟ ଆରମ୍ଭ କରି ପଶ୍ଚିମର ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।
10. ଦକ୍ଷିଣ ଭାଗ ରେ ଥିବା ଭୂମି ଇଫ୍ରଯିମମାନଙ୍କ ଅଧିନ ରେ ରହିଲା। ଉତ୍ତର ରେ ଥିବା ଭୂମି ମନଃଶିର ସନ୍ତାନମାନଙ୍କ ଅଧିକାର ରେ ରହିଲା। ଏବଂ ଏହାର ସୀମା ଥିଲା ସମକ୍ସ୍ଟଦ୍ର। ଏହି ସୀମା ଉତ୍ତର ରେ ଆଶରେ ସୀମାକକ୍ସ୍ଟ ଛକ୍ସ୍ଟଇଁ ଥିଲା। ଏବଂ ଇଷାଖର ଭୂମି ପୂର୍ବ ରେ ଥିଲା।
11. ଇଷାଖର ଓ ଆଶରେ ମଧିଅରେ ବୈଥ୍ଶାନ୍ ଓ ତହିଁର ଉପନଗର ୟିବଲିଯମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।
12. ତଥାପି ମନଃଶିର ସନ୍ତାନଗଣ ସହେିସବୁ ନଗରବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ସହେି ଦେଶ ରେ ବାସ କରିବାକୁ ମନସ୍ଥ କଲେ।
13. କିନ୍ତୁ ଇଶ୍ରାୟେଲ ବାସୀଗଣ ଅଧିକ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସମାନେେ କିଣାନୀଯମାନଙ୍କୁ ବେଠିକାମ କରିବାକୁ ବାଧ୍ଯ କଲେ। କିନ୍ତୁ ସମାନେେ କିଣାନୀଯମାନଙ୍କୁ ସଠାେରକ୍ସ୍ଟ ତଡିଦବୋ ପାଇଁ ବାଧ୍ଯ କଲେ ନାହିଁ।
ଇଫ୍ରୟିମ ଏବଂ ମନ se ଶି ପାଇଁ ଅଧିକ ଜମି
14.
15. ଯିହାଶୂେୟ ସମାନଙ୍କେୁ ଉତ୍ତର ଦଇେ କହିଲେ, ଯଦି ତୁମ୍ଭେ ବହକ୍ସ୍ଟତ ଲୋକ ଅଛ, ତବେେ ତୁମ୍ଭେ ପର୍ବତମଯ ବଣ ଅଞ୍ଚଳକକ୍ସ୍ଟ ୟାଅ। ଏବଂ ବଣ ସଫା କରି ତାକକ୍ସ୍ଟ ବାସପୟୋଗୀ କର। ବର୍ତ୍ତମାନ ସେ ଭୂମି ପରିଷୀଯ ଏବଂ ରଫୋଯୀ ଲୋକମାନଙ୍କ ଅଧିନ ରେ ଅଛି। ଯଦି ଇଫ୍ରଯିମ ପାର୍ବତ୍ଯ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତବେେ ତୁମ୍ଭେ ୟାଅ ଏବଂ ସେ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ନିଅ।
16. ଯୋଷେଫ୍ର ଲୋକମାନେ କହିଲେ, ଏହା ସତ୍ଯ ଯେ ଇଫ୍ରଯିମର ପର୍ବତମଯ ଦେଶ ଆମ୍ଭ ପାଇଁ ୟଥେଷ୍ଟ ନକ୍ସ୍ଟ ହେଁ। କିନ୍ତୁ ସଠାେରେ କିଣାନୀଯ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳ ରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସମାନଙ୍କେର ଲକ୍ସ୍ଟହାର ରଥ ଅଛି। ଏବଂ ସମାନେେ ୟିଷ୍ରିଯଲେ ଉପତ୍ୟକା ତାଙ୍କ ଅଧିନ ରେ ଅଛି। ବୈଥ୍ଶାନି ଏବଂ ତା'ର ଉପସହର ଗକ୍ସ୍ଟଡିକ ସହେି ଅଞ୍ଚଳର ଅଟେ।
17. ଏହାପରେ ଯିହାଶୂେୟ ଯୋଷଫେର ଲୋକମାନଙ୍କୁ, ଇଫ୍ରଯିମ ଏବଂ ମନଃଶିର ଲୋକମାନଙ୍କୁ କହିଲେ, ତୁମ୍ଭେ ବହକ୍ସ୍ଟପ୍ରଜା, ତୁମ୍ଭର ମହାପରାକ୍ରମ ଅଛି। ତୁମ୍ଭେ କବଳେ ଏକ ବାଣ୍ଟ ପାଇବ ନାହିଁ। ତୁମ୍ଭେ ତୁମ୍ଭର ବାଣ୍ଟଠାରକ୍ସ୍ଟ ଅଧିକ ପାଇବା ଉଚିତ୍।
18. ତୁମ୍ଭମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ନବେ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭମାନେେ ଏଠା ରେ ବୃକ୍ଷ ସଫା କରିପାରିବ। ଏବଂ ଏହାକକ୍ସ୍ଟ ଏକ ସକ୍ସ୍ଟନ୍ଦର ବାସପୋୟୋଗି କରିପାରିବ। ଏବଂ ତୁମ୍ଭେ ଏହାର ମାଲିକାନ ପାଇବ। ତୁମ୍ଭମାନେେ ବଳପୂର୍ବକ କିଣାନୀଯ ଲୋକମାନଙ୍କୁ ସଠାେରକ୍ସ୍ଟ ତଡି ଦିଅ। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିପାରିବ ଯଦିଓ ସମାନେେ ଶକ୍ତିଶାଳୀ ଓ ସମାନଙ୍କେ ପାଖ ରେ ବହକ୍ସ୍ଟତ ଅସ୍ତ୍ରଶସ୍ତ୍ର ଅଛି।